ଜଳେଶ୍ୱର ଜଗନ୍ନାଥ ଡିଗ୍ରୀ କଲେଜରେ ହେଲ୍ପ୍ ଫର ୟୁ ଫାଉନ୍ଡେସନ୍ ତରଫରୁ ରକ୍ତ ଦାନ ଶିବିର
ବାଲେଶ୍ୱର/ଜଳେଶ୍ୱର; ୦୯/୦୩ ( ବ୍ରଜ ଗୋପାଳ ସେନଙ୍କ ଠାରୁ): ଜଳେଶ୍ୱର ଜଗନ୍ନାଥ ଡିଗ୍ରୀ କଲେଜରେ ହେଲ୍ପ୍ ଫର ୟୁ ଫାଉନ୍ଡେସନ୍ ତରଫରୁ ଏକ ରକ୍ତ ଦାନ ଶିବିର ଆୟୁଜିତ ହୋଇଯାଇଛି । ଏହି ରକ୍ତଦନ ଶିବିରକୁ ଜଗନ୍ନାଥ ଡିଗ୍ରୀ କଲେଜର ଅଧ୍ୟ୍ୟାପିକା ଜ୍ୟୋସ୍ନା ରାଣୀ ଘୋଷ ଉଦ୍ଘାଟନ କରିଥିଲେ ଏବଂ ଉପସ୍ତିତ ଥିବା ସରୋଜ କୁମାର ମହାନ୍ତି, ଶ୍ରବଣ କୁମାର ଦାସ, ଅଶୋକ କୁମାର ପଣ୍ଡା ଓ ହେଲ୍ପ ଫାଉଣ୍ଡେସନ ପରିବାରର ସହଯୋଗରେ ୭୧ ୟୁନିଟ ରକ୍ତ ସଂଗ୍ରହ କରିପାରିଥିବାରୁ ହେଲ୍ପ ଫର ୟୁ ଫାଉଣ୍ଡେସନ ପରିବାର ତରଫରୁ ସମସ୍ତଂକୁ ଧନ୍ୟବାଦ୍ ଜଣେଇଥିଲେ ଓ ଶେଷରେ ରକ୍ତ ଦାନ ମହାପୁଣ୍ୟ ତଥା ରକ୍ତ ଆଉ କାହାର ଜୀବନ ବଞ୍ଚେଇବାରେ ସାହାର୍ଯ୍ୟ କରିପାରିବ ବୋଲି ବକ୍ତବ୍ୟରେ କହିଥିଲେ।
Live Share Market