ଆଞ୍ଚଳିକ
-
ପାଣିକୋଇଲି ପୂର୍ତ ବିଭାଗ ଅଫିସ କୋଠାରେ ବରଗଛ, ଅଧିକାରୀଙ୍କ ଅଣଦେଖା
ପାଣିକୋଇଲି, ୨୯/୦୮ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ୍ତ (ରାସ୍ତା ଓ ଗୃହ ନିର୍ମାଣ) ବିଭାଗର ଡିଭିଜନ (ଚବଦ୍ଭସଳକ୍ଟସକ୍ଷସ ଜକ୍ଟବୟଗ୍ଦ ଌ ଈଙ୍କସକ୍ଷୟସଦ୍ଭଶ…
Read More » -
ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ନୀଳାଚଳ ଇସ୍ପାତ ନିଗମରେ ସାର୍ ଦୋରାବଜୀ ଟାଟାଙ୍କ ୧୬୭ତମ ଜୟନ୍ତୀ ପାଳିତ
କଳିଙ୍ଗନଗର,(ଉ. ନ୍ୟୁଜ୍ ବ୍ୟୁରୋ),ଅଗଷ୍ଟ ୨୭,୨୦୨୬ : ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) ପକ୍ଷରୁ ଗୁରୁବାର ସାର୍ ଦୋରାବଜୀ ଟାଟାଙ୍କ ୧୬୭ତମ…
Read More » -
ରକ୍ଷା ବନ୍ଧନ ପର୍ବ ଅବସରରେ ‘ଉଦୟବଟ’ ତରଫରୁ ଦାରୁ ବ୍ରହ୍ମଙ୍କୁ ପୂଜାର୍ଚ୍ଚନା ଓ ରାକ୍ଷୀ ବନ୍ଧନ
ବ୍ୟାସନଗର,୨୭/୦୮(ଉ.ନ୍ୟୁଜ୍ ବ୍ୟୁରୋ): ସମ୍ବାଦଭିତ୍ତିକ ପତ୍ରିକା ‘ଉଦୟବଟ’ ଏବଂ ଡିଜିଟାଲ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍’ ତରଫରୁ ଆଜି ପବିତ୍ର ‘ରକ୍ଷା ବନ୍ଧନ’ ପର୍ବ ଅବସରରେ ପ୍ରତିବର୍ଷ ପରି ବୃକ୍ଷ…
Read More » -
ବ୍ୟାସ ପ୍ରିଣ୍ଟ ମିଡିଆର ଅଷ୍ଟମ ବାର୍ଷିକ ଉତ୍ସବ ଆସନ୍ତା ସେପ୍ଟେମ୍ବର ୯ ରେ
ବ୍ୟାସନଗର: ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନର ଅଷ୍ଟମ ବାର୍ଷିକ ଉତ୍ସବ ଆସନ୍ତା ସେପ୍ଟେମ୍ବର ୯ ତାରିଖ ବୁଧବାର ସ୍ଥାନୀୟ ଟାଉନ ହଲ ପରିସରରେ ଦିବା ୧୧ ଘଟିକା…
Read More » -
ପାଣିକୋଇଲି ପୂର୍ତ ବିଭାଗରେ ପୂର୍ବତନ ସହକାରୀ ଏଷ୍ଟିମେଟରଙ୍କ ଦୀର୍ଘଦିନର ଛୁଟି ପଛର ରହସ୍ୟ କ’ଣ, ତାଙ୍କ କାରସାଦି ପାଇଁ ବିଭାଗର ବଡ଼ କ୍ଷତି
ପାଣିକୋଇଲି, ୨୪/୦୮ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ରାସ୍ତା ଓ ଗୃହ ନିର୍ମାଣ ଅଥାତ୍ ପୂର୍ତ ବିଭାଗର ଡିଭିଜନ (ଚବଦ୍ଭସଳକ୍ଟସକ୍ଷସ ଜକ୍ଟବୟଗ୍ଦ ଌ…
Read More » -
