ସ୍ବାସ୍ଥ୍ୟ
-
ଅଂଶୁଘାତର ମୁକାବିଲା ପାଇଁ ପ୍ରତ୍ୟେକ ଉତରଦାୟୀ ଭାବେ କାର୍ଯ୍ୟ କରନ୍ତୁ: ଯାଜପୁର ଜିଲ୍ଲାପାଳ
ଯାଜପୁର, ୧୪ା୩ : ଗ୍ରୀଷ୍ମ ଋତୁରେ ଅଂଶୁଘାତ ଓ ପ୍ରଚଣ୍ଡ ରୈାଦ୍ରତାପର ମୁକାବିଲା ଏକ ସାମୁହିôକ ଦାୟିତ୍ୱ । ବ୍ୟାପକ ଜନ ସଚେତନତା ଓ ବିଭିନ୍ନ ବିଭାଗର…
Read More » -
ଜଳେଶ୍ୱର ଜଗନ୍ନାଥ ଡିଗ୍ରୀ କଲେଜରେ ହେଲ୍ପ୍ ଫର ୟୁ ଫାଉନ୍ଡେସନ୍ ତରଫରୁ ରକ୍ତ ଦାନ ଶିବିର
ବାଲେଶ୍ୱର/ଜଳେଶ୍ୱର; ୦୯/୦୩ ( ବ୍ରଜ ଗୋପାଳ ସେନଙ୍କ ଠାରୁ): ଜଳେଶ୍ୱର ଜଗନ୍ନାଥ ଡିଗ୍ରୀ କଲେଜରେ ହେଲ୍ପ୍ ଫର ୟୁ ଫାଉନ୍ଡେସନ୍ ତରଫରୁ ଏକ ରକ୍ତ ଦାନ…
Read More » -
ମୋ ପରିବାର ଏବଂ ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ରକ୍ତ ଦାନ ଶିବିର
କଟକ, (ସନ୍ତୋଷ ରଥଙ୍କ ଠାରୁ): ଆଜି ଓଡିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ସଭାପତି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ କଟକ ମହାନଗର ବିଜୁ…
Read More » -
କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିତୀୟ ପର୍ଯ୍ୟାୟ ଟୀକାଦାନ ସମାପିତ
କଟକ: କଟକ ସଦର ବ୍ଲକ କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଦିତୀୟ ପର୍ଯ୍ୟାୟ କରୋନା ଟୀକାଦାନ କାର୍ଯ୍ୟକ୍ରମର ପ୍ରଥମ ଦିବସ ଓ ଦିତୀୟ ଦିବସ ଦୁଇ ଦିନରେ…
Read More » -
ଯାଜପୁର ଜିଲ୍ଲା ବ୍ୟାସନଗରରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ କୋରେନା ନିରାକରଣ ପାଇଁ ଟିକାକରଣ କାର୍ଯ୍ୟକ୍ରମ
ଯାଜପୁରରୋଡ଼;୨୪/୦୨:(ଶୁଭେନ୍ଦୁ ନାୟକଙ୍କ ଠାରୁ) ଜିଲ୍ଲାରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ କୋରେନା ନିରାକରଣ ପାଇଁ ଟିକାକରଣ କାର୍ଯ୍ୟକ୍ରମ । ଏହି କ୍ରମରେ ଆଜି ଜିଲ୍କାର ବ୍ୟାସନଗର ପୌରପରିଷଦ…
Read More » -
କରୋନା କଟକଣାକୁ କଡାକଡି ଅନୁପାଳନ ପାଇଁ ଜିଲ୍ଳ୍ାପାଳଙ୍କ ପରାମର୍ଶ
ଯାଜପୁର, ୨୪ା୨ : କରୋନାର ପ୍ରକୋପ କମିଥିଲେ ମଧ୍ୟ କରୋନା ସମ୍ପୂର୍ଣ୍ଣ କମିନାହିଁ । ତେଣୁ ଜିଲ୍ଳ୍ାର ପ୍ରତ୍ୟେକ ବ୍ୟକ୍ତି କରୋନା କଟକଣା ଓ ସରକାରୀ ମାର୍ଗ…
Read More » -
ସହିଦ ହେଇଥିବା ଚାଳିଶ ଯବାନ ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ
ବାଲେଶ୍ୱର/ଜଳେଶ୍ୱର;୧୫/୦୨(ବ୍ରଜଗୋପାଳ ସେନଙ୍କ ଠାରୁ) ଗତ କାଲି ମେ ଆଇ ହେଲ୍ପ ୟୁ ମୋ ପରିବାର ସାମାଜିକ ସଂଗଠନ ତରଫରୁ ଜଳେଶ୍ୱର ଖୁଆଡ଼ ପଞ୍ଚାୟତ ରେ ସରକାରୀ ଉଚ୍ଚ…
Read More » -
କେନ୍ଦ୍ରାପଡ଼ା ଜିଲ୍ଲାରେ କୋଭିଡ-୧୯ ବିଜୟ ମହାଅଭିଯାନର ଶୁଭାରମ୍ଭ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ କୋଭିଡ-୧୯ ବିଜୟ ମହାଅଭିଯାନର ଶୁଭାରମ୍ଭ, ପ୍ରଥମ ଟୀକା ନେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କିଶୋର ଚନ୍ଦ୍ର ମିଶ୍ର, ପାଖରେ ଅଛନ୍ତି…
Read More » -
ଯାଜପୁରରେ କରୋନା ଟୀକାକରଣ ଆରମ୍ଭ
ଯାଜପୁର, ୧୬/୦୧: ଯାଜପୁର ଜିଲ୍ଲାର ୫ଟି କେନ୍ଦ୍ର ଯଥା-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଡଚଣା, ଯାଜପୁରରୋଡ, ଦଶରଥପୁର ଓ ମଧୁବନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାରଠାରୁ ପ୍ରଥମ ପର୍ଯ୍ୟାୟ…
Read More » -
ଆମ ଓଡ଼ିଶା ରକ୍ତଦାନ ଅଭିଯାନରେ ବି କେ ହାଇସ୍କୁଲ ଛାତ୍ରସଂଘ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ
ହାଟଡ଼ିହି ; ୦୩/୦୧ : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଳକ ସୋସୋ ପଞ୍ଚାୟତ ବି କେ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ ଶିବିର। ସୂଚନାନୁଯାୟୀ…
Read More »