ସୁବିଧା/ଅସୁବିଧା
-
ଝୋଟି ବନ୍ଦାପନାରେ ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଯାଜପୁରରେ ୧୦ଟି ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ
ଯାଜପୁର, ୨୪ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଳ୍ା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ଗହଣରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ…
Read More » -
ଶିଶୁ ଶ୍ରମିକ ନିରାକରଣ ପାଇଁ ଯାଜପୁର ଜିଲ୍ଳା ସ୍ତରୀୟ କାର୍ଯ୍ୟାନ୍ୱୟନ ଓ ସଚେତନତା ବୈଠକ
ଯାଜପୁର, ୨୩ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ଶୁକ୍ରବାର ଅପରାହ୍ନରେ ଜିଲ୍ଳା ପ୍ରଶାସନ ଏବଂ ଜିଲ୍ଳା ଶ୍ରମ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ…
Read More » -
ଯାଜପୁରର ଗୈାତମ ବୁଦ୍ଧ ସଂସ୍କୃତି ଭବନ ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଯାଜପୁର, ୨୧ା୦୬(ଉ. ନ୍ୟୁଜ୍ ବ୍ୟୁରୋ) : ଆଜି ବୁଧବାର ଜୁନ୍ ୨୧ ତାରିଖ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରାତଃ ୬ ଘଟିକାରୁ ୭.୩୦ ମିନିଟ୍ ପର୍ଯ୍ୟନ୍ତ…
Read More » -
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଦିନିକିଆ ଯାଜପୁର ଜିଲ୍ଳା ଗସ୍ତ; ଗୋପାଳପୁର ଓ ଚକଗୋପାଳପୁର ବିରଜା ହସ୍ତତନ୍ତ କମ୍ପାନୀର ପରିଦର୍ଶନ
ଯାଜପୁର, ୧୬ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଗତ ବୁଧବାର ତା. ୧୪/୬ ପହିଲି ରଜ ପୂର୍ବାହ୍ନରେ ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏକ…
Read More » -
ଯାଜପୁରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିଭ୍ରମଣର ଶୁଭାରମ୍ଭ
ଯାଜପୁର, ୧୩ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିଭ୍ରମଣର ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟ ପ୍ରାଙ୍ଗଣରେ…
Read More » -
ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର କାର୍ଯ୍ୟାଳୟର ସମସ୍ତ ଅମଲାଙ୍କ ଶାନ୍ତିପୂର୍ଣ୍ଣ ସମୂହ ଧାରଣା
ଯାଜପୁରରୋଡ଼, ୧୩/୦୬(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚଙ୍କ ଆହ୍ବାନ କ୍ରମେ ଗତ ୧ ତାରିଖ ଠାରୁ ଯାଜପୁର ଜିଲ୍ଲା ଉପଖଣ୍ଡର ବାଣିଜ୍ୟ…
Read More » -
କୋରେଇ ପୂର୍ବକୋଟରେ ଖୋଲିଛି ‘ଇଣ୍ଡଷ୍ଟ୍ରିଆଲ ସେପ୍ଟି’ ପାଠ୍ୟକ୍ରମ
ରଗଡ଼ି: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅଧିନସ୍ଥ ରଗଡ଼ି ନିକଟବର୍ତୀ ପୂର୍ବକୋଟ ହାଟ ନିକଟରେ ଗତ ୨୫/୦୫/୨୦୨୩ରେ ଖୋଲିଛି “ଇଣ୍ଡଟେକ୍ ଏଜେୁକେସନ ଆଣ୍ଡ ଟେକ୍ନିକାଲ ଇନ୍ଷ୍ଟିଚ୍ୟୁଟ୍” ।…
Read More » -
ପୁଣି ଖୋଲିଲା ‘ଇଏସଆଇସି’ର ଆଉ ଏକ ଶାଖା; କ୍ଷେତ୍ରୀୟ ନିର୍ଦ୍ଦେଶକ ପି. ଏସ ପଣ୍ଡା କଲେ ବାରିପଦା ନୂତନ ଶାଖାର ଉଦ୍ଘାଟନ
ବାରିପଦା, ୧୦/୦୬(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ସୀମାନ୍ତ ଜିଲ୍ଲା ମୟୂରଭଂଜର ସଦରମହକୁମା ବାରିପଦରେ ଗତ ୦୮/୦୬ ଗୁରୁବାରରେ ଖୋଲିଛି କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଅଧିନସ୍ଥ ‘ରାଜ୍ୟ…
Read More » -
ସମ୍ଭାବ୍ୟ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟକୁ ସୁଚାରୁ ରୂପେ ମୁକାବିଲା ଓ ପରିଚାଳନା ପୂର୍ବକ ତାଲିମ ଓ ଅଭ୍ୟାସ ପ୍ରଦର୍ଶନଜନିତ ଜିଲ୍ଳ୍ା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର,୦୯ା୦୬ : ଆଜି ପୂର୍ବାହ୍ନରେ ଜିଲ୍ଳ୍ା ଜରୁରୀ ବିଭାଗ ଆନୁକୂଲ୍ୟରେ ଜିଲ୍ଳ୍ାପାଳଙ୍କ ଓସ୍ୱାନ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଳ୍ା୍ପାଳ (ରାଜସ୍ୱ) ଡଃ ଦିବ୍ୟ ଲୋଚନ ମହାନ୍ତଙ୍କ ଅଧ୍ୟକ୍ଷତାରେ…
Read More » -
ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ଦାବିପତ୍ର
ବ୍ୟାସନଗର ୦୯ /୬/୨୦୨୩(ଉ. ନ୍ୟୁଜ୍ ବ୍ୟୁରୋ): ଗତକାଲି ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଯାଜପୁର-କେନ୍ଦୁଝରରୋଡ ରେଳ ଷ୍ଟେସନ ସମ୍ମୁଖରେ ଏକ…
Read More »