ଆଞ୍ଚଳିକ
-
ମାହାଙ୍ଗା ସାଇବାବା ମନ୍ଦିରରେ ନୂତନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ; ତ୍ରିଦିବସୀୟ ଯଜ୍ଞର ପୂର୍ଣ୍ଣାହୁତି ସମ୍ପନ୍ନ
ମାହାଙ୍ଗା: ମାହାଙ୍ଗା ଜରିଆ ନଦୀ କୂଳରେ ଅବସ୍ଥିତ ସାଇବାବାଙ୍କ ମନ୍ଦିରରେ ଶ୍ରୀ ଶ୍ରୀ ଶିରିଡି ସାଇବାବାଙ୍କର ଏକ ମାର୍ବଲ ମୂର୍ତି ସ୍ଥାପନ କରାଯାଇ ପ୍ରାତଃ ସମୟରେ ସେଥ୍ôରେ…
Read More » -
କନ୍ଦରପୁର ମାଟିରେ ଡିଏସପି ସତ୍ୟଜିତ ଦାଶଙ୍କୁ ସରସ୍ୱତୀ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା
କଟକ: କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ଥାନା ଆଇଆଇସି ସତ୍ୟଜିତ ଦାଶ ପଦୋର୍ଣ୍ଣତି ପାଇ ଡିଏସପି ପଦବୀରେ ଅନ୍ୟତ୍ର ବଦଳି ହୋଇ ଯାଉଥିବା ଅବସରେ ସ୍ଥାନୀୟ…
Read More » -
ଯାଜପୁର ପୋଲିସର ଅଭିନବ ପ୍ରୟାସ; ବ୍ୟାସନଗର ଓ ଯାଜପୁର ପୋଲିସକୁ ଫୋନ କଲେ ଘରେ ପହଂଚାଇବେ ମେଡିସିନ
ବ୍ୟାସନଗର, ୧୦/୫(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଯାଜପୁର ଜିଲ୍ଲାରେ ଥିବା ୦୨ଟି ପୈାରାଚଂଳରେ ବର୍ତମାନ ଚାଲିଥିବା ଲକ୍ଡାଉନ ଓ ସାପ୍ତାହିକ ସଟଡାଉନ ଅବସରରେ ବଜାରକୁ ମେଡିସିନ ପାଇଁ…
Read More » -
ବ୍ୟାସନଗରରେ କରୋନା ଟୀକା ପ୍ରଦାନରେ ଅନିୟମିତତା, ଟୀକା ବିକ୍ରି ଅଭିଯୋଗ
ବ୍ୟାସନଗର, ୧୧/୫(ଟିକାୟତ ପାଲ/ଦୁଷ୍ମନ୍ତ କୁମାର ରାଉତ/ସୁଦୀପ୍ କୁମାର ମିଶ୍ରଙ୍କ ଠାରୁ): ବ୍ୟାସନଗର ସହରରେ ଥିବା ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘କରୋନା’ ଟୀକା ପ୍ରଦାନରେ ଅନିୟମିତତା ହୋଇଥିବାର…
Read More » -
ବ୍ୟାସନଗର ସହରରେ ଲକ୍ଡାଉନ କଟକଣାର ସମୀକ୍ଷା କଲେ ଏସ.ପି, ପୋଲିସ ପକ୍ଷରୁ ଯାଂଚ ଜାରୀ
ବ୍ୟାସନଗର,୦୬/୫(ଟିକାୟତ ପାଲ/ ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଚଳିତ ମାସ ୦୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନିଆ ଲକ୍ଡାଉନ ପାଇଁ ଚଳଚଂଚଳ କ୍ରୋମନଗରୀ…
Read More » -
ଯାଜପୁରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର, ୬ା୫ : ପ୍ରାକୃତିକ ବିପର୍ଯ୍ୟୟକୁ ଅଟକା ଯାଇପାରିବ ନାହିଁ । ତେବେ ତାହାର ମୁକାବିଲା ପାଇଁ ସାମୁହିକ ଭାବେ ବିପର୍ଯ୍ୟୟ ପରିଚାଳନା କରିବାକୁ ଆହ୍ୱାନ ଦେଇଚ୍ଥନ୍ତି…
Read More » -
ସଡ଼କ ଦୁର୍ଘଟଣାରେ କାଳିଆପାଣିରେ ଜଣେ ମୃତ, ଟ୍ରକ ଅଟକ
ଟମକା,୦୬/୫(ଆକାଶଜ୍ୟୋତି ମହାପାତ୍ର୍ରଙ୍କ ଠାରୁ): ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅର୍ନ୍ତଗତ ଭାଲିକିପାତଳା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟିସ୍କୋ ମାଇନ୍ସରେ ନିୟୋଜିତ ଠିକା…
Read More » -
ଯାଜପୁରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଟୀକାକରଣ
ଯାଜପୁର, ୬ା୫ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ରାଜ୍ୟରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ଯୋଦ୍ଧା ଭାବେ ମାନ୍ୟତା ଦେବା ସହ ଗୋପବନ୍ଧୁ ସ୍ୱାସ୍ଥ୍ୟ…
Read More » -
ସୁକିନ୍ଦାରେ ବ୍ୟାପକ ରାଜସ୍ବ ହାନି, କୁମ୍ଭକର୍ଣ୍ଣ ନିଦ୍ରାରେ ସୁକିନ୍ଦା ପ୍ରଶାସନ
ଯାଜପୁର; ୦୬/୦୫ ( ଶୁଭେନ୍ଦୁ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ। …
Read More » -
ଯାଜପୁର ଜିଲ୍ଲା କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ପରଲୋକ
ଯାଜପୁର, ୪ା୫ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଶୈଳଜା ପଣ୍ଡାଙ୍କର ଗତ ତା ୧ା୫ା୨୦୨୧ ରିଖ ଶନିବାର କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ…
Read More »