ଆଞ୍ଚଳିକ
-
ଦାନଗଦିଠାରେ ଯାଜପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଂଟନ
ଦାନଗଦି,୨୩/୨: ସ୍ଥାନୀୟ ‘ଦାନଗଦି ଭବନ’ଠାରେ ଆଜି ତା.୨୩/୦୨/୨୦୨୪ରିଖ ଶୁକ୍ରବାର ପୂର୍ବାହ୍ନରେ ଯାଜପୁରରୋଡ଼ ସ୍ଥିତ ଯାଜପୁର ଜିଲ୍ଲା ଶ୍ରମ ଓ ଇଏସଆଇ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ…
Read More » -
କାର୍ଯ୍ୟକ୍ଷେତ୍ରରେ ଯୈାନ ନିିର୍ଜାତନା ପ୍ରତିରୋଧ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ
ଯାଜପୁର,୨୩/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଏକତ୍ରିତ ସେବା ମନୋଭାବ ନେଇ କାର୍ଯ୍ୟ କଲେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବେସରକାରୀ କାର୍ଯ୍ୟାଳୟ, ସ୍ୱେଚ୍ଚ୍ଥାସେବୀ ସଂଗଠନ, ବିଭିନ୍ନ…
Read More » -
ପଟ୍ଟା ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
ଯାଜପୁର,୨୧/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ କେନ୍ଦ୍ରାପଡା ଜିଲ୍ଳ୍ା ଗସ୍ତ ସମୟରେ ସିକିମ ସତ୍ୱ ସମସ୍ୟାର ସ୍ଥାୟୀ ସମାଧାନ…
Read More » -
ଭାରତୀୟ ଜନତା ପାର୍ଟି( ବିଜେପି )କୁ ଗଣତନ୍ତ୍ରର ହତ୍ୟାକାରୀ ବୋଲି କହିଲା ଆଇ.ସି.ପି
ବ୍ୟାସନଗର,୨୦/୦୨(ଉ. ନ୍ୟୁଜ୍ ବ୍ୟୁରୋ): ରାଜନୈତିକ ଦଳ ଗୁଡିକ ପାଇଁ ଅନୁଦାନ ସଂଗ୍ରହ ନିମନ୍ତେ ବିଜେପି ନରେନ୍ଦ୍ର ମୋଦି ସରକାର କରିଥିବା ନିର୍ବାଚନ ବଣ୍ଡ( ଇଲେକ୍ଟୋରାଲ ବଣ୍ଡ) ଯୋଜନାକୁ…
Read More » -
‘ଉଦୟବଟ’ର ପ୍ରସାରଣ ଅଧିକାରୀଙ୍କ ମାତୃ ବିୟୋଗ
ବ୍ୟାସନଗର,୧୯/୨(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୌର ପରିଷଦ (ଯାଜପୁରରୋଡ଼) ସ୍ଥିତ ୨ ନମ୍ବର ୱାର୍ଡ଼ରେ ବସବାସ କରୁଥିବା ଧର୍ମ ପରାୟଣା ମହିଳା ସୁମତୀ ବାରିକଙ୍କର ଗତକାଲି(ସୋମବାର) ରାତ୍ରି…
Read More » -
ଦୁଃଖର ପାହାଡ ତଳେ ଚାପି ହୋଇ ଯାଇଥିବା ପରିବାର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ନିବେଦନ
ଯାଜପୁର,୨୦/୦୨(ଉ. ନ୍ୟୁଜ୍ ବ୍ୟୁରୋ): ବିଜୁ ଜନତା ଦଳ ସରକାର ଦୁଃଖୀ ମଣିଷର ବଳ । ଦଃୁଖୀ ମଣିଷଙ୍କ ନିକଟରେ ଉଭୟ ପ୍ରଶାସନ ଓ ଜନପ୍ରତିନିଧି ପହଂଚି ତାଙ୍କର…
Read More » -
‘ଫେରୋକ୍ରୋମ ପ୍ଲାଂଟ’ର ପୂର୍ବତନ ଏମ.ଡି ବାବାଜୀ ଚରଣ ସାହୁଙ୍କ ପରଲୋକ
ବ୍ୟାସନଗର,୧୯/୨(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦ (ଯାଜପୁରରୋଡ଼) ସ୍ଥିତ ଓଡ଼ିଶା ଖଣି ନିଗମ (ଓଏମସି) ଅଧିକୃତ “ଫେରୋକ୍ରୋମ କାରଖାନା” ତଥା ତତ୍କାଳୀନ ‘ଇଡ଼କଲ ଫେରୋକ୍ରୋମ ଆଣ୍ଡ…
Read More » -
‘ଫେରୋକ୍ରୋମ ପ୍ଲାଂଟ’ରେ ୭୫ତମ ଜନରାଜ୍ୟ ଦିବସ ପାଳିତ
ବ୍ୟାସନଗର,୨୯/୧(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦ (ଯାଜପୁରରୋଡ଼) ସ୍ଥିତ ଓଡ଼ିଶା ଖଣି ନିଗମ (ଓଏମସି) ଅଧିକୃତ “ଫେରୋକ୍ରୋମ କାରଖାନା”ରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ…
Read More » -
ବଡ଼ବିରୁଆଁ ଗାଁରେ ଜିଲ୍ଲାସ୍ତରୀୟ ପାଲା ବୈଠକ ଅନୁଷ୍ଠିତ
ବଡ଼ବିରୁଆଁ : ଆଜି 19 ତାରିଖ ଦିନ ବଡ଼ବିରୁଆଁପାଲା କମିଟି ଆନୁକୂଲ୍ୟରେ କମିଟିର ସଭାପତି ଭଗବାନ ମହାପାତ୍ରଙ୍କ ଆବାହକରେ ବଡ଼ବିରୁଆଁ ପାଲା ମଣ୍ଡପ ପରିସରରେ ଆଞ୍ଚଳିକ ପାଲା…
Read More » -
ଆଭାସୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଳ୍ାକୁ ଲକ୍ଷ୍ମୀ ବସ୍ ଯୋଜନା ଲୋକାର୍ପଣ କଲେ
ଯାଜପୁର,୧୭/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଳ୍ା ପରିଦର୍ଶନ ସମୟରେ ଗ୍ରାମାଂଚଳରେ ମା’ ମାନେ କିଭଳ ଅଧିକରୁ ଅଧିକ ସଂଚୟ…
Read More »