DUSHMANTA KUMAR ROUT
-
ଆଞ୍ଚଳିକ
‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ର ୦୯ମ ବାର୍ଷିକୋତ୍ସବ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଦନା
ବ୍ୟାସନଗର,୨୫/୦୫(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ର ୦୯ମ ବାର୍ଷିକୋତ୍ସବ ଆଜି ପୂର୍ବାହ୍ନରେ ସ୍ଥାନୀୟ ଚୋରଦା ସ୍ଥିତ ମଂଚ କାର୍ଯ୍ୟାଳୟରେ ମଂଚର ସଭାପତି ଶିକ୍ଷାବିତ୍…
Read More » -
ଆଞ୍ଚଳିକ
ସାପଗଡିଆରେ ବ୍ୟାସନଗର ପୈାର ପରିଷଦ ପକ୍ଷରୁ “ଜାଗା ସଂର୍ପକ” କାର୍ଯ୍ୟକ୍ରମ
ବ୍ୟାସନଗର, ୨୩/୦୫ (ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାର ପରିଷଦ ତରଫରୁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ୫-ଟି ଯୋଜନାର ଅର୍ନ୍ତଗତ ବସ୍ତିବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ‘ଜାଗା ସଂର୍ପକ’…
Read More » -
ଆଞ୍ଚଳିକ
ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ
ପାରାଦୀପ, (ଚକ୍ରଧର ଦାଶଙ୍କ ଠାରୁ), ୦୨/୦୫: ଜଗତସିଂହପୁର ଜିଲ୍ଲାର ପାରାଦୀପ ଅଞ୍ଚଳରେ ଥିବା ଅଭୟଚାନ୍ଦପୁର ଥାନାରେ ଏପ୍ରିଲ ୩୦ ତାରିଖ ଶନିବାର ରାତିରେ ଜଣେ ଯୁବକର ସନ୍ଦେହ…
Read More » -
ତାଜା ଖବର
ଯାଜପୁର ପୂର୍ତ ବିଭାଗର ଖାମଖିଆଲି ନୀତି, ବହୁ ସ୍ଥାନରେ ନିମ୍ନମାନର କାମ; ଲୋକେ ଅତିଷ୍ଠ
ବ୍ୟାସନଗର,(ଉଦୟବଟ ନ୍ୟୁଜ ବ୍ୟୁରୋ), ୩୦/୦୪: ବର୍ତମାନ ବିଭିନ୍ନ ଇଂଜିନିୟରିଂ ବିଭାଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଆମ ରାଜ୍ୟରେ ବିକାଶର ଧାରା ବଜାୟ ରହିଛି ବୋଲି…
Read More » -
ଆଞ୍ଚଳିକ
ବ୍ୟାସନଗରର ଯୋଡାବର ସେପ୍ଟେଜ୍ ଟ୍ରିଟ୍ମେଂଟ ପ୍ଲାଂଟ ନିର୍ମାଣ କାର୍ଯ୍ୟର ସମୀକ୍ଷା
ବ୍ୟାସନଗର,୧୫/୦୧(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ସ୍ଥାନୀୟ ବ୍ୟାସନଗର ପୈାରାଂଚଳ ଅର୍ନ୍ତଗତ ଯୋଡାବର ସ୍ଥିତ ଏମ୍.ସି.ସି ପ୍ଲାଂଟ ପରିସରରେ ୦୨ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟରେ…
Read More » -
ଆଞ୍ଚଳିକ
ଯାଜପୁରରେ କୋଭିଡ କଟକଣା ମଧ୍ୟରେ ପାଳିତ ହେବ ୭୩ତମ ସାଧାରଣତନ୍ତ୍ର ଦିବସ
ଯାଜପୁର: ଯାଜପୁର ଜିଲ୍ଳ୍ା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ଜିଲ୍ଳ୍ା ସ୍କୁଲ ପଡିଆଠାରେ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ ବୋଲି ସ୍ଥିର କରାଯାଇଚ୍ଥି । ଗୁରୁବାର…
Read More » -
ଆଞ୍ଚଳିକ
ଆଇ.ଟି.ଆଇ. ଶିକ୍ଷା ନବୀଶଙ୍କୁ ସାର୍ଟିପିଂକେଟ ପ୍ରଦାନ
ଯାଜପୁର, ୮ା୧: ଦକ୍ଷତାର ବିକାଶ ଯେ କୈାଣସି ରାଷ୍ଟ୍ରକୁ ମଜବୁତ କରିଥାଏ ବୋଲି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆହ୍ୱାନ ଦେଇଚ୍ଥନ୍ତି । ଗତ କାଲି…
Read More » -
ଆଞ୍ଚଳିକ
ଝାଡେଶ୍ୱର ଜୁନିୟର କଲେଜ ଇକୋ କ୍ଲବର ଆଲୋଚନାଚକ୍ର ଓ ପୁରସ୍କାର ବିତରଣ ଉତ୍ସବ
ଦାନଗଦି,୧୫/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଟୋଲକାନି ସ୍ଥିତ ‘ଝାଡେଶ୍ୱର ଜୁନିୟର କଲେଜ’ର ‘ଇକୋ କ୍ଲବ’ ଆନୁକୂଲ୍ୟରେ “ପରିବେଶ ସୁରକ୍ଷାରେ ଆମର ଦାୟିତ୍ୱ” ସଂର୍ପକରେ…
Read More » -
ଆଞ୍ଚଳିକ
ଶିଶୁ ସାହିତିକା ବ୍ରଜେଶ୍ବରୀ ସିଂହ ସମ୍ବର୍ଦ୍ଧିତ
ବ୍ୟାସନଗର: ଯାଜପୁର ଜିଲ୍ଲାର ବିଶିଷ୍ଠ ଶିଶୁ ସାହିତ୍ୟିକl ତଥା ସଂପାଦିକା ବ୍ରଜେଶ୍ବରୀ ସିଂହଙ୍କୁ ଜଗନ୍ନାଥ ସାହିତ୍ୟ ପରିଷଦ, ଖୋର୍ଦ୍ଧା ତରଫରୁ ” କୁନ୍ତଳା କୁମାରୀ କବିତା ସମ୍ମାନ”ରେ…
Read More » -
ଆଞ୍ଚଳିକ
ପଟୁଣିଆର ବର୍ଷିୟାନ ଧାର୍ମିକ ବ୍ୟକ୍ତି ଭଗବାନ ରାଉତଙ୍କ ପରଲୋକ
ଧର୍ମଶାଳା, ୪ା୧୨: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତର ପଟୁଣିଆ ଗ୍ରାମର ବର୍ଷିୟାନ ଧାର୍ମିକ ବ୍ୟକ୍ତି ଭଗବାନ ରାଉତଙ୍କ ୯୮ବର୍ଷ ବୟସରେ ଆଜି ଶନିବାର ପୂର୍ବାହ୍ନରେ…
Read More »