ରାଜ୍ୟ
-
ବଢ଼ିଲା ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ, ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ ମଜୁରୀ
ଭୁବନେଶ୍ୱର, ୨୧/୧୦(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ରାଜ୍ୟରେ କାର୍ଯ୍ୟରତ ଥିବା ଅଣଳୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତିକୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ପୁଣି ବୃଦ୍ଧି ପାଇଛି ।…
Read More » -
କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ
କେନ୍ଦ୍ରାପଡ଼ା, ୦୬/୧୦(ରାଜକିଶୋର ନାୟକଙ୍କ ଠାରୁ): ଆଜି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭାପତି ନବୀନ…
Read More » -
ଭୁବନେଶ୍ୱର ଚନ୍ଦ୍ରଶେଖରପୁର OJEE ପରୀକ୍ଷା କେନ୍ଦ୍ରକୁ ଥିବା ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ
ଭୁବନେଶ୍ୱର ; ୧୪/୧୦ : (ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଙ୍କ ଠାରୁ) ରାଜ୍ୟରେ OJEE ପରୀକ୍ଷା ଓଡ଼ିଶାର ୨୧ଟି ସହରରେ ଚାଲୁଥିବା ସ୍ଥଳେ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର…
Read More » -
ନନ୍ଦନକାନନ ଖୋଲିଥିଲେ ବି ଫିକା ପଡ଼ିଛି ଦର୍ଶକଙ୍କ ସଂଖ୍ୟା, ଦେକାନୀଙ୍କ ଆଗ୍ରହ କମୁଛି
ବାରଙ୍ଗ, ୧୩/୧୦(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଖୋର୍ଦ୍ଧା ଜିଲ୍ଲା ଅର୍ନ୍ତଗତ ଓ ଭୁବନେଶ୍ୱର ମହାନଗର ନିଗମ ସନ୍ନିକଟ ବାରଙ୍ଗ ଠାରେ ଥିବା ରାଜ୍ୟର ଏକମାତ୍ର ଚିଡିଆଖାନା ନନ୍ଦନକାନନ…
Read More » -
ରାଜଭବନ ପାଖ ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି, ବିସ୍ଫୋରଣରେ ଥରିଗଲା ରାଜଧାନୀ ସହର
ଭୁବନେଶ୍ୱର, ୦୭/୧୦(ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କ ଠାରୁ): ଆଜି ମଧ୍ୟାହ୍ନ ପ୍ରାୟ ୧ଟା ୧୦ମି. ସମୟରେ ରାଜଧାନୀ ଭୁବନେଶ୍ୱରର ଭି.ଭି.ଆଇ.ପି ରୋଡ ଭାବେ ପରିଗଣିତ ହେଉଥିବା ରାଜଭବନ ରାସ୍ତାରେ…
Read More » -
ପିପିଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ
ଭୁବନେଶ୍ୱର,୦୪/୧୦ : ରାଜ୍ୟରେ କରୋନା ଓ ହୃଦଘାତ ଜନିତ ମୃତ୍ୟୁ ଦିନକୁଦିନ ବଢ଼ିବାରେ ଲାଗିଛି। ବିଳମ୍ବିତ ରାତି ୨ଟା ୩୬ ମିନିଟ ସମୟରେ ୬୫ବର୍ଷ ବୟସରେ ପିପିଲି…
Read More » -
ଆଜି ଗାନ୍ଧିଜୟନ୍ତୀ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉଦ୍ଧେଶ୍ୟରେ ……
ଯାଜପୁର; ୦୨/୧୦: ଭାରତ ଇଂରେଜ ଶାସନାଧୀନ ଥିବାବେଳେ ମହମାନବ ମହାତ୍ମାଗାନ୍ଧୀଙ୍କର ଆବିର୍ଭାବ ହୋଇଥିଲା । ସେ ତାଙ୍କର ଅହିଂସା ରୂପକ ମନ୍ତ୍ର ଦ୍ୱାରା ଭାରତକୁ ଇଂରେଜମାନଙ୍କଠାରୁ ମୁକ୍ତ…
Read More » -
ପରିବହନ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ନିୟମ
ଭୁବନେଶ୍ୱର; ୦୧/୧୦ : ଗାଡିଚାଳକଙ୍କୁ ଆଉ ନିଜ ସାଥିରେ ଧରି ବୁଲିବାକୁ ପଡିବନି ଡ଼ି ଏଲ ଓ ଅନ୍ୟ ସରକାରୀ ଗାଡି କାଗଜପତ୍ର । ଏ ନେଇ…
Read More » -
ଅନଲକ ୫ରେ କଣ ରହିଛି- ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ ଓ ସୁଇମିଂ ପୁଲ , ମନୋରଞ୍ଜନ ପାଇଁ ପାର୍କ ଖୋଲା ରହିବ ,ସ୍କୁଲଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତି ନେବେ
ନୂଆଦିଲ୍ଲୀ; ୦୧/୧୦ : କେନ୍ଦ୍ର ସରକାର ତରଫରୁ ଜାରି ହେଲା ଅନଲକ ୫.୦ । ଏହି ଗାଇଡ଼ ଲାଇନ ଅକ୍ଟୋବର ୧ରୁ ଅକ୍ଟୋବର ୩୧ପର୍ଯ୍ୟନ୍ତ ଲାଗୁ ରହିବ…
Read More » -
୧ ଅକ୍ଟୋବରରୁ ବଦଳିଯିବ କିଛି ନିୟମ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇପାରେ
ନୂଆଦିଲ୍ଲୀ ; ୩୦/୯ : ଭାରତ ସରକାରଙ୍କ ଅନେକ ରିହାତିର ସମୟସୀମା ସେପ୍ଟେମ୍ବର ୩୦ରେ ଶେଷ ହେଉଛି । ୧ ଅକ୍ଟୋବରରୁ ବ୍ୟାଙ୍କ ,ବାହାନ, ଡ୍ରାଇଭିଂ ଲାଇସେନ୍ସ…
Read More »