Dushmanta Kumar Rout
-
ତାଜା ଖବର
ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଭାସୀ ମାଧ୍ୟମରେ କ୍ରିଡା ଭିତିଭୂମି ସମୂହ ଉଦ୍ଘାଟନ ଓ ଶିଳାନ୍ୟାସ
ଯାଜପୁର,୨୮/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଓଡିଶା ରାଜ୍ୟ ଏକ କ୍ରୀଡା ହବ୍ ରାଜ୍ୟରେ ପରିଣତ ହେବାପାଇଁ ରାଜ୍ୟ ସରକାର ଅହରହ ଊଦ୍ୟମ ଜାରି ରଖିଚ୍ଥନ୍ତି । ରାଜ୍ୟରେ ୨…
Read More » -
ଆଞ୍ଚଳିକ
ଯାଜପୁର ଜିଲ୍ଳ୍ାର ମୁଖ୍ୟ ଚିକିତ୍ସାଳୟ ସମେତ ୪ ଗୋଟି ସିଏଚ୍ସି ଆମ ହସ୍ପିଟାଲ ରୂପାନ୍ତରଣ
ଯାଜପୁର, ତା ୨୭ା୦୨(ଉ. ନ୍ୟୁଜ ବ୍ୟୁରୋ): ସବୁ ଜୀବନ ମୂଲ୍ୟବାନ । ଆମ ହସ୍ପିଟାଲ ରୂପାନ୍ତରଣ ଲୋକଙ୍କ ସେବାକୁ ଆରାମ ଓ ଆତ୍ମ ସନ୍ତୋଷ ଦେବା ସହ…
Read More » -
ଆଞ୍ଚଳିକ
ବ୍ୟାସ ସରୋବର ମେଳାରେ ଶିଶୁ ସାହିତ୍ୟ ଆଲୋଚନା ଚକ୍ର
ବ୍ୟାସନଗର,୨୭/୦୨(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସ ସରୋବର ମେଳାର ୭ମ ସନ୍ଧ୍ୟାରେ ‘ବଉଳ ଫୁଲ’ ଶିଶୁ ସାହିତ୍ୟ ସଂସଦ ତରଫରୁ ଏକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ…
Read More » -
ତାଜା ଖବର
ଯାଜପୁର ଜିଲାରେ ବି.ଜେ.ପି ର ନୂଆ ମୋଡ଼
ବ୍ୟାସନଗର,୨୭/୦୨(ବସନ୍ତ କୁମାର ପାତ୍ର ଙ୍କ ଠାରୁ ): ବି.ଜେ.ପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟରେ ଭେଟ କଲେ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦ…
Read More » -
ଆଞ୍ଚଳିକ
ଦାନଗଦିଠାରେ ଯାଜପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଂଟନ
ଦାନଗଦି,୨୩/୨: ସ୍ଥାନୀୟ ‘ଦାନଗଦି ଭବନ’ଠାରେ ଆଜି ତା.୨୩/୦୨/୨୦୨୪ରିଖ ଶୁକ୍ରବାର ପୂର୍ବାହ୍ନରେ ଯାଜପୁରରୋଡ଼ ସ୍ଥିତ ଯାଜପୁର ଜିଲ୍ଲା ଶ୍ରମ ଓ ଇଏସଆଇ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ…
Read More » -
ଆଞ୍ଚଳିକ
ଆଭାସୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଳ୍ାକୁ ଲକ୍ଷ୍ମୀ ବସ୍ ଯୋଜନା ଲୋକାର୍ପଣ କଲେ
ଯାଜପୁର,୧୭/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଳ୍ା ପରିଦର୍ଶନ ସମୟରେ ଗ୍ରାମାଂଚଳରେ ମା’ ମାନେ କିଭଳ ଅଧିକରୁ ଅଧିକ ସଂଚୟ…
Read More » -
ଆଞ୍ଚଳିକ
ଏ.ଆଇ.ୟୁ.ଟି.ୟୁ.ସି ତରଫରୁ ଦେଶବ୍ୟାପୀ ଶ୍ରମିକ ଧର୍ମଘଟ ଓ ଗ୍ରାମୀଣ ବନ୍ଦ
ବ୍ୟାସନଗର,୧୬/୦୨(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଏ.ଆଇ.ୟୁ.ଟି.ୟୁ.ସି ସଂଘ ପକ୍ଷରୁ ଆଜି ସକାଳ୧୦ ଘଟିକା ସମୟରେ ବ୍ୟାସନଗର ସହର ପରିକ୍ରମା କରି ଗୋପବନ୍ଧୁ ଛକ ଠାରେ ଏକତ୍ରିତ ହୋଇ…
Read More » -
ଆଞ୍ଚଳିକ
ମାତୃ ସମ୍ମିଳନୀ ଓ ସରସ୍ୱତୀ ପୂଜା ମହାସମାରୋହରେ ପାଳିତ
ଦାନଗଦି,୧୬/୦୨,(ବସନ୍ତ କୁମାର ପାତ୍ରଙ୍କ ଠାରୁ): କଳିଙ୍ଗନଗର ଶିଶୁ ବିଦ୍ୟାମନ୍ଦିର ସୋଲେଇରେ ମାତୃ ସମ୍ମିଳନୀ ଓ ସରସ୍ୱତୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ସଭା ଆରମ୍ଭରୁ ପ୍ରଦୀପ…
Read More » -
ଆଞ୍ଚଳିକ
‘ଜୟ ଜଗନ୍ନାଥମହୋତ୍ସବ’କଳସ ଯାତ୍ରାରେଗାଁ ଦୁଲୁକିଲା : ଆଚମ୍ବିତକଲା ପାଇକ ଆଖଡା
ଯାଜପୁର,୧୬/୦୨(ଉ. ନ୍ୟୁଜ୍ ବ୍ୟୁରୋ): ସମସ୍ତ ପ୍ରକାର ଭେଦଭାବ ଭୁଲିଯାଇ ସମସ୍ତେ ନାଚୁଥିଲେ । ସତେ ଯେମିତି ଭଗବାନଙ୍କ ସହ ଭକ୍ତ ଏକାକାର ହୋଇ ଯାଇଥିଲେ । ପ୍ରାୟ…
Read More » -
ତାଜା ଖବର
‘ଉଦୟବଟ’ କାର୍ଯ୍ୟାଳୟରେ ମା’ ସରସ୍ୱତୀଙ୍କ ୩୭ତମ ବାର୍ଷିକ ପୂଜା ଅନୁଷ୍ଠିତ
ବ୍ୟାସନଗର, ୧୫ା୦୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଯାଜପୁରରୋଡ଼ (ବ୍ୟାସନଗର) ସହରରୁ ପ୍ରକାଶିତ ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍’ କାର୍ଯ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜା ପ୍ରତିବର୍ଷ ପରି…
Read More »