ଆଞ୍ଚଳିକ
-
ଯାଜପୁର ଜିଲ୍ଲା ପରିବେଶ ସମିତି ବୈଠକ ଅନୁଷ୍ଠିତ
ଯାଜପୁର, ୨୨ା୧: ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଉତରଦାୟୀ ଭାବେ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି । ଜିଲ୍ଲା…
Read More » -
ଯାଜପୁର ପୈାର ପରିଷଦ ପକ୍ଷରୁ ଅନ୍ଲାଇନ ଟ୍ୟାକ୍ସ ସଂଗ୍ରହର ଶୁଭାରମ୍ଭ
ଯାଜପୁର, ୨୨ା୧: ଯାଜପୁର ପୈାର ପରିଷଦ ପକ୍ଷରୁ ବିଭିନ୍ନ ଟ୍ୟାକ୍ସ ଅନ୍ଲାଇନ ମାଧ୍ୟମରେ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଇଚ୍ଥି । ଆଜି ଶୁକ୍ରବାର ପୂର୍ବାହ୍ନରେ ପୈାର କାର୍ଯ୍ୟାଳୟ…
Read More » -
ବ୍ୟାସନଗର ସହର ଏନସି ହାଇସ୍କୁଲର ୧୯୯୫ ବ୍ୟାଚ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
ଯାଜପୁର,୨୧:୧(ସନ୍ତୋଷ ରଥଙ୍କ ଠାରୁ): ଯାଜପୁରର ବ୍ୟାସନଗର ସହରର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ। ଯାଜପୁର ଜିଲ୍ଲାର ବ୍ୟାସନଗରର ସବ୍ର ପୁରାତନ ବିଦ୍ୟାଳୟ ଏନସି ହାଇସ୍କୁଲ ୧୯୯୫ ବ୍ୟାଚର ପୁରାତନ…
Read More » -
କଳିଙ୍ଗନଗର-ଯାଜପୁରରୋଡ ମୁଖ୍ୟ ରାସ୍ତା ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରତିବାଦରେ ଆଇନଜୀବୀଙ୍କ ପ୍ରତିକ୍ରିୟା
ଦାନଗଦି, ୧୭/୧(ପ୍ରଭାତ କୁମାର ଭୂୟାଁଙ୍କ ଠାରୁ): ଯାଜପୁରରୋଡ୍-କଳିଙ୍ଗନଗର ମୁଖ୍ୟରାସ୍ତା ସମ୍ପ୍ରସାରଣ ପାଇଁ ନିକଟରେ ଦାନଗଦୀ ତହସିଲ ପ୍ରଶାସନ ଦ୍ବାରା ଜବରଦଖଲ ଉଛେଦ କରାଯାଇଥିଲା। ଦାନଗଦୀ ବଜାରରେ ଥିବା…
Read More » -
ଠାକୁରପାଟଣା ମଙ୍ଗଳା ସାହିରେ ଅଘଟଣ, ତେଲରେ ପୋଡି ହୋଇ ମହିଳା ଗୁରୁତର
ଯାଜପୁରରୋଡ଼(ପ୍ରଭାତ କୁମାର ଭୂୟାଁଙ୍କ ଠାରୁ): ଯାଜପୁରରୋଡ଼ ଥାନା ଠାକୁରପାଟଣା ଗାଁର ମଙ୍ଗଳା ସାହିରେ ଅଘଟଣ, ତେଲରେ ପୋଡି ହୋଇ ମହିଳା ଗୁରୁତର, ଗୁରୁତର ମହିଳାଙ୍କୁ ଅଧିକ ଚିକିତ୍ସା…
Read More » -
କୋଭିଡ ମାର୍ଗଦର୍ଶିକା ଅନୁସାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ: ଯାଜପୁର ଜିଲ୍ଲାପାଳ
ଯାଜପୁର, ୧୮ା୧ : ଆଗାମୀ ସାଧାରଣତନ୍ତ୍ର ଦିବସକୁ ସଦ୍ଭାବନା ପୂର୍ବକ ଓ ଶୃଙ୍ଖଳାର ସହ ପାଳନ ନିମିତତ୍ତଏକ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋୁଷ୍ଠରେ…
Read More » -
ଯାଜପୁରରେ ଜିଲ୍ଲା ଉନ୍ନୟନ, ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ
ଯାଜପୁର, ୧୯ା୧: ଜନସାଧାଣଙ୍କ ହିତ ଉଦ୍ଦେଶ୍ୟରେ ସରକାର ବିବିଧ ବିକାଶ ଓ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରୁଚ୍ଥନ୍ତି । ଏହାର ସପଂଳ ରୂପାୟନ ପାଇଁ ସଂପୃକ୍ତ ବିଭାଗଗୁଡିକ…
Read More » -
ବ୍ୟାସନଗର କପିଳେଶ୍ୱର କଲୋନି ଦୁର୍ଗା ପୂଜା କମିଟିର ନବବର୍ଷ ୨୦୨୧ର ବନ୍ଧୁମିଳନ
ବ୍ୟାସନଗର, ୧୭/୧(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ସହରର ସବ୍ରେଜେଷ୍ଟ୍ରି ଅଫିସ ପଛପାଖରେ ଥିବା କପିଳେଶ୍ୱର କଲୋନି ସାର୍ବଜନୀନ ମା’ ଦୁର୍ଗା ପୂଜା କମିଟିର ଇଂରାଜୀ ନବବର୍ଷ ୨୦୨୧ ବନ୍ଧୁମିଳନ…
Read More » -
କେନ୍ଦ୍ରାପଡ଼ା ଜିଲ୍ଲାରେ କୋଭିଡ-୧୯ ବିଜୟ ମହାଅଭିଯାନର ଶୁଭାରମ୍ଭ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ କୋଭିଡ-୧୯ ବିଜୟ ମହାଅଭିଯାନର ଶୁଭାରମ୍ଭ, ପ୍ରଥମ ଟୀକା ନେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କିଶୋର ଚନ୍ଦ୍ର ମିଶ୍ର, ପାଖରେ ଅଛନ୍ତି…
Read More » -
ଦମକଳ ଗୋଳେଇ ଛକ ଠାରୁ ମିଲିଟାରୀ ଛକ ରାସ୍ତା ତୁରନ୍ତ ନ ଖୋଲିଲେ 30 ଜାନୁୟାରୀରେ ଗଣ ସତ୍ୟାଗ୍ରହ ଆୟୋଜନ
ବ୍ୟାସନଗର: କୁଆଁରଦା ଦମକଳ ଛକ ଠାରୁ କଳିଙ୍ଗନଗର ମିଲିଟାରୀ ଛକ ପର୍ଯ୍ୟନ୍ତ 4.5 କି. ମି. ରାସ୍ତା କାର୍ଯ୍ୟ ଆଜକୁ 13 ବର୍ଷ ଧରି ଚାଲିଥିଲେ ମଧ୍ୟ…
Read More »