ଆଞ୍ଚଳିକ
-
ସାହାପୁର ନିକଟସ୍ଥ ମକୁନ୍ଦବିନ୍ଧା-ବଡ଼ତ୍ରିଲୋଚନପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୦୩ ମୃତ
କୁଆଖିଆ, ୨୨/୧୦(ପଦ୍ମଲୋଚନ ନାୟକଙ୍କ ଠାରୁ): କଲିକତା-ଚେନ୍ନାଇ ଜାତୀୟ ୧୬ ନମ୍ବର ରାଜପଥର ପାଣିକୋଇଲି ଓ ସାହାପୁର ମଧ୍ୟବର୍ତୀ ମକୁନ୍ଦବିନ୍ଧା-ବଡ଼ତ୍ରିଲୋଚନପୁର ମୋଡ଼ ନିକଟରେ ଆଜି ପୂର୍ବାହ୍ନରେ କାର ସହ…
Read More » -
ରାସ୍ତା ମରାମତି ଓ ଫ୍ଲାଇ ଓଭର ନିର୍ମାଣ ଦାବୀରେ ପାରାଦୀପ ନାଗରିକ ମଂଚ ତରଫରୁ ବିକ୍ଷୋଭ ପ୍ରଦର୍ଶନ
ପାରାଦୀପ, ୨୧/୧୦(ଚକ୍ରଧର ଦାଶଙ୍କ ଠାରୁ): ବନ୍ଦରନଗରୀ ପାରାଦୀପର ଅଠରବାଙ୍କି ଠାରୁ ଦୋଛକୀ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ପାଲଟିଥିବା ବେଳେ ବିଭାଗ କୁମ୍ଭନିଦ୍ରା ଯାଇଥିବା ପରି ମନେ…
Read More » -
ସତୀଶ ହେଲେ ଓଡିଶା ରାଜ୍ୟ ଏଡ୍ସ କର୍ମଚାରୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାପତି
ଯାଜପୁର,୨୨/୧୦: ଓଡିଶା ରାଜ୍ୟ ଏଡ୍ସ କର୍ମଚାରୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାପତି ଭାବେ ବି.ଜେ.ଡି ଯୁବନେତା ତଥା ସମାଜସେବୀ ସତୀଶ ବିଶ୍ୱାଳ ସର୍ବସମ୍ମତକ୍ରମେ ମନୋନୀତ ହୋଇଛନ୍ତି ।…
Read More » -
ଯାଜପୁରରେ ପୋଲିସ ଶହୀଦ ସ୍ମତି ଦିବସ ପାଳିତ
ଯାଜପୁର, ୨୧/୧୦ (ସନ୍ତୋଷ ରଥଙ୍କ ଠାରୁ): ଯାଜପୁର ଜିଲ୍ଲାର ପାଣିକୋଇଲିରେ ଆଜି ୬୧ତମ ପୋଲିସ ଶହୀଦ ସ୍ମତି ଦିବସ ପାଳନ ହେ।ଇଯାଇଛି । ଜିଲ୍ଲାର ପାଣିକୋଇଲି ଠାରେ…
Read More » -
ବ୍ୟାସନଗର ପଦ୍ମପୁରର ୩ ବେସାହାରା ଶିଶୁ ଯାଜପୁରର ବାଳାଶ୍ରମରେ ଥଇଥାନ ହେଲେ
ଯାଜପୁର, ୨୦/୧୦ (ସନ୍ତୋଷ ରଥଙ୍କ ଠାରୁ): ବାପା ଆରପାରିକୁ ଚାଲିଗଲା ପରେ ଶିଶୁମାନେ ହୋଇଗଲେ ବେସାହାରା । ଆଈ ପାଖରେ ରହି ବହୁ ଦୁଃଖକଷ୍ଟରେ ଦିନ…
Read More » -
ମାର୍ଶାଘାଇର ପଡ଼ାଗ୍ରାମ ରାଇବୋଲକୁ ଥିବା ସଂଯୋଗ ରାସ୍ତାର ଦୂରାବସ୍ଥା ପାଇଁ ବି.ଡି.ଓଙ୍କୁ ଦାବୀପତ୍ର
କେନ୍ଦ୍ରାପଡ଼ା, ୧୯/୧୦(ରାଜକିଶୋର ନାୟକଙ୍କ ଠାରୁ): କେନ୍ଦ୍ରାପଡ଼ାର ଯମପଡା ଗ୍ରାମର ପଡାଗ୍ରାମ ରାଇବୋଲକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଦୀର୍ଘ ୩୦ବର୍ଷର…
Read More » -
ବିନା ଡ଼ାକ୍ତରରେ ଚାଲିଛି ଯାଜପୁର ରୋଡ଼ କର୍ମଚାରୀ ରାଜ୍ୟବୀମା ଚିକିତ୍ସାଳୟ (E S I C)
ଯାଜପୁର ; ୧୯/୧୦ : କର୍ମଚାରୀ ରାଜ୍ୟବୀମା ନିଗମ ସାଧାରଣ ଜନସମାଜକୁ ତାର ଚିକିତ୍ସା ସେବା ଯୋଗାଇ ଆସୁଥିବା ସ୍ଥଳେ କିଛି କିଛି ଅବ୍ୟବସ୍ଥା ପାଇଁ ଜନମାନସରେ…
Read More » -
ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଯାଜପୁର, ୧୯/୧୦ (ସନ୍ତୋଷ ରଥଙ୍କ ଠାରୁ): ବିଶ୍ୱ ମହାମାରୀ କରୋନା ସମୟରେ ଯାଜପୁର ଜିଲ୍ଲାର ବହୁ କର୍ତବ୍ୟରତ ସାମ୍ବାଦିକ କୋଭିଡ-୧୯ ରୋଗରେ ଅକାଳ ମୃତ୍ୟୁ ବରଣ କରିଛନ୍ତି…
Read More » -
ଧର୍ମଶାଳା ପୁଲିସକୁ ମିଳିଛି ବଡ ସଫଳତା, ୧୧ଜଣ ଲୁଟେରା ଗିରଫ
ଯାଜପୁର, ୧୮/୧୦: ଯାଜପୁର ଜିଲ୍ଲାର ଧର୍ମଶାଳା ପୁଲିସକୁ ମିଳିଛି ବଡ ସଫଳତା । ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ୧୧ଜଣ ଲୁଟେରାଙ୍କୁ ଗିରଫ କରିବାକୁ ସକ୍ଷମ…
Read More » -
ବରୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଛାଡି ଦେବା ପ୍ରତିବାଦରେ ଅଭିଯୁକ୍ତଙ୍କ ଗିରଫ ଦାବି କରି ଥାନା ଘେରିଲେ ଶତାଧିକ ମହିଳା
ଯାଜପୁର: ବରୀ-ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପରେ ଛାଡି ଦେବା ପ୍ରତିବାଦରେ ଅଭିଯୁକ୍ତଙ୍କ ଗିରଫ ଦାବି କରି ଥାନା ଘେରିଲେ ଶତାଧିକ ମହିଳା ।…
Read More »