
ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ
ଭଦ୍ରକ, ୩୦/୦୭ (ଉ.ନ୍ୟୁଜ୍ ବ୍ୟୁରୋ): ରାଜ୍ୟ କଂଗ୍ରେସ (କିଷାନସେଲର) ସଭାପତି ଅଭୟ ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାର ଜିଲ୍ଲା କଂଗ୍ରେସ(କିଷାନସେଲର) ସଭାପତି ଓ ନେତୃବୃନ୍ଦଙ୍କୁ ନେଇ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ରାଜ୍ୟ କୃଷକ ବନ୍ଧୁମାନଙ୍କୁ କିଷାନ ସେଲ ଦ୍ଵାରା କିପରି ସହାୟତା କରାଯିବ ସେଥିପାଇଁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା l
Live Share Market




