ଆଞ୍ଚଳିକ
-
ସମ୍ଭାବ୍ୟ ବନ୍ୟା ପାଇଁ ସଦର ମହକୁମା ନ ଚ୍ଥାଡିବାକୁ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଯାଜପୁର, ୨୬ା୮: ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ କୈାଣସି ଅଧିକାରୀ ବା କର୍ମଚାରୀ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ କଡା ନିର୍ଦ୍ଦେଶ…
Read More » -
ଯାଜପୁରରେ ବନ୍ୟା ଆଶଙ୍କା : କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ
ଯାଜପୁର, ୨୬ା୮: ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର…
Read More » -
ଯାଜପୁରରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି
ଯାଜପୁର, ୨୬ା୮: ବୈତରଣୀ ନଦୀର ଊପର ମୁଣ୍ଡରେ ଗତ ଦୁଇ ଦିନ ଧରି ପ୍ରବଳ ଲଗାଣ ବର୍ଷା କାରଣରୁ ବୈତରଣୀରେ ଏକ ବଡ ଧରଣର ବନ୍ୟାର ଆଶଙ୍କା…
Read More » -
ତୈଳ ଓ ଗ୍ୟାସ କ୍ଷେତ୍ରରେ ପ୍ରସ୍ତାବିତ ୮୩୬୩ଟି ପ୍ରକଳ୍ପରେ ହେବ ୫.୮୮ ଲକ୍ଷ କୋଟିର ବ୍ୟୟ
ପାରାଦୀପ, ୨୬/୦୮: ପ୍ରେସ ଇନ୍ଫରମେସନ ବ୍ୟୁରୋ (ପି.ଆଇ.ବି) ନୂଆଦିଲ୍ଲୀ ପକ୍ଷରୁ ଗତ କାଲି ତା.୨୫/୮ରେ ପ୍ରକାଶିତ ହୋଇଥିବା ତଥ୍ୟ ଅନୁଯାୟୀ ଦେଶରେ ତୈଳ ଓ ଗ୍ୟାସ କ୍ଷେତ୍ରରେ…
Read More » -
ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା
ପାରାଦୀପ, ୨୫/୦୮(ଚକ୍ରଧର ଦାଶଙ୍କ ଠାରୁ): ପାରାଦୀପ ଅଂଚଳର ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଜିରୋ ପଏଂଟ ସ୍ଥିତ…
Read More » -
୭୪ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଆଇ.ଓ.ସି.ଏଲ ପାରାଦୀପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗୋପାଳକ୍ରିଷ୍ଣନ୍ଙ୍କ ବିକାଶ ଉପରେ ଗରୁତ୍ୱ
ପାରାଦୀପ, ୨୫/୦୮: ଆଇ.ଓ.ସି.ଏଲ, ପାରାଦୀପ ପକ୍ଷରୁ ୭୪ତମ ପବିତ୍ର ସ୍ୱାଧିନତା ଦିବସ ପାରାଦୀପ ରିଫାଇନାରୀ ସ୍ପୋର୍ଷ୍ଟସ୍ କମ୍ପେ୍ଲକ୍ସ ଠାରେ ପାଳନ ଅବସରରେ ଆଇ.ଓ.ସି.ଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ…
Read More » -
କରୋନା ସଙ୍କଟରେ ମହଙ୍ଗା ମାଡ଼ , ଆଳୁ ପହଞ୍ଚିଲା ପାଖାପାଖି ୩୫ ତା ସାଙ୍ଗକୁ ପନିପରିବା ଦର ଏବେ ଆକାଶ ଛୁଆଁ
ବ୍ୟାସନଗର ; ୨୫/୮ : କରୋନା ସମସ୍ତଙ୍କର ନିଦ ହଯାଇଥିବାବେଳେ ଆବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଚିନ୍ତାର କାରଣ ସାଜିଛି । କରୋନା ସଙ୍କଟରେ ଲୋକମାନଙ୍କ ଜୀବିକା…
Read More » -
ପାରାଦୀପ ପୋର୍ଟ ଟ୍ରଷ୍ଟ ପ୍ରଶାସନିକ ଭବନରେ ବିଶୁଦ୍ଧକରଣ କାର୍ଯ୍ୟକ୍ରମ
ପାରାଦୀପ, ୨୫/୦୮: ପାରାଦୀପ ବନ୍ଦର କର୍ତୃପକ୍ଷ ସବୁଥିରେ ଆଗୁଆ । କରୋନା ସଚେତନା କାର୍ଯ୍ୟକ୍ରମ ହେଉ କି ନିଜ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେଉ । ଏହାଛଡ଼ା…
Read More » -
ଅସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଭରଚୁଆଲ ବୈଠକରେ ଅଗଷ୍ଟ ୩୧କୁ “ଜୀବିକା ବଞ୍ଚାଓ ଅଭିଯାନ” ରାଜ୍ୟ ସାରା ଦାବି ଦିବସ ପାଳନ ନିଷ୍ପତି
ବ୍ୟାସନଗର,୨୫/୮: ତା ୨୧.୮.୨୦୨୦ରିଖ ରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସ ଦ୍ୱାରା ଏକ ଭରଚୁଆଲ ବୈଠକ ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷତାରେ ଆୟୋଜିତ ହୋଇଯାଇଅଛି ! ଅଖିଳ…
Read More » -
ପ୍ରିୟଦର୍ଶନୀ ରୋଡ ପାଲଟିଛି କୃତିମ ପୋଖରୀ, ଅବସ୍ଥା କେବେ ସୁଧୁରିବ ତା’ର ଠିକ୍ଠିକଣା ନାହିଁ
ବ୍ୟାସନଗର, ୨୩/୮(ଦୁଷ୍ମନ୍ତ କୁମାର ରାଉତ): ଏ ଦୁରାବସ୍ଥା କେଉଁ ଅପନ୍ତରା ଗାଁ’ର କଥା ନୁହେଁ କି ଉପାନ୍ତ ଅଂଚଳର ଅବସ୍ଥା ବି ନୁହେଁ । ଏ ହେଉଛି…
Read More »