ତାଜା ଖବର
-
ବ୍ୟାସନଗର ଓ କଳିଙ୍ଗନଗର ୱେବ୍ ମିଡିଆ ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ, ୟୁନିଅନ ଗଠନ କରିବା ପାଇଁ ପ୍ରସ୍ତାବ
ଯାଜପୁର, (ସନ୍ତୋଷ ରଥଙ୍କ ଠାରୁ ): ବ୍ୟାସନଗର ଓ କଳିଙ୍ଗନଗରରେ କାର୍ୟ୍ୟରତ ୱେବ୍ ମିଡିଆର ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପ୍ରୟାସ କରିଛନ୍ତି କିଛି ସାମ୍ବାଦିକ…
Read More » -
ଧର୍ମଶାଳାରେ ମକର ମିଳନ; ପ୍ରତ୍ୟେକ ଓଡିଆ ଯୁବକ ଭାଗବତ ପ୍ରଚାର ପ୍ରସାରର ନେତୃତ୍ୱ ନେବାକୁ ଆହ୍ୱାନ
ଧର୍ମଶାଳା,୧୪/୦୧: ଓଡିଆ ଜାତି ଭାଗବତ ସର୍ବସ୍ୱ । ଉଭୟ ଜଗନ୍ନାଥ ସଂସ୍କୃତି ଓ ଭାଗବତ ହିଁ ଓଡିଆ ଜାତିର ପରିଚୟ । ଓଡିଆ ଜାତିର ଜନ ଜୀବନ…
Read More » -
ଅବସରପ୍ରାପ୍ତ ଖଣି ନିଗମ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପାଇଁ ଧାରଣା ଜାରୀ; ଆସନ୍ତା କାଲି ଆଲୋଚନା ପାଇଁ ଡାକିଲେ ଉଚ୍ଚ କର୍ତୃପକ୍ଷ
ବ୍ୟାସନଗର,୧୪/୦୧: ଏକଦା ଓଡ଼ିଶା ଖଣି ନିଗମ ଓ ରାଜ୍ୟ ବିଦ୍ୟୁତ୍ ବୋର୍ଡ଼ର କର୍ମଚାରୀମାନଙ୍କ ପାଇଁ ୧୯୯୧ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅନ୍ୟ ସରକାରୀ କର୍ମଚାରୀମାନଙ୍କ ପରି…
Read More » -
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଭଦ୍ରକ ସହରରେ ହୋଇଥିଲା ବାଇକ ରାଲି
ଭଦ୍ରକ ; ୧୪/୦୧ : (ଶିଵ ଶଙ୍କର ପଣ୍ଡାଙ୍କ ଠାରୁ) ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଆୟୋଜିତ ହୋଇଥିଲା ସଂକ୍ରାନ୍ତି ମିଳନ…
Read More » -
ବ୍ୟାସନଗର ପୌରାଞ୍ଚଳରେ ଥିବା ମା ଧନକର ବିଜେ ପୀଠରେ ପାଳିତ ହୋଇଯାଇଛି ମକର ଉତ୍ସବ
ବ୍ୟାସନଗର; ୧୪/୦୧ : (ବିଶ୍ୱ ରଞ୍ଜନ ପଟ୍ଟନାୟକଙ୍କ ଠାରୁ) ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ ଥିବା ମା ଧନକର ବିଜେ ପୀଠରେ ପାଳିତ ହୋଇଯାଇଛି ମକର ଉତ୍ସବ।…
Read More » -
ଯାଜପୁର ୫ମ ଜିଲ୍ଳ୍ା ପରିଷଦର ଏକାଦଶତମ ବୈଠକ ଅନୁଷ୍ଠିତ
ଯାଜପୁର, ୧୩ା୧ : ସ୍ୱାସ୍ଥ୍ୟ, ଶିକ୍ଷା ଓ ପାନୀୟ ଜଳ ଜଳି ମୈାଳିକ ସମସ୍ୟାର ସମାଧାନ ସହ କିପରି ଲୋକ ମାନଙ୍କୁ ଉପଯୁକ୍ତ ସେବା ଯୋଗାଯାଇପାରିବ ସେଥିପ୍ରତି…
Read More » -
ଓଡ଼ିଶୀ ନୃତ୍ୟଶିଳ୍ପୀ ତନୁଶ୍ରୀଙ୍କ ପ୍ରତିଭା ପହଂଚି ପାରିଛି ସୁଦୂର ନେପାଳରେ
ବ୍ୟାସନଗର; ୧୩/୦୧: ସୁଦୂର ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ପଶୁପତିନାଥ ମହୋତ୍ସବରେ ନିଜର ଓଡ଼ିଶୀନୃତ୍ୟ କଳା ପ୍ରଦର୍ଶନ କରି ତନୁଶ୍ରୀ ପ୍ରିୟଦର୍ଶିନୀ ରାୟ ଯାଜପୁର ଜିଲ୍ଲା ତଥା ଓଡ଼ିଶା…
Read More » -
ଅବସରପ୍ରାପ୍ତ ଖଣି ନିଗମ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପାଇଁ ରିଲେ ଧାରଣା
ବ୍ୟାସନଗର,୧୨/୦୧: ଏକଦା ଓଡ଼ିଶା ଖଣି ନିଗମ ଓ ରାଜ୍ୟ ବିଦ୍ୟୁତ୍ ବୋର୍ଡ଼ର କର୍ମଚାରୀମାନଙ୍କ ପାଇଁ ୧୯୯୧ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅନ୍ୟ ସରକାରୀ କର୍ମଚାରୀମାନଙ୍କ ପରି…
Read More » -
ବ୍ୟାସନଗର ପୈାର ପରିଷଦ ସଫେଇ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା
ବ୍ୟାସନଗର,୧୨/୦୧: ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ସଫେଇ କର୍ମଚାରୀଙ୍କୁ ନେଇ ଯୋଡ଼ାବର ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଂଟର ଠାରେ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୭ଦିନ…
Read More » -
କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ କାର୍ଯ୍ୟ ସମୀକ୍ଷା
ଯାଜପୁର, ୯ା୧ : କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଚ୍ଥନ୍ତି ।…
Read More »