ବରିଷ୍ଠ କଳାକାର, ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶଳା ବୁଢ଼ାର ନାୟକ ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗ
ଯାଜପୁର,(ସନ୍ତୋଷ ରଥଙ୍କ ଠାରୁ): ବରିଷ୍ଠ ସମ୍ବଲପୁର କଳାକାର, ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶଳା ବୁଢ଼ାର ନାୟକ ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗରେ ଓଡିଶା ସିନେ କ୍ରିଟିକ ଆସୋସିଏସନର ସଭାପତି ପ୍ରଦୋଷ ପଟ୍ଟନାୟକ ସମ୍ପାଦକ ଦିଲୀପ ହାଲି, ପ୍ରଯୋଜକ ଲୁଟୁ ମହାନ୍ତି, ଶ୍ରୀଧର ମାର୍ଥା,ଅତିଶ ରାଉତ, ରବିନ୍ଦ୍ର ନାଥ ପଣ୍ଡା, ରମେଶ ବାରିକ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଲେଖକ ରଜନୀ ରଞ୍ଜନ, ସାମ୍ବାଦିକ ପ୍ରଶାନ୍ତ ପାଇକରାୟ, ଶୁଭ୍ର ବାବୁ ସମାଜ ସେବୀ ରବିନ୍ଦ୍ର ବିଶ୍ଵାଳ, ଆର୍ଟିସ୍ଟ ସମୀର ରାଉତ, ପ୍ରମୂଖ ଗଭୀର ଶୋକ ବ୍ୟକ୍ତ କରି ଅଛନ୍ତି। ତାଙ୍କର ମୃତ୍ୟୁ ଓଡିଶା ପାଇଁ ବଡ଼ କ୍ଷତି ଏହା ସମସ୍ତଙ୍କୁ ବହୁତ୍ ଦୁଃଖ ଦେଇଛି । ତାଙ୍କର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା ।
Live Share Market