‘ଇମ୍ଫା’ ସହାୟତାରେ ଚୌଦ୍ୱାର ସହରରେ ଅପରାଧ ନିୟନ୍ତ୍ରଣ ରୋକିବାକୁ ଲାଗିଲା ୪୬ଟି ସିସିଟିଭି କ୍ୟାମେରା
କଟକ, (ବିଭୂତି ଭୂଷଣ ଜେନାଙ୍କ ଠାରୁ): କଟକ ଜିଲ୍ଲାର ଚୌଦ୍ୱାର ପୈାରପାଳିକା ଅଂଚଳରେ ଅପରାଧ ରୋକିବା ପାଇଁ ଆଜି ସହରର ୧୪-୧୫ଟି ପ୍ରମୁଖ ତଥା ସମ୍ବେଦନପୂର୍ଣ୍ଣ ସ୍ଥାନରେ ପ୍ରାଥମିକ ପର୍ଯ୍ୟାୟରେ ଲାଗିଛି ୪୬ଟି ସିସିଟିଭି କ୍ୟାମେରା । ଏଥିଲାଗି ଅଗ୍ରଣୀ ଖଣି ସଂସ୍ଥା ‘ଇମ୍ଫା’ର ‘ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍’ ସହଯୋଗର ହାତ ବଢ଼ାଇଛି । ଆଜି କଟକ ଡିସିପି ପିନାକ ମିଶ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ‘ଇମ୍ଫା’ର ବରିଷ୍ଠ ଉପ-ସଭାପତି ବିନୟ ଅଗ୍ରୱାଲ, ଚୌଦ୍ୱାର ପୈାରପାଳ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ବହୁ କାଉନସିଲର, ପୋଲିସ କର୍ମଚାରୀ, ‘ଇମ୍ଫା’ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ପୂଜା ବଜାରରେ ଏଗୁଡ଼ିକ ଚୋରୀ, ନାରୀ ରୋକିବାରେ ସହାୟକ ହେବ ବୋଲି କୁହାଯାଉଛି ।
Live Share Market
Tue, 21 Jan
+21°C
Wed, 22 Jan
+20°C
Thu, 23 Jan
+18°C
Fri, 24 Jan
+16°C
Sat, 25 Jan
+16°C
Sun, 26 Jan
+16°C
Mon, 27 Jan
+16°C
Tue, 21 Jan
+21°C
Wed, 22 Jan
+20°C
Thu, 23 Jan
+18°C
Fri, 24 Jan
+16°C
Sat, 25 Jan
+16°C
Sun, 26 Jan
+16°C
Mon, 27 Jan
+16°C