ଆଜି ୧୨୫ତମ ନେତାଜୀ ଜୟନ୍ତୀ
କଟକ; ୨୩/୦୧: ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନରେ ନେତାଜୀ ଜୟନ୍ତୀ ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରେ ବିଶ୍ବସ୍ତରୀୟ ବସ୍ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ନେତାଜୀଙ୍କ ନାମରେ କଟକ ଖାନନଗରରେ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ । ୧୨ ଏକର ଜମିରେ ହେବ ଏହି ବସ୍ ଟର୍ମିନାଲ, ଖର୍ଚ୍ଚ ହେବ ୬୫ କୋଟି ଟଙ୍କା ।
Live Share Market