ଆଞ୍ଚଳିକ
-
ବିଜେଡ଼ି ରାଜ୍ୟ ସଂପାଦକ ସନ୍ତୋଷ ପଟ୍ଟନାୟକଙ୍କୁ ବିଜୟ ଚାନ୍ଦ ସଂସ୍କୃତ କଲେଜ ପକ୍ଷରୁ ସମ୍ବର୍ଦ୍ଧନା
ପାରାଦୀପ, ୨୯/୦୮(ଚକ୍ରଧର ଦାଶଙ୍କ ଠାରୁ): ପାରାଦୀପ ଅଂଚଳର ବିଶିଷ୍ଟ ନେତା, ସମାଜସେବୀ ତଥା ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଆଜି…
Read More » -
ଯାଜପୁରରେ ବିଧାୟକ ଓ ସାଂସଦଙ୍କ ବନ୍ୟାଂଚଳ ପରିଦର୍ଶନ
କୁଆଖିଆ,୨୯/୦୮: ଯାଜପୁର ଜିଲ୍ଲାର ସବୁ ନଦୀରେ ବନ୍ୟା ଆସିବା ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଧାରଣ ଜନତା, ଗୃହପାଳିତ ପଶୁପକ୍ଷୀ ଆଦି ।…
Read More » -
ସର୍ବ ଭାରତୀୟ ଜେ.ଇ.ଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ସହଯୋଗ
ଯାଜପୁର, ୨୯ା୮ : ୨୦୨୦ ମସିହାର ସର୍ବଭାରତୀୟ ସ୍ତରର ଜେ.ଇ.ଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିବିଧ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଲାପାଳ ରଂଜନ କୁମାର…
Read More » -
ଯାଜପୁରଠାରେ ଜାତୀୟ କ୍ରୀଡା ଦିବସରେ ସମ୍ୱର୍ଦ୍ଧିତ ହେଲେ ୬ ଜଣ କ୍ରୀଡାବିତ୍
ଯାଜପୁର, ୨୯ା୮: ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍ପଂରେନ୍ସ ମାଧ୍ୟମରେ ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର ପ୍ରତିଭାବାନ କ୍ରୀଡାବିତ୍ଙ୍କୁ ବିଜୁ ପଟ୍ଟନାୟକ…
Read More » -
ସରକାରୀ ମୁଖ୍ୟ ସଚେତକ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟାଂଚଳ ଗସ୍ତ
ଯାଜପୁର, ୨୯ା୮: ବିଂଝାରପୁର ବ୍ଳ୍କର କଲ୍ୟାଣପୁର ଓ ରଣପୁର ପଂଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଚ୍ଥି । ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ ସଚେତକ ତଥା…
Read More » -
ଅଗ୍ନିଶମ ବିଭାଗ ଦ୍ୱାରା ଭାସି ଯାଉଥିବା ଯୁବକ ଉଦ୍ଧାର
ଯାଜପୁର, ୨୯ା୮: ଅଗ୍ନିଶମ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ଜଣେ ଯୁବକଙ୍କର ଜୀବନ ରକ୍ଷା ହୋଇପାରିଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅଗ୍ନିଶମ ବିଭାଗର ଅଧିକାରୀ ଓ…
Read More » -
ପାରାଦୀପ ଟ୍ରକ ମାଲିକ ସଂଘର ପ୍ରଶାନ୍ତ ମହାପାତ୍ର କାର୍ଯ୍ୟରତ ଥିବା ବେଳେ ହୃଦ୍ଘାତରେ ମୃତ୍ୟୁବରଣ
ପାରାଦୀପ, ୨୯/୦୮(ଚକ୍ରଧର ଦାଶଙ୍କ ଠାରୁ): ପାରାଦୀପ ଲକ୍ ଥାନା ଅର୍ନ୍ତଗତ ବିଶ୍ୱାଳୀ ଗଡ଼ା ନିକଟରେ ଜାତୀୟ ୫ ନଂ.(କ) ରାଜପଥ କଡ଼ରେ ଥିବା କେବିନରେ ରାତ୍ରୀ ଡ଼୍ୟୁଟି…
Read More » -
ରମାପୁର-ବୃଦ୍ଧଲିଙ୍ଗ ମଝିରେ କେଲୁଅ ନଦୀ ବନ୍ଧରେ ୧୦୦ ମିଟର ଓସାର ଘାଇ, ଲୋକେ ଆତଙ୍କିତ
ପଟୁଣିଆ, ୨୯/୦୮: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ରମାପୁର-କାଏମା କେଲୁଅ ନଦୀ ବନ୍ଧର ବୃଦ୍ଧଲିଙ୍ଗ ଛକ ନିକଟରେ ଗତ କାଲି ରାତ୍ରୀ ପ୍ରାୟ ୧୦ଟାରେ ୧୦୦ ମିଟର…
Read More » -
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀରେ ସତ୍ୟବ୍ରତଙ୍କ ପଦଯାତ୍ରୀ ଜାରୀ
ଝରିଗାଁ, ୨୯/୦୮: ଓଡ଼ିଶା ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବୀରେ ଜଗତ୍ସିଂହପୁର ଜିଲ୍ଲାର ‘ଜନ ସଚେତନତା ମଂଚ’ର ଆବାହକ ତଥା ସମାଜସେବୀ ସତ୍ୟବ୍ରତ ଦାସ ଗତ…
Read More » -
ଜେଇଇ ଆଶାୟୀ ପରୀକ୍ଷାର୍ଥୀମାନଙ୍କ ପାଇଁ ଯାଜପୁର ଜିଲ୍ଲାପାଳଙ୍କ ସୂଚନା
ଯାଜପୁର, ୨୮ା୮ : ୨୦୨୦ ବର୍ଷ ପାଇଁ ସର୍ବ ଭାରତୀୟ ଜେଇଇ ପରୀକ୍ଷା ଦେବାକୁ ଥିବା ଆଶାୟୀ ପ୍ରାର୍ଥୀମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗର ସୂଚନା ଦିଆଯାଇଚ୍ଥି ।…
Read More »