DUSHMANTA KUMAR ROUT
-
ତାଜା ଖବର
ଯାଜପୁରରୋଡରେ ନୂତନ ରେଳବାଇ ଡିଭିଜନ ପାଇଁ ଦସ୍ତଖତ ଅଭିଯାନ ଜାରୀ, ଆଜି ସାହାପୁର ହାଟରେ ବହୁ ବ୍ୟକ୍ତି ଦାବୀ ଦୋହରାଇଲେ
ସାହାପୁରହାଟ,୧୨ା୭(ଉ.ନ୍ୟୁଜ୍ ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ ଓ ସମ୍ପ୍ରସାରଣ ପରେ ଓଡ଼ିଶାର ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳ…
Read More » -
ଆଞ୍ଚଳିକ
ଜହ୍ନା ବଳଦେବଜୀଉ ମନ୍ଦିରରେ କୋଭିଡ଼ କଟକଣା ଭିତରେ ରଥଯାତ୍ରା ବିଧି ରକ୍ଷା
ଜହ୍ନା: ଜହ୍ନା ବଳଦେବଜୀଉ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରୀ ଗୁଣ୍ଡିଚା ପବିତ୍ର ତିଥିରେ ଆଜି ତିନି ଠାକୁରଙ୍କ ପହଣ୍ଡି ବିଜେ ହୋଇଛି । କରୋନ କଟକଣା ଓ…
Read More » -
ଆଞ୍ଚଳିକ
ଗଣମାଧ୍ୟମ ପ୍ରତିନିଧି ଅଶୋକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା
ଯାଜପୁର, ୯ା୭: ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସହଯୋଗ ମୋ ପରିବାର ମୁହଁରେ ହସ ପୁଂଟାଇ ପାରିଚ୍ଥି ବୋଲି କହିଚ୍ଥନ୍ତି କୋଭିଡ ଯୋଦ୍ଧା ଅଶୋକ…
Read More » -
ଆଞ୍ଚଳିକ
ଯାଜପୁରରେ ନୂତନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଯୋଗଦାନ
ଯାଜପୁର, ୯ା୭: ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅଶୋକ କୁମାର ବେହୁରିଆ ଯୋଗଦାନ କରିଚ୍ଥନ୍ତି । ଆଜି ଶୁକ୍ରବାର ପୂର୍ବାହ୍ନରେ ଶ୍ରୀ…
Read More » -
ଆଞ୍ଚଳିକ
ଗୋପବନ୍ଧୁଙ୍କ ମହା ପ୍ରୟାଣ ଦିବସରେ ଶ୍ରଦ୍ଧାସୁମନ ଅର୍ପଣ
ଯାଜପୁର, ୯ା୭: ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ପବିତ୍ର ମହା ପ୍ରୟାଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଚ୍ଥି । ଚଳିତ ବର୍ଷ ଜୁଲାଇ ୯ ତାରିଖ ଶୁକ୍ରବାର…
Read More » -
ଆଞ୍ଚଳିକ
‘ଉଦୟବଟ’ ତରଫରୁ ଯାଜପୁରରୋଡର କ୍ରୋମନଗର ବିଦ୍ୟାପୀଠ ଠାରେ ବୃକ୍ଷରୋପଣ
ବ୍ୟାସନଗର, ୯/୭(ଉ.ନ୍ୟୁଜ୍ ବ୍ୟୁରୋ): ସମ୍ବାଦ ଭିତିକ ପତ୍ରିକା ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍’ ତରଫରୁ ‘କୋଭିଡ଼’ କଟକଣା ମଧ୍ୟରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହେବା…
Read More » -
ଆଞ୍ଚଳିକ
କଳିଙ୍ଗନଗରର ଟ୍ରେଲର ମାଲିକ ସଂଘର ବୈଠକ
କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗରର ଟ୍ରେଲର ମାଲିକ ସଂଘ ତରଫରୁ ଗତ ତା ୩/୭/୨୧ ରିଖରେ ଦିଆଯାଇଥିବା ଦାବୀପତ୍ରର ସମାଧାନ ପାଇଁ ଆଜି ସୋମବାରର ସମୟ ପ୍ରଶାସନ…
Read More » -
ତାଜା ଖବର
‘ଉଦୟବଟ’ ତରଫରୁ ୭୨ତମ ବନମହୋତ୍ସବ, ବ୍ୟାସନଗରର ମୁଣ୍ଡମାଳ ହନୁମାନ ବାଟିକାରେ ବାଡ ବ୍ୟବସ୍ଥା ସହ ୪୦ଟି ମୂଲ୍ୟବାନ ଗଛ ଲାଗିଲା
ବ୍ୟାସନଗର, ୫/୭(ଉ.ନ୍ୟୁଜ୍ ବ୍ୟରୋ): ବୃକ୍ଷ ହିଁ ଜୀବନ, ଦାରୁ ବ୍ରହ୍ମ, ପ୍ରକୃତି ମାତାର ଶ୍ରେଷ୍ଠତମ ସୃଷ୍ଟି । କରୋନା ସମୟରେ ବୃକ୍ଷର ଉପକାରିତାକୁ ଆମ୍ଭେ ଅନୁଭବ କରିଛେ…
Read More » -
ଆଞ୍ଚଳିକ
ଯାଜପୁର ଜିଲ୍ଲାର ବରିଷ୍ଠ ଟ୍ୟାକ୍ସ ମୋହରର ବଳରାମ ସ୍ୱାଇଁଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ
ବ୍ୟାସନଗର,୨୪/୬(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାର ପରିଷଦର ନହକା ଗ୍ରାମର ମୁରବୀ ଶ୍ରେଣୀର ବ୍ୟକ୍ତି ତଥା ଯାଜପୁର ଜିଲ୍ଲା ବରିଷ୍ଠ ଟ୍ୟାକ୍ସ ମୋହରର ୰ ବଳରାମ ସ୍ୱାଇଁଙ୍କ ୧ମ…
Read More » -
ତାଜା ଖବର
ମହାରାଷ୍ଟ୍ରର ‘ରାଜୁରି ଷ୍ଟିଲ’ ଫର୍ନେସ ବିଷ୍ଫୋରଣରେ ଆଉ ଜଣେ ଓଡ଼ିଆ ଶ୍ରମିକ ମୃତ, ତଦନ୍ତକୁ ଯୋରଦାର କଲା ଯାଜପୁର ଶ୍ରମ ବିଭାଗ
ବ୍ୟାସନଗର,୨୪ା୬(ଉ.ନ୍ୟୁଜ୍ ବ୍ୟୁରୋ): ମହାରାଷ୍ଟ୍ରର ଜଲ୍ନା ଜିଲାର ‘ରାଜୁରୀ ଷ୍ଟିଲ ଆଣ୍ଡ ଟିଏମଟି ବାର’ ତରଳ ଷ୍ଟିଲ ଫର୍ନେସର ଉତପ୍ତ ମୋଲ୍ଡରେ ହଠାତ୍ ବିଷ୍ଫୋରଣ ଘଟିବାରୁ ସେଠାରେ କାମ…
Read More »