ଆଞ୍ଚଳିକ
-
ସମ୍ଭାବ୍ୟ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟକୁ ସୁଚାରୁ ରୂପେ ମୁକାବିଲା ଓ ପରିଚାଳନା ପୂର୍ବକ ତାଲିମ ଓ ଅଭ୍ୟାସ ପ୍ରଦର୍ଶନଜନିତ ଜିଲ୍ଳ୍ା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର,୦୯ା୦୬ : ଆଜି ପୂର୍ବାହ୍ନରେ ଜିଲ୍ଳ୍ା ଜରୁରୀ ବିଭାଗ ଆନୁକୂଲ୍ୟରେ ଜିଲ୍ଳ୍ାପାଳଙ୍କ ଓସ୍ୱାନ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଳ୍ା୍ପାଳ (ରାଜସ୍ୱ) ଡଃ ଦିବ୍ୟ ଲୋଚନ ମହାନ୍ତଙ୍କ ଅଧ୍ୟକ୍ଷତାରେ…
Read More » -
ବାହାନଗା ଓ ଯାଜପୁରରୋଡ଼ ରେଳ ଦୁର୍ଘଟଣାରେ ପ୍ରାଣବଳୀ ଦେଇଥିବା ମୃତକଙ୍କ ପ୍ରତି ‘ଉତ୍କଳ ଦିବସ ସମାରୋହ ସମିତି’ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଯାଜପୁରରୋଡ଼, ୦୯ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଗତ ୦୨/୬/୨୩ ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ତ୍ରିକୋଣୀୟ ଭୟଙ୍କର ରେଳ ଦୁର୍ଘଟଣାରେ…
Read More » -
ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ଦାବିପତ୍ର
ବ୍ୟାସନଗର ୦୯ /୬/୨୦୨୩(ଉ. ନ୍ୟୁଜ୍ ବ୍ୟୁରୋ): ଗତକାଲି ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଯାଜପୁର-କେନ୍ଦୁଝରରୋଡ ରେଳ ଷ୍ଟେସନ ସମ୍ମୁଖରେ ଏକ…
Read More » -
‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ ଏବଂ ‘ଉଦୟବଟ’ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ
ବ୍ୟାସନଗର, ୦୫/୦୬(ଉ. ନ୍ୟୁଜ୍ ବ୍ୟୁରୋ): ‘ପ୍ରକୃତି ବଂଚିଲେ ଆମେ ବଂଚିବା’ ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା ହେଉ ବୋଲି ଆଜି ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଚୋରଦା ସ୍ଥିତ…
Read More » -
ଶିଶୁ ଓ ମାତୃ ମଙ୍ଗଳ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରା ସମୀକ୍ଷା
ଯାଜପୁର, ୦୨ା୦୬(ଉ. ନ୍ୟୂଜ୍ ବ୍ୟୁରୋ): ଆଜି ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର…
Read More » -
ବରିଷ୍ଠ ନେତା ତଥା ସମାଜସେବୀ ହରିହର ରାଉତଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ
ଚଣ୍ଡିଖୋଲ, ୦୧/୦୬ (ଅନୀଲ କୁମାର ସମାନ୍ତରାୟଙ୍କ ଠାରୁ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତର ବରିଷ୍ଠ ନେତା ସମାଜସେବୀ ହରିହର ରାଉତଙ୍କ ୧ମ ଶ୍ରାଦ୍ଧ ବାର୍ଷିକ…
Read More » -
ଜାମୁଝାଡିର ସମାଜସେବୀ ପି କେ ଗ୍ରହାଚାର୍ଯ୍ୟଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ
ଜାମୁଝାଡି, ୩୧/୦୫ (ଉ. ନ୍ୟୁଜ୍ ବ୍ୟୁରୋ): ଭଦ୍ରଖ ଓ ବାଲେଶ୍ୱର ଅଂଚଳର ଜଣେ ଜଣାଶୁଣା ତଥା ବରିଷ୍ଠ ସମାଜସେବୀ ପ୍ରଦୀପ କୁମାର ଗ୍ରହାଚାର୍ଯ୍ୟଙ୍କ ୧ମ ଶ୍ରାଦ୍ଧବାର୍ଷିକ ଆଜି…
Read More » -
ପାଣିକୋଇିର କାଜିପାଟଣା ସାହିରେ ମୁକୁଳା ଟ୍ରାନ୍ସଫରମର ସଂସ୍ପର୍ଶରେ ଗାଇ ମୃତ
ପାଣିକୋଇଲି, ୩୧/୦୫ (ରାମଚନ୍ଦ୍ର ବାରିକଙ୍କ ଠାରୁ): କୋରେଇ ବ୍ଲକ ତଥା ପାଣିକୋଇଲି ନିକଟସ୍ଥ ପଥରପଦା ଗ୍ରାମର କାଜିପାଟଣା ସାହିର ନୀଳମଣି ବେହେରାଙ୍କ ଘର ସମ୍ମୁଖରେ ରହିଛି ଏକ…
Read More » -
ଯାଜପୁରରୋଡ଼ ଉପ-ଡ଼ାକ ଘରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ବ୍ୟାସନଗର, ୩୧/୦୫ (ଉ. ନ୍ୟୁଜ୍ ବ୍ୟରୋ): ଯାଜପୁରରୋଡ ସ୍ଥିତ ମୁଖ୍ୟ ଡାକ ଘରେ ଆଜି ପୂର୍ବାହ୍ନରେ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ (ଆଇପିପିବି) ତରଫରୁ ଏକ ମାଗଣା…
Read More » -
ଭୂତ, ପ୍ରେତ, ଚିରୁଗୁଣି, ଯାଦୁ, କଳା ନଜର, ଚେଙ୍କ ଆଦି ଅନ୍ଧ ବିଶ୍ୱାସକୁ ଦୂର କରିବା ନିମନ୍ତେ ଏକ ଦିବସୀୟ ଆଇନଗତ ସଚେତନତା କର୍ମଶାଳା ଅନୁଷ୍ଠିତ ଅତିଥିମାନଙ୍କ ମାର୍ଗ ଦର୍ଶନ ସଂକଳ୍ପ ବାର୍ତ୍ତା : “ଡାହାଣୀ ପ୍ରଥାକୁ ନା କୁହନ୍ତୁ”
ଯାଜପୁର, ୩୦ା୦୫: ଭୂତ, ପ୍ରେତ, ଚିରୁଗୁଣି, ଯାଦୁ, କଳା ନଜର, ଚେଙ୍କ, ଝାଡ, ପୁଂଙ୍କ ଆଦି ଅନ୍ଧ ବିଶ୍ୱାସ ଏକ ବଡ ସାମାଜିକ ବ୍ୟାଧି ଭାବେ ଊଭା…
Read More »