ସୁବିଧା/ଅସୁବିଧା
-
ପାଣିକୋଇଲି-ରଗଡ଼ି ଆର ଆଣ୍ଡ ବି ରାସ୍ତାର ଧନପୁର ବଙ୍କାଣୀ ତ୍ରୃଟି ସୁଧାରିବା ପାଇଁ ଦାବୀ
ପାଣିକୋଇଲି, ୧୮/୯ (ରାମଚନ୍ଦ୍ର ବାରିକଙ୍କ ଠାରୁ): ଯାଜପୁର ଜିଲ୍ଲାର ଆର ଆଣ୍ଡ ବି ବିଭାଗ ଏକଦା ସାରା ଓଡ଼ିଶାରେ କାମ ଦାମ ପାଇଁ ବେଶ ପରିଚୟ ସୃଷ୍ଟି…
Read More » -
ଧର୍ମଶାଳାର ବନ୍ୟାଚଂଳ ସମସ୍ୟା ନେଇ ବିଷୋଦଗାର କଲେ ସତୀଶ
ଯାଜପୁର,୧୭/୦୯: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ପଟୁଣିଆ, ପାଟପୁର, କୋତପୁର, ଅରେଇକଣା, ମିର୍ଜାପୁର, କଂଟିଗଡିଆ ଆଦି ବହୁ ପଂଚାୟତରେ ପ୍ରତି ବର୍ଷ ବନ୍ୟାରେ ବ୍ୟାପକ ଫସଲ ନଷ୍ଟ…
Read More » -
ଯାଜପୁରରୋଡ ତାଲୁକ ଆଇନସେବା ପ୍ରାଧିକରଣ ତରଫରୁ ‘ଆଇନସେବା ସଚେତନତା’ କାର୍ଯ୍ୟକ୍ରମ
ବ୍ୟାସନଗର, ୧୭/୯(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଯାଜପୁରରୋଡ ତାଲୁକ ଆଇନସେବା ପ୍ରାଧିକରଣ ତରଫରୁ ଆଜି ଶୁକ୍ରବାର ସକାଳେ ସ୍ଥାନୀୟ ୨୪ନଂ. ୱାର୍ଡ଼ର ମୁଣ୍ଡମାଳ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଥିବା…
Read More » -
ଜାତୀୟ ରାଜପଥ ନେଇ ଜୀବନ ସହ ଖେଳ: ୨୪ ଘଂଟାରେ ବଦଳିଗଲା ନିଷ୍ପତି
ଯାଜପୁର,୧୫/୦୯(ଉ.ନ୍ୟୁଜ୍ ବ୍ୟୁରୋ): ଚଣ୍ଡୀଖୋଲ-ଡୁବୁରୀ ୫୭ ନଂବର ଜାତୀୟ ରାଜପଥରେ ଲୋକେ ଯାତାୟତ କଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥାନ୍ତି । ହେଲେ ଏବେ ଏହିି…
Read More » -
ବେପରୁଆ ନିର୍ମାଣ ଓ ଦୁର୍ନିତି ପାଇଁ ଚଣ୍ଡୀଖୋଲ-ଡୁବୁରୀ ରାସ୍ତା ନଦୀରେ ପରିଣତ
ଯାଜପୁର,୧୫/୦୯,(ଉ.ନ୍ୟୁଜ୍ ବ୍ୟୁରୋ): ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥ ନିର୍ମାଣକାରୀ ଠିକା ସଂସ୍ଥା ରାସ୍ତା ନିର୍ମାଣ ନାମରେ ମନୋମୁଖୀ କାର୍ଯ୍ୟ ଚଳାଇଥିବା ସହ ଏହି ରାସ୍ତା ନିର୍ମାଣରେ ଦୁର୍ନିତି ସମସ୍ତ…
Read More » -
କୋରେଇ, ରସୁଲପୁର, ଦାନଗଦି, ସୁକିନ୍ଦା ବ୍ଲକ ସ୍ତରୀୟ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଜରୁରୀ ବୈଠକ
ବ୍ୟାସନଗର, ୧୨/୦୯(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ମିଳିତ ସହଯୋଗରେ ‘ଯାଜପୁର ଜିଲ୍ଲା ମିଳିତ କଳା, କ୍ରୀଡ଼ା ଶିକ୍ଷକ…
Read More » -
ଯାଜପୁରରୋଡ ‘ଜେନ୍ୟୁନି ଅଟୋ ଇଲେକ୍ଟ୍ରିକାଲ୍ସ’ର ଲିମିଟେଡ ଅଫର
ବ୍ୟାସନଗର: ଯାଜପୁରୋତର ଚୋରଦା ବାଇପାସ-ନହକାଛକ ମେନରୋଡରେ ଅବସ୍ଥିତ ନିର୍ଭରଯୋଗ୍ୟ ଇନଭର୍ଟର ଓ ବ୍ୟାଟେରୀ ବିକ୍ରେତା ‘ଜେନ୍ୟୁନି ଅଟୋ ଇଲେକ୍ଟ୍ରିକାଲ୍ସ’ ଗ୍ରାହକମାନଙ୍କୁ ବିଭିନ୍ନ ସୁବିଧା ଦେଇ ଆସୁଥିବା ସହ…
Read More » -
ପାର୍ବଣ ଋତୁରେ ବାଣ ପୁଂଟା ଓ ମାଇକ ବ୍ୟବହାର ଉପରେ କଟକଣା
ଯାଜପୁର: ପରିବେଶ ସୁରକ୍ଷା ଓ ଶବ୍ଦ ପ୍ରଦୂଷଣକୁ ରୋକିବା ଉପରେ ମାନ୍ୟବର ସୁପ୍ରିମ କୋର୍ଟ ଗୁରୁତ୍ୱ ଦେଇଚ୍ଥନ୍ତି । ତେଣୁ ଆଗାମୀ ପାର୍ବଣ ଋତୁରେ ବାଣ ପୁଂଟା…
Read More » -
ଯାଜପୁର ପିଂଜିଓଥେରାପି ବିଭାଗ ସାଜିଚ୍ଥି ରୋଗୀଙ୍କ ପାଇଁ ବରଦାନ
ଯାଜପୁର, ୯ା୯: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟକ୍ଷମ ହୋଇଚ୍ଥି ସମନ୍ୱିତ ଭୈାତିକ ଚିକିତ୍ସା ବିଭାଗ ବା ଇଣ୍ଟିଗ୍ରେଟେଡ ପିଂଜିଓଥେରାପି ୟୁନିଟ (ଆଇପିୟୁ) । ସମଗ୍ର…
Read More » -
ଧର୍ମଶାଳାରେ ତେଜିଲା ଦପାନାଳ ଆନ୍ଦୋଳନ: ଗଢା ହେଲା ପୂର୍ଣ୍ଣାଙ୍ଗ ମଞ୍ଚ
ଧର୍ମଶାଳା,୦୯/୦୯(ସୁମନ କୁମାର ରାୟଙ୍କ ଠାରୁ): ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା କ୍ଷେତ୍ର ରସୁଲପୁର ବ୍ଲକ ଅନ୍ତର୍ଗତ ଦପାନାଳ ପ୍ରାୟ ଶତାଧିକ ଗ୍ରାମର ଜୀବନରେଖା ଭାବେ ପରିଚିତ ।…
Read More »