ଯାଜପୁର ଫୁଟବଲ ଖେଳାଳିଙ୍କ କମାଲ: ଓଡ଼ିଶା ଅଣ୍ଡର-୧୭ ଜାତୀୟ ଦଳରେ ୮ ଜଣ ମନୋନୀତ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଗ୍ରାସରୁଟ୍ ଫୁଟବଲ୍ ତାଲିମ କେନ୍ଦ୍ରର ୫ ଜଣ ଖେଳାଳି ସାମିଲ
କଳିଙ୍ଗନଗର, (ଉ. ନ୍ୟୁଜ୍ ବ୍ୟୁରୋ)ଅଗଷ୍ଟ ୨୩,୨୦୨୬: ଆଗାମୀ ୧୭ ବର୍ଷରୁ କମ୍ ଜାତୀୟ ଫୁଟବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ରାଜ୍ୟ ଦଳରେ ଯାଜପୁରର ୮ ଜଣ ପ୍ରତିଭାବାନ…
Read More » -
ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ‘ଗ୍ରୀନ୍ ସ୍କୁଲ୍ ୨.୦’ ଅଧୀନରେ ଶିକ୍ଷକମାନଙ୍କୁ ପାଣିପାଗ, ଜଳବାୟୁ ଏବଂ ବିପର୍ଯ୍ୟୟ ମୁକାବିଲା ତାଲିମ ପ୍ରଦାନ
କଳିଙ୍ଗନଗର,(ଉ. ନ୍ୟୁଜ୍ ବ୍ୟୁରୋ)ଅଗଷ୍ଟ ୨୧,୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ) ଏବଂ ଦ ଏନର୍ଜି ଆଣ୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ (ଟିଇଆରଆଇ) ର ମିଳିତ ପଦକ୍ଷେପ ‘ଗ୍ରୀନ୍ ସ୍କୁଲ୍…
Read More » -
ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ଏନଆଇଏନଏଲ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ, ରକ୍ତଦାନ ଶିବିରରେ ୨୧୧ ୟୁନିଟ୍ ରକ୍ତ ସଂଗ୍ରହ
କଳିଙ୍ଗନଗର,(ଉ. ନ୍ୟୁଜ୍ ବ୍ୟୁରୋ) ଅଗଷ୍ଟ ୧୬,୨୦୨୬: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପରିସରରେ ଶନିବାର ଦିନ ବେଶ୍ ଉତ୍ସାହ ଓ…
Read More » -
ଟାଟା ଷ୍ଟିଲ୍ କଳିଙ୍ଗନଗର ଓ କଳିଙ୍ଗନଗର ପୁଲିସ୍ ପକ୍ଷରୁ ମିଳିତ ଭାବେ ‘ମୌସୁମୀ ସଡ଼କ, ସ୍ୱାସ୍ଥ୍ୟ ସୁରକ୍ଷା’ ଏବଂ ‘ସାଇବର ସୁରକ୍ଷା’ ସଚେତନତା ଅଭିଯାନ
କଳିଙ୍ଗନଗର,(ଉ. ନ୍ୟୁଜ୍ ବ୍ୟୁରୋ) ଅଗଷ୍ଟ ୧୧ , ୨୦୨୬ : ସ୍ଥାନୀୟ ଜନସାଧାରଣ, ଗାଡ଼ି ଚାଳକ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ମୌସୁମୀ ସମୟରେ ସଡ଼କ ସୁରକ୍ଷା, ସ୍ୱାସ୍ଥ୍ୟ…
Read More » -
‘ଉଦୟବଟ’ ତରଫରୁ ୮୦ତମ ସ୍ୱାଧିନତା ଦିବସ ପାଳିତ
ଯାଜପୁରରୋଡ଼, ୧୫/୦୮(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ପକ୍ଷରୁ…
Read More »