ଶିକ୍ଷା
-
ଭବିଷ୍ୟତର ସବୁଠୁ ଭରସା ଯୋଗ୍ୟ ସାଥି ସୂର୍ଯ୍ୟ-ପ୍ରଧାନମନ୍ତ୍ରୀ ମୋଦୀ ଜୀ
ଅନ୍ତରାଷ୍ଟ୍ରୀୟ ସୂର୍ଯ୍ୟ ଦିବସ: ଭବିଷ୍ୟତର ସବୁଠୁ ଭରସା ଯୋଗ୍ୟ ସାଥି ସୂର୍ଯ୍ୟ ସାରା ଦୁନିଆରେ ମାନବ ସମାଜ ଯେତିକି ଶକ୍ତି ବର୍ଷ ତମାମ ଉପଯୋଗ କରୁଛି, ସେତିକି…
Read More » -
ଗାଁ ଗାଁରେ ଗଡିଲା ଶିକ୍ଷା ସଚେତନତା ରଥ
ମୟୁରଭଞ୍ଜ ; ୦୪/୦୫ (ଲକ୍ଷ୍ମି ନାରାୟଣ ରାଉତରାୟ ଙ୍କଠାରୁ) : ମୟୂରଭଞ୍ଜ ଜିଲ୍ଲାର ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସଂଯୋଜକ,ସମଗ୍ର ଶିକ୍ଷା ତରଫରୁ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ସଚେତନତା…
Read More » -
ଯାଜପୁରରୋଡ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ
ବ୍ୟାସନଗର, ୧୦/୪(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଇନ୍ଦିରାଗାନ୍ଧୀ ମହିଳା (କନିଷ୍ଠ) ମହାବିଦ୍ୟାଳୟ ପରିସରରେ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପଙ୍କଜିନି…
Read More » -
ବ୍ୟାସନଗର ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ଏନର୍ଜୀ କ୍ଲବର ପୁରସ୍କାର ବିତରଣ
ବ୍ୟାସନଗର, ୦୮/୪(ବସନ୍ତ କୁମାର ପାତ୍ରଙ୍କ ଠାରୁ): ସ୍ଥାନୀୟ ଶଶିଭୂଷଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ‘ଏନର୍ଜୀ କ୍ଲବ’ ଆନୁକୂଲ୍ୟରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି…
Read More » -
ମାଉଣ୍ଟ ଲିଟେରା ଜି ସ୍କୁଲରେ ସିନିୟର କେଜି ପିଲାଙ୍କର ଗ୍ରାଜୁଏସନ ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର/ବ୍ୟାସନଗର ; ୨୩/୦୩(ନି ପ୍ର ) : ସ୍ଥାନୀୟ ବ୍ୟାସନଗର ପୋୖରାଞ୍ଚଳ କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ ସିନିୟର କେଜି ପିଲାଙ୍କର ଗ୍ରାଜୁଏସନ…
Read More » -
ଚଳିତ ବର୍ଷ ସ୍କୁଲ ଫି ଛାଡ଼ ପାଇଁ କୋର୍ଟ ଦ୍ୱାରସ୍ତ ହେଲା ଓଡିଶା ଅଭିଭାବକ ମହାସଂଘ, ଚାରି ସପ୍ତାହ ମଧ୍ୟରେ ସରକାରଙ୍କୁ ରିପୋର୍ଟ ତଲବ
ଭୁବନେଶ୍ୱର ; ୦୮/୦୩ (ନି ପ୍ର ) : ମହାମାରୀ ପାଇଁ ସ୍କୁଲ ସବୁ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ବନ୍ଦ ଥିଲା l…
Read More » -
ଯାଜପୁର ଜିଲ୍ଲା ସ୍କୁଲରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ; ଛାତ୍ରଛାତ୍ରୀମାନେ ମାତୃଭାଷାର ସମ୍ମାନ ପାଇଁ କାର୍ଯ୍ୟ କରିବାକୁ ଡ଼ି.ଇ.ଓ ରଂଜନ ଗିରିଙ୍କ ପରାମର୍ଶ
ଯାଜପୁର, ୨୨ା୨: ଯାଜପୁର ଜିଲ୍ଳ୍ା ସ୍କୁଲ ଠାରେ ‘ଆନ୍ତର୍ଜାତୀୟ ମାତୃଭାଷା ଦିବସ’ ଗତ କାଲି ପୂର୍ବାହ୍ନରେ ପ୍ରଧାନ ଶିକ୍ଷକ ଆଲୋକ କୁମାର ବନ୍ଧଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଚ୍ଥି…
Read More » -
ଯାଜପୁରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
ଯାଜପୁର, ୨୨ା୨: ଯାଜପୁର ଜିଲ୍ଳ୍ା ସ୍ତରୀୟ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗତ କାଲି ପାଳିତ ହୋଇଯାଇଚ୍ଥି । ସୋମବାର ପୂର୍ବାହ୍ନରେ ଯାଜପୁର ଟାଉନ ସ୍ଥିତ ବୈଷ୍ଣବ ଦତତ୍ତଉଚ୍ଚ…
Read More » -
ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ ଇଣ୍ଟର ସ୍କୁଲ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ୟାସନଗର ; ୧୮/୦୨ (ନି.ପ୍ର) : ସ୍ଥାନୀୟ ବ୍ୟାସନଗର ପୋୖରାଞ୍ଚଳ କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ ଇଣ୍ଟର ସ୍କୁଲ ଜୁନିୟର ଅନଲାଇନ ନୃତ୍ୟ…
Read More » -
ରାଜ୍ୟରେ ଆସନ୍ତା ୭ ତାରିଖରୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢ଼ା ,ପ୍ରଥମେ ୮ମ ଶ୍ରେଣୀରୁ ଉର୍ଦ୍ଧ୍ବ ,୧୪ ରୁ କେଜି ଠାରୁ ସପ୍ତମ
ଭୁବନେଶ୍ବର ; ୦୩/୦୨(ଜ୍ୟୋତିରଞ୍ଜନଙ୍କ ଠାରୁ ) : ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨ବର୍ଷ ଧରି କୋଭିଡ୍ ପରିସ୍ଥିତି…
Read More »