
ଯାଜପୁରରୋଡ଼ ‘ଜେନ୍ୟୁନି ଅଟୋ ଇଲେକ୍ଟ୍ରିକାଲ୍ସ’ର ଉଚ୍ଚ କ୍ଷମତା ସଂପନ୍ନ ‘ଏକ୍ସାଇଡ଼’ ବ୍ୟାଟେରୀ ଓ ଇନଭରଟର
ବ୍ୟାସନଗର,୨୭/୦୮(ଉ.ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳର ମୁଖଶାଳା ତଥା ବ୍ୟବସାୟିକ ପ୍ରାଣ କେନ୍ଦ୍ର ଯାଜପୁରରୋଡ ସହରର ବହୁ ପ୍ରତିଷ୍ଠିତ ତଥା ନିର୍ଭରଯୋଗ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ‘ଜେନ୍ୟୁନି ଅଟୋ ଇଲେକ୍ଟ୍ରିକାଲ୍ସ’ର ନୂଆ ଯୋଜନା ଆଗାମୀ ପୂଜା ବଜାରରେ ଭଲ ବ୍ୟବସାୟ କରିବାର ଆଶା କରାଯାଉଛି । ନୂଆ ରୂପରେ ‘ଏକ୍ସାଇଡ଼’ କମ୍ପାନୀର ‘ଇନଭରଟର’ ସାଙ୍ଗକୁ ଉନ୍ନତ ମାନର ବ୍ୟାଟେରୀ ଏବେ ଦୋକାନରେ ଉପଲବ୍ଧ । ଏହା ଅପେକ୍ଷାକୃତ ଭଲ ‘ବ୍ୟାକ୍ ଅଫ’ ରଖିବା ସହ ମାଗଣାରେ ମରାମତି କରିବାର ଯୋଜନା ରଖିଛି । ଏହା ପୁଣି ‘ଇଏମଆଇ’ ଜରିଆରେ ଗ୍ରାହକମାନେ କିଣିବାର ସୁବିଧା ପାଇବେ ବୋଲି ସଂସ୍ଥାର ସତ୍ୱାଧିକାରୀ ସେକ୍ ଆହେତାସୁଦ୍ଦିନ (କାଲା ବାବୁ) ଜଣାଇଛନ୍ତି ।
Live Share Market




