ଆଞ୍ଚଳିକ
-
ଲଗାଣ ବର୍ଷାରେ ବରୀ ବେହାଲ, ନଦୀବନ୍ଧଗୁଡିକରେ ଘାଇ ସୃଷ୍ଟିର ଆଶଙ୍କା
ବରୀ, ୨୫/୦୭(ବିଭୂତି ଭୂଷଣ ଜେନା/ ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଯାଜପୁର ଜିଲ୍ଲାର ବରୀ ଅଂଚଳ ବନ୍ୟା ପ୍ରଭାବିତ ବୋଲି ସମସ୍ତେ ଜାଣନ୍ତି । ହେଲେ ଏହି…
Read More » -
ଜୀବିତ ପ୍ରମାଣ ପତ୍ର ଦାଖଲ ନ କଲେ କଳାକାର ସହାୟତା ବନ୍ଦ
ଯାଜପୁର, ୨୨ା୭ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଉପକୃତ ହେଉଥିବା ଜିଲ୍ଲାର କଳାକାର ମାନେ ପ୍ରତିବର୍ଷ ଏପ୍ରିଲ ମାସରେ ଜୀବିତ ପ୍ରମାଣପତ୍ର ଦାଖଲ କରିବା ବିଧେୟ…
Read More » -
ମାଟ୍ରିକ ଟପରଙ୍କୁ ଯାଜପୁର ଜିଲ୍ଲା ପ୍ରଶାସନ ତରପଂରୁ ସମ୍ୱର୍ଦ୍ଧନା
ଯାଜପୁର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ସପଂଳତା ହାସଲ କରିଥିବା ୩ ଜଣ ପ୍ରତିଭାବାନ ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରପଂରୁ ସମ୍ୱର୍ଦ୍ଧିତ କରାଯାଇଚ୍ଥି…
Read More » -
ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବନ ମହୋତ୍ସବ ଦିବସ ପାଳିତ
ଯାଜପୁର: ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଯାଜପୁର ବ୍ଳ୍କ ପଣସା ଗ୍ରାମ ପଂଚାୟତର ଭଗବାନ ନନ୍ଦ ଊଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବନ ମହୋତ୍ସବ ପାଳିତ…
Read More » -
ଯାଜପୁରରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
ଯାଜପୁର : ଜନସଂଖ୍ୟା ନିୟନ୍ତ୍ରଣରେ ଓଡିଶା ଉଲ୍ଲେଖନୀୟ ସପଂଳତା ହାସଲ କରିଚ୍ଥି । ଏଥିପାଇଁ ପରିବାର ନିୟୋଜନ ଊପରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଚ୍ଥି ।…
Read More » -
ଜାଇକାର ବେପାରୁଆ କାର୍ଯ୍ୟ ଯୋଗୁଁ କଟକ ୪୩ନଂ ଓ୍ଵାର୍ଡ ନିଳାଦ୍ରୀ ବିହାରରେ ଭୁସୁଡିଲା ଘର କାନ୍ଥ
କଟକ, ୧୨/୦୭(ବିଭୂତି ଭୂଷଣ ଜେନାଙ୍କ ଠାରୁ): କୋଳି ଖାଇ କୋଳି ମଂଜି ପୋତିବା ଭଳି କାର୍ଯ୍ୟ ଦେଖାଦେଇଛି କଟକ ମହାନଗର ନିଗମ ଅଂଚଳରେ । କେତେକ ସ୍ଥଳେ…
Read More » -
ଏଜେନ୍ସି ମାଧ୍ୟମରେ ଭିନ୍ନକ୍ଷମଙ୍କ ପାଇଁ ଦକ୍ଷତା ବିକାଶ ତାଲିମ
ଯାଜପୁର, ୮ା୭: ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭିନ୍ନକ୍ଷମ ମାନଙ୍କର ଜୀବିକା ଓ ସେମାନଙ୍କୁ ରୋଜଗାରକ୍ଷମ ଏବଂ ଆତ୍ମ ନିର୍ଭରଶୀଳ କରିବାର ଲକ୍ଷ୍ୟ…
Read More » -
୰ ଗୈାରହରି କରଣଙ୍କ ୧ମ ଶ୍ରାଦ୍ଧ ଦିବସ ପାଳିତ
ବ୍ୟାସନଗର, ୦୯/୦୭(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁରରୋଡ ସ୍ଥିତ ଫେରୋକ୍ରୋମ କାରଖାନାର ପୂର୍ବତନ ଅଧିକାରୀ ୰ ଗୈାରହରି କରଣଙ୍କ ୧ମ ସାମ୍ବତ୍ସରିକ ଶ୍ରାଦ୍ଧ ଦିବସ ସ୍ଥାନୀୟ ମହତାବନଗର ସ୍ଥିତ ତାଙ୍କ…
Read More » -
ବରୀ ରିଟେଲର ସଂଘ ପକ୍ଷରୁ ଦାବୀପତ୍ର
ବରୀ, ୦୫/୦୭(ବିଭୂତି ଭୂଷଣ ଜେନାଙ୍କ ଠାରୁ): ରାଜ୍ୟ ବ୍ୟାପି ଦିଆଯାଉଥିବା ରିଟେଲର ସଂଘର ଦାବୀପତ୍ର ପରୀପ୍ରେକ୍ଷୀରେ ଯାଜପୁର ଜିଲ୍ଲାରେ ଏହାର ପ୍ରତିଫଳନ ଦେଖାଦେଇଛି । ଜିଲ୍ଲାର ୧୦ଟି…
Read More » -
ମରଚାଇପଦାରେ ରଥରୁ ବାହୁଡା ଅନୁଷ୍ଠିତ ହୋଇଥାଏ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ
ହାଟଡିହୀ ; ୦୩/୦୭ (ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): କେଉଁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲ୍କର ସୋସୋ ଗ୍ରାମ ପଂଚାୟତର ମରଚାଇପଦା ଗ୍ରାମରେ ପ୍ରତିବର୍ଷ ଉନ୍ମାଦନାର ସହ ଶ୍ରୀ…
Read More »