ସ୍ବାସ୍ଥ୍ୟ
-
ବିନା ଡ଼ାକ୍ତରରେ ଚାଲିଛି ଯାଜପୁର ରୋଡ଼ କର୍ମଚାରୀ ରାଜ୍ୟବୀମା ଚିକିତ୍ସାଳୟ (E S I C)
ଯାଜପୁର ; ୧୯/୧୦ : କର୍ମଚାରୀ ରାଜ୍ୟବୀମା ନିଗମ ସାଧାରଣ ଜନସମାଜକୁ ତାର ଚିକିତ୍ସା ସେବା ଯୋଗାଇ ଆସୁଥିବା ସ୍ଥଳେ କିଛି କିଛି ଅବ୍ୟବସ୍ଥା ପାଇଁ ଜନମାନସରେ…
Read More » -
ଡ଼ା. ପି କେ ସାହୁ ‘ପେଡ୍ରିଆଟିକ୍ ଆଲର୍ଜି ଓ ଆପ୍ଲାଏଡ ଇମ୍ୟୁନୋଲୋଜି’ ଓଡ଼ିଶା ଶାଖାର ସଭାପତି ହେଲେ
ବ୍ୟାସନଗର, ୦୫/୧୦: ଯାଜପୁର ଜିଲ୍ଲାର ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ତଥା ବ୍ୟାସନଗର ପୈାର ପରିଷଦ ଅଂଚଳର ନିର୍ଭରଯୋଗ୍ୟ ଓ ସୁନାମଧନ୍ୟ ଡ଼ା. ପ୍ରସନ୍ନ କୁମାର ସାହୁ…
Read More » -
ପାରାଦୀପ ବନ୍ଦର କର୍ତୃପକ୍ଷ (ପିପିଟି) ଆନୁକୂଲ୍ୟରେ ପାରାଦୀପରେ ଗଡିଲା ‘ସ୍ୱଚ୍ଛତା ରଥ’
ପାରାଦୀପ, ୨୪/୯ (ଚକ୍ରଧର ଦାଶଙ୍କ ଠାରୁ): ବନ୍ଦର ନଗରୀ ପାରାଦୀପର ଜନସାଧାରଣଙ୍କ ନିକଟରେ ସ୍ୱଚ୍ଛ ପରିବେଶ ତଥା ପରିବେଶର ସୁରକ୍ଷା ଓ ସଚେତନତାର ବାର୍ତା ପହଚାଂଇବାର ମହତ…
Read More » -
‘କରୋନା’ ଦାଉ ଠାରୁ ଏବେ ଘାତକ ସାଜିଛି ହୃଦ୍ରୋଗ ଓ ଅନ୍ୟାନ ରୋଗ; ଲୋକଙ୍କ ଅବସ୍ଥାର ପ୍ରକୃତ ଅନୁଧ୍ୟାନ ଜରୁରୀ
ଯାଜପୁର,୨୨/୦୯: ଖାଲି ଯାଜପୁର ଜିଲ୍ଲା କାହିକି ଓଡ଼ିଶାର ବିଭିନ୍ନ ସ୍ଥାନରେ କରୋନା ଜନିତ ସମସ୍ୟା, ଜଟିଳତା, ଆଶଙ୍କା, ଦଃୁଖ ଯେତିକି ଦୀର୍ଘ ୦୬ମାସ ହେଲା ଦେଖାଯାଉଥିଲା ତା’କୁ…
Read More » -
‘କରୋନା’ ବେଳେ ଦାଉ ସାଜୁଛନ୍ତି କାଳିଆପାଣିର ଖଣି କର୍ତୃପକ୍ଷ, ଡମଶାଳା ଜଳ ପାଲଟିଛି ଘାତକ
କାଳିଆପାଣି, ୨୧/୦୯(ରବୀନ୍ଦ୍ର କୁମାର ଭଂଜଙ୍କ ଠାରୁ): ଯାଜପୁର ଜିଲ୍ଲାର ସୁକିନ୍ଦା କ୍ରୋମ ଖଣି ଉପତ୍ୟକା ଉନ୍ନତ ମାନର କ୍ରୋମାଇଟ ପାଇଁ ବିଶ୍ୱ ସ୍ତରରେ ବେଶ୍ ପରିଚିତ ।…
Read More » -
କରୋନା ନିୟନ୍ତ୍ରଣ ପାଇଁ ଯାଜପୁରରେ ବିବିଧ ପଦକ୍ଷେପ
ଯାଜପୁର, ୧୮ା୯ : କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିବିଧ ପଦକ୍ଷେପ ଗ୍ରହଣ କରାଯାଇଚ୍ଥି । ସାଧାରଣ ଜନତା କୋଭିଡର ମାର୍ଗ ଦର୍ଶିକା ମାନିବା…
Read More » -
ଯାଜପୁର ଜିଲ୍ଲାରେ ପିଂଭର କ୍ଲିନିକ୍ର ଶୁଭାରମ୍ଭ
ଯାଜପୁର, ୧୮ା୯ : ଥଣ୍ଡା, ଜ୍ୱର, କାଶ ଇତ୍ୟାଦି ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିରଜା ଉଚ୍ଚ ବିଦ୍ୟାଳୟ…
Read More » -
ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବହୁ ଡାକ୍ତର, ନର୍ସ ଓ କର୍ମଚାରୀ କରୋନା ସଂକ୍ରମିତ
ବ୍ୟାସନଗର, ୦୯/୦୯: ଗତ କିଛି ଦିନର କରୋନା ପରୀକ୍ଷାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ବ୍ୟାସନଗର ସହରରେ କରୋନା ସଂକ୍ରମଣ ଢ଼େର ବଢ଼ିଯାଇଛି । ସହରର ଅଧିକାଂଶ…
Read More » -
ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ୮ ମାସ ହେଲା ଭେଷଜ ବିଶେଷଜ୍ଞ ପଦ ଖାଲି; ରୋଗୀ ହନ୍ତସନ୍ତ
ଆନନ୍ଦପୁର, ୮।୯: ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ପଦ ୮ ମାସ ହେବ ଖାଲିପଡ଼ିଥିବା ଜଣାପଡ଼ିଛି । ସୂଚନାରୁ ଜଣାଯାଏ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ…
Read More »