ରାଜ୍ୟ
-
ଯାଜପୁର ଜିଲ୍ଳ୍। ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର,୩୦ା୧୨: ଯାଜପୁର ଜିଲ୍ଳ୍ା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମିତ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅପରାହ୍ନ ଘ.୪.୩୦ମିନିଟ୍ ସମୟରେ ଜିଲ୍ଳ୍ା ପରିଷଦ…
Read More » -
ନବୀନ ଓ ତାମିଲ ହଟାଅ, ଓଡ଼ିଶା ବଂଚାଅ ଅଭିଯାନ ଆରମ୍ଭ କରିବ ଆଇ.ସି.ପି
ଭୁବନେଶ୍ୱର୧୮/୧୨: ଆଗାମୀ ଡିସେମ୍ବର ୨୫ ତାରିଖ ଠାରୁ ନୂତନ ରାଜନୈତିକ ଦଳ ଆଇ.ସି.ପି ଓଡ଼ିଶାରୁ ନବୀନ-ତାମିଲ ହଟାଅ ଏବଂ ଓଡ଼ିଶା ବଂଚାଅ ଅଭିଯାନ ଆରମ୍ଭ କରିବ ବୋଲି…
Read More » -
ନବୀନ ସରକାର ସମୟରେ ଘଟିଥିବା ପୋଲିସ ଏନକାଉଂଟରଗୁଡ଼ିକର ବିଚାର ବିଭାଗୀୟ ତଦନ୍ତ ଦାବୀ କଲା ଆଇ.ସି.ପି
ଭୁବନେଶ୍ୱର,୧୮/୧୨: ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳ ଦୀର୍ଘ ୨୪ ବର୍ଷ ସମୟର ଯଥା-ତା ୦୫/୦୩/୨୦୦୦ରିଖ ଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ପୋଲିସ କରିଥିବା ସମସ୍ତ ଏନକାଉଂଟରଗୁଡ଼ିକର ତଦନ୍ତ…
Read More » -
ମାୟାଧରଙ୍କ ଯୁଦ୍ଧ-ସଇତାନ୍ ସାବଧାନ୍ ପୁସ୍ତକ ଉନ୍ମୋଚିତ
ବ୍ୟାସନଗର, ୦୬/୧୨ : ଯୁଦ୍ଧରେ ଥରୁଛି ସାରାବିଶ୍ୱ । ଏବେ ଇସ୍ରାଏଲ-ଗାଜାରେ ଦୁଇମାସଧରି ରକ୍ତଯୁଦ୍ଧଚାଲି ଅସଂଖ୍ୟ ଜୀବନ ଓ ଧନସଂପତ୍ତି ମାଟିରେ ମିଶାଇଦିଆଯାଇଛି । ରୁଷ୍-ୟୁକ୍ରେନ୍ ଯୁଦ୍ଧ…
Read More » -
‘ମହାପାତ୍ର କନଷ୍ଟ୍ରକ୍ସନ୍ସ’ର ୧୨ତମ ବାର୍ଷିକୋତ୍ସବ ହୀରାପୁର ଠାରେ ପାଳିତ; ୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା-୨୦୨୩
ବେଗୁନିଆ,୨୨/୧୧(ଉଦୟବଟ ନ୍ୟୁଜ୍ ବ୍ୟରୋ): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ହୀରାପୁର ଠାରେ ‘ମହାପାତ୍ର କନଷ୍ଟ୍ରକ୍ସନ୍ସ’ର ୧୨ତମ ବାର୍ଷିକୋତ୍ସବ ହୀରାପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ନିର୍ମାଣ…
Read More » -
‘ଉଦୟବଟ’ ତରଫରୁ ୬୯ତମ ଶିଶୁ ଦିବସ ପାଳିତ ଓ ‘ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ’ ପ୍ରତିଯୋଗିତାର ଶୁଭାରମ୍ଭ
ବ୍ୟାସନଗର,୧୭/୧୧(ଉଦୟବଟ ନ୍ୟୁଜ୍): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ତରଫରୁ ୬୯ତମ ଶିଶୁ ଦିବସ…
Read More » -
ଆରପାରିରେ ତବଲା ମଉସା ‘ଦେବେନ୍ଦ୍ର ମଲ୍ଲିକ’; ବିଭିନ୍ନ ମହଲରେ ଶୋକ
ବ୍ୟାସନଗର, ୦୬ା୧୧(ଉ. ନ୍ୟୁଜ୍ ବ୍ୟୁରୋ): ଏଇ ଅଳ୍ପ କେଇ ମିନିଟ୍ ଆଗରୁ ଆଖି ବୁଜିଛନ୍ତି ପୁରୁଖା ତବଲା, ଲାଲ ବାଦକ ତଥା ବରିଷ୍ଠ ଗାୟକ ଦେବେନ୍ଦ୍ର କୁମାର…
Read More » -
‘ବ୍ୟାସନଗର ପବ୍ଲିକ ସ୍କୁଲ’ରେ “ସହୋଦୟ ଇଷ୍ଟର୍ଣ୍ଣ ଓଡ଼ିଶା ଚ୍ୟାପ୍ଟର” ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ
ବ୍ୟାସନଗର, ୦୩ା୧୧ା୨୩: ଆଜି ଶନିବାର ସ୍ଥାନୀୟ ‘ବ୍ୟାସନଗର ପବ୍ଲିକ ସ୍କୁଲ’ରେ ଏକ ଚିତାକର୍ଷକ ଉତ୍ସବରେ ‘ସହୋଦୟ ଇଷ୍ଟର୍ଣ୍ଣ ଓଡ଼ିଶା ଚ୍ୟାପ୍ଟର’ ଆନ୍ତ ବିଦ୍ୟାଳୟ ସଂଗୀତ ଓ ନୃତ୍ୟ…
Read More » -
ରାଜ୍ୟରେ ଗଜଲକ୍ଷ୍ମୀ ପୂଜା, ଗ୍ରହଣ ଯୋଗୁ ରୀତିନୀତିରେ ପରିବର୍ତନ, କେତେକ ସ୍ଥାନରେ ଗ୍ରହଣ ସମୟରେ ପୂଜା
ଢ଼େଙ୍କାନାଳ/ବ୍ୟାସନଗର/କେନ୍ଦ୍ରପଡ଼ା, ୨୮/୧୦(ସୈାଭାଗ୍ୟ ରଂଜନ ମୁଦୁଲି/ ଦୁଷ୍ମନ୍ତ କୁମାର ରାଉତ/ ଅରୁଣ ଦାସଙ୍କ ଠାରୁ): ଆଜି ଚନ୍ଦ୍ରଗ୍ରହଣ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀଙ୍କ ପୂଜା ଓ କୁମାର…
Read More » -
୨୦୦୫ ମସିହାରୁ ସମସ୍ତ ଦରଖାସ୍ତ ଏବଂ ତଥ୍ୟ ଅନଲାଇନରେ ପ୍ରଦର୍ଶନ କରିବା ପାଇଁ ଆଇ.ସି.ପି ର ଦାବି
ଭୁବନେଶ୍ଵର, ତା୧୮/୧୦(ଉ.ନ୍ୟୁଜ୍ ବ୍ୟୁରୋ) : ୨୦୦୫ ମସିହା ଠାରୁ ସୂଚନାଧିକାର ଆଇନ୍ ଅନୁଯାୟୀ ହୋଇଥିବା ସମସ୍ତ ଦରଖାସ୍ତ ଏବଂ ସେସବୁର ଉତ୍ତର ଓ ତଥ୍ୟ ଅନଲାଇନ୍ ରେ…
Read More »