ଚାଉଳିଆଗଞ୍ଜ ଥାନାର ନୂଆ ଥାନା ଅଧିକାରିଣୀ ଭାବେ ଇନ୍ସପେକ୍ଟର ରୀନା ମିଶ୍ର ଦାୟିତ୍ୱ ଗ୍ରହଣ

କଟକ(ସଙ୍ଗୀତା ମହାପାତ୍ରଙ୍କ ଠାରୁ): ଚାଉଳିଆଗଞ୍ଜ ଥାନାର ନୂଆ ଥାନା ଅଧିକାରିଣୀ ଭାବେ ଇନ୍ସପେକ୍ଟର ରୀନା ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଣେ ଦକ୍ଷ ଏବଂ କର୍ତ୍ତବ୍ୟନିଷ୍ଠ ପୁଲିସ ଅଧିକାରିଣୀ ଭାବେ ପରିଚିତ ରୀନା ମିଶ୍ରଙ୍କ ନିଯୁକ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଶା ଓ ଉତ୍ସାହ ଦେଖାଦେଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close