ଶିକ୍ଷା
-
ଉଚ୍ଚ ଶିକ୍ଷା ଲାଭ କଲେ ଶିକ୍ଷାବିତ୍ ପ୍ରବୀଣା ପ୍ରିୟଦର୍ଶିନୀ ବେହେରା
କଟକ: ଧର୍ମପ୍ରାଣା ମହିଳା ପ୍ରବୀଣା ପ୍ରିୟଦର୍ଶିନୀ ବେହେରା, ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏଜୁକେଶନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ଃ ଲଷ୍ମୀଧର ବେହେରାଙ୍କ ତତ୍ତ୍ୱାବଧାନରେ “TEACHING EFFICIENCY,…
Read More » -
କୁଆଖିଆ ଠାରେ “ଏସ.ପି ନନ୍ଦ ପାଠାଗାର”ର ୨୩ତମ ବାର୍ଷିକୋତ୍ସବ ଓ ଗୁରୁ ଦିବସ ପାଳିତ
ଋସୁଲପୁର,୦୭/୦୯(ପଦ୍ମଲୋଚନ ନାୟକଙ୍କ ଠାରୁ୍): ସ୍ଥାନୀୟ କୁଆଖିଆ ବଜାର ସ୍ଥିତ ‘କୀର୍ତି ପ୍ୟାଲେସ’ ଠାରେ ଗତ କାଲି ସନ୍ଧ୍ୟାରେ ବ୍ୟାସନଗର ପୈାର ପରିଷଦ ସ୍ଥିତ ‘ଉଦୟବଟ’ ପରିଚାଳିତ ଏସ.…
Read More » -
ଶଶୀ ସାରଙ୍କ ତୃତୀୟ ବାର୍ଷିକୀ ଶ୍ରାଦ୍ଧ ଓ ସ୍ମୃତି ଚାରଣ ସଭା
ଯାଜପୁର, ୧୮/୦୮/୨୦୨୨: ଯାଜପୁର ଜିଲ୍ଲା ସ୍କୁଲର ପ୍ରାକ୍ତନ ଶିକ୍ଷକ ସ୍ୱର୍ଗତ ଶଶୀ ଭୂଷଣ ନନ୍ଦଙ୍କର ତୃତୀୟ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ଓ ସ୍ମୃତି ଚାରଣ ସଭା, ପଣସା…
Read More » -
ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଯାଜପୁରରେ ଚିତ୍ରକଳା ଶିବିର, ଅଂଶଗ୍ରହଣ କଲେ ରାଜ୍ୟର ୨୦ ଜଣ ଚିତ୍ରଶିଳ୍ପୀ
ଯାଜପୁର: ଓଡ଼ିଶା ଲଳିତ କଳା ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଯାଜପୁରର ସଂସ୍କୃତି ଭବନ ଠାରେ ଆୟୋଜିତ ମେଘ ଉତ୍ସବ…
Read More » -
ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ -ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ
ଭୁବନେଶ୍ୱର ; ୧୧/୦୮ (ଜ୍ୟୋତି ରଞ୍ଜନ ଙ୍କ ଠାରୁ ) : ବଦଳିଲା ନିଷ୍ପତ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ…
Read More » -
ମାଟ୍ରିକ ଟପରଙ୍କୁ ଯାଜପୁର ଜିଲ୍ଲା ପ୍ରଶାସନ ତରପଂରୁ ସମ୍ୱର୍ଦ୍ଧନା
ଯାଜପୁର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ସପଂଳତା ହାସଲ କରିଥିବା ୩ ଜଣ ପ୍ରତିଭାବାନ ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରପଂରୁ ସମ୍ୱର୍ଦ୍ଧିତ କରାଯାଇଚ୍ଥି…
Read More » -
ମାଉଣ୍ଟ ଲିଟେରା ଜି ସ୍କୁଲର ଛାତ୍ର ଅଭିଳାଷ ପଣ୍ଡାଙ୍କ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ(NDA) ଏବଂ ନାଇଜର(NISER) ପ୍ରବେଶିକା ପରୀକ୍ଷାରେ ସଫଳତା
ବ୍ୟାସନଗର; ୧୫/୦୭(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ମାଉଣ୍ଟ ଲିଟେରା ଜି ସ୍କୁଲର ଛାତ୍ର ଅଭିଳାଷ ପଣ୍ଡା ବିଦ୍ୟାଳୟ ତଥା…
Read More » -
ମାଉଣ୍ଟ ଲିଟେରା ଜି ସ୍କୁଲର ତିନି ଜଣ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସ୍ଥରରେ ସଫଳତା
ବ୍ୟାସନଗର; ୧୫/୦୭(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ମାଉଣ୍ଟ ଲିଟେରା ଜି ସ୍କୁଲର ତିନି ଜଣ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସ୍ଥରରେ…
Read More » -
ଏଜେନ୍ସି ମାଧ୍ୟମରେ ଭିନ୍ନକ୍ଷମଙ୍କ ପାଇଁ ଦକ୍ଷତା ବିକାଶ ତାଲିମ
ଯାଜପୁର, ୮ା୭: ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭିନ୍ନକ୍ଷମ ମାନଙ୍କର ଜୀବିକା ଓ ସେମାନଙ୍କୁ ରୋଜଗାରକ୍ଷମ ଏବଂ ଆତ୍ମ ନିର୍ଭରଶୀଳ କରିବାର ଲକ୍ଷ୍ୟ…
Read More » -
ଆମେରିକାରେ ଆକାଶ ଦାସନାୟକଙ୍କ କାର୍ଯ୍ୟକ୍ରମ
ବ୍ୟାସନଗର, ୦୮/୦୭: ଓଡିଶାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକର ସାମଗ୍ରିକ ବିକାଶ ପାଇଁ ଏକ ଅଭିନବ ପ୍ଲାଟଫର୍ମ ହେଉଛି ‘ମୋ କଲେଜ’ ଅଭିଯାନ । ମୁଖ୍ୟମନ୍ତ୍ରୀ ନବୀନ…
Read More »