
କଟକ ଗୋଷ୍ଠୀ ସଂର୍ଘଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ଆଇ.ସି.ପି
ଭୂବନେଶ୍ୱର,୦୫/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଗତ କାଲି ଅର୍ଥାତ୍ ୦୪/୧୦ରେ କଟକରେ ଘଟିଯାଇଥିବା ଗୋଷ୍ଠୀ ସଂର୍ଘଷ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ‘ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି’, ଆଇ.ସି.ପି । ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ ଏହି ମର୍ମରେ ରାଜ୍ୟର ଗୃହ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା ଦାବୀ କରିଛନ୍ତି ।
Live Share Market




