ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନା ଆକ୍ରାନ୍ତ; ଆଶୁ ଆରୋଗ୍ୟ କାମନା କରି ମହିପାଳ ଶନି ମନ୍ଦିରରେ ସମୂହ ଦୀପ ଦାନ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୩୦/୧୧ (ରାଜକିଶୋର ନାୟକଙ୍କ ଠାରୁ): ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନା ଆକ୍ରାନ୍ତ ହୋଇଥିବାରୁ ଗତ କାଲି ରବିବାର କେନ୍ଦ୍ରାପଡା ନଗର ବିଜେପି ତରଫରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରି ମହିପାଳ ଶନି ମନ୍ଦିରରେ ସମୂହ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Live Share Market




