ସୁବିଧା/ଅସୁବିଧା
-
ଯାଜପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ
ଯାଜପୁର, ୧୨ା୧୦ : ମଲ୍ଲିକ ଜିଲ୍ଲା ପ୍ରଶାସନ, ଯାଜପୁର ଆନୁକୂଲ୍ୟରେ ଗତ କାଲି ମଙ୍ଗଳବାର ଅପରାହ୍ନରେ ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟ, ଯାଜପୁରଠାରେ ଆନ୍ତର୍ଜାତୀୟ ଶିଶୁ କନ୍ୟା…
Read More » -
ଯାଜପୁରରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ
ଯାଜପୁର, ୧୦ା୧୦(ଉ.ନ୍ୟୁଜ୍ ବ୍ୟୁରୋ): ଗତ କାଲି ସୋମବାର ପୂର୍ବାହ୍ନରେ ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।…
Read More » -
‘ସ୍ୱଚ୍ଛ ସର୍ବେକ୍ଷଣ-୨୦୨୨’ ଫଳାଫଳ: ଜାତୀୟ ସ୍ତରରେ ଓଡ଼ିଶା ୯ମ, ରାଜ୍ୟର ୫୦ହଜାର ଜନସଂଖ୍ୟା ସହର ମଧ୍ୟରେ ବ୍ୟାସନଗର ୧ମ ସ୍ଥାନରେ
ଭୁବନେଶ୍ୱର/ବ୍ୟାସନଗର, (ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ), ୦୭/୧୦: ସ୍ୱଚ୍ଛ ସର୍ବେକ୍ଷଣ-୨୦୨୨ର ଫଳାଫଳ ଗତ ତା. ୦୧.୧୦ ଶନିବାର ଘୋଷିତ ହୋଇଛି । ଫଳାଫଳ ଅନୁଯାୟୀ ଆମ ରାଜ୍ୟ…
Read More » -
ଯାଜପୁରରୋଡ଼ ‘ତାଲୁକ ଆଇନ ସେବା ପ୍ରାଧିକରଣ’ ତରଫରୁ ‘ବରିଷ୍ଠ ନାଗରିକ ଆଇନ ସଚେତନତା’ ଶିବିର
ବ୍ୟାସନଗର, (ଉ.ନ୍ୟୁଜ୍ ବ୍ୟୁରୋ), ୦୪/୧୦: ବରିଷ୍ଠ ନାଗରିକ ଦିବସ ଅବସରରେ ଯାଜପୁରରୋଡ଼ ‘ତାଲୁକ ଆଇନ ସେବା ପ୍ରାଧିକରଣ’ ତରଫରୁ ଗତ ତା.୦୧.୧୦.୨୦୨୨ ରିଖ ଶନିବାର ପୂର୍ବାହ୍ନରେ ସ୍ଥାନୀୟ…
Read More » -
ଟାଟା ଷ୍ଟିଲ କଳିଙ୍ଗନଗର କର୍ମଚାରୀଙ୍କ ପାଇଁ ସପ୍ଲାଏ ଚେନ୍ ଓ ଲଜିଷ୍ଟିକ୍ ମ୍ୟାନେଜମେଂଟ ଉପରେ ପାଠ୍ୟକ୍ରମର ସମାବର୍ତ୍ତନ ଉତ୍ସବ
କଳିଙ୍ଗନଗର, ସେପ୍ଟେମ୍ବର ୨୭, ୨୦୨୨: ଟାଟା ଷ୍ଟିଲ କଳିଙ୍ଗନଗରର ପ୍ଲଟ୍-୨ ହାଉସିଂ କମ୍ପେ୍ଲକ୍ସଠାରେ ମଙ୍ଗଳବାର ଦିନ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଇଲ ୱେଲଫେୟାର ଆଣ୍ଡ ବିଜସେନ୍ ମ୍ୟାନେଜମେଂଟ…
Read More » -
ଯାଜପୁରରୋଡ ଇଏସଆଇ ମୁଖ୍ୟ ଶାଖା ଅବହେଳିତ ଅବସ୍ଥାରେ, ଶାଖାର ଉନ୍ନତିକରଣ ପାଇଁ ନାହିଁ କାହାର ନଜର-କେମିତି ମିଳିବ ସେବା
ଯାଜପୁର/ବ୍ୟାସନଗର;୨୦/୦୯(ବ୍ୟୁରୋ): ଯାଜପୁରରୋଡ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇ) ମୁଖ୍ୟ ଶାଖା ଅବହେଳିତ ଅବସ୍ଥାରେ, ଶାଖାର ଉନ୍ନତିକରଣ ପାଇଁ କାହାର ନଜର ନାହିଁ । ଏ ନେଇ…
Read More » -
ରାଜ୍ୟ ମହିଳା ଆୟୋଗ ତରପଂରୁ ଯାଜପୁରରେ ଆଇନ ସଚେତନତା କାର୍ଯ୍ୟକ୍ରମ
ଯାଜପୁର, ୧୭ା୯ : ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଶନିବାର ପୂର୍ବାହ୍ନରେ ଯାଜପୁର ସ୍ଥିତ ‘ସଂସ୍କୃତି ଭବନ’…
Read More » -
ବ୍ୟାସନଗରରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ବ୍ୟାସନଗର, ୧୨.୦୯: ଆଜି ସୋମବାର ପୂର୍ବାହ୍ନରେ ବ୍ୟାସନଗର ପୌରପାଳିକା ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଜିଲ୍ଲାପାଳ…
Read More » -
ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାର। ଜିଲ୍ଳା ସ୍ତରୀୟ ବ୍ୟଙ୍ଗ ନାଟକ/ବକୃତା/ ପ୍ରବନ୍ଧ/ଚିତ୍ରାଙ୍କନ ପ୍ରତିଯୋଗିତା
ଯାଜପୁର: ଗତ ତା ୨୨.୦୮.୨୦୨୨ ରିଖ ସୋମବାର ଦିନ ଜିଲ୍ଳାଜଜ୍ ତଥା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାମଦୋର ରଥଙ୍କ ନିର୍ଦ୍ଦେଶକ୍ରମେ, ଯାଜପୁର ଜିଲ୍ଳା…
Read More » -
ଇଏସଆଇସିର ଆଂଚଳିକ ନିର୍ଦ୍ଦେଶକ ପି.ଏସ.ପଣ୍ଡାଙ୍କ ବଳିଷ୍ଠ ଉଦ୍ୟମରେ ସାକାର ହେଲା କଳିଙ୍ଗନଗରରେ ୧୦୦ ବେଡ୍ ବିଶିଷ୍ଟ ଇଏସଆଇ ମେଡିକାଲ
ଭୁବନେଶ୍ୱର, ୨୫/୦୮(ଉ.ନ୍ୟୁଜ୍ ବ୍ୟୁରୋ): ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଅର୍ନ୍ତଗତ ଓଡ଼ିଶା କ୍ଷେତ୍ରୀୟ ଇ.ଏସ.ଆଇ.ସି (ରାଜ୍ୟ କର୍ମଚାରୀ ବୀମା)ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପାର୍ଥ…
Read More »