DUSHMANTA KUMAR ROUT
-
ଆଞ୍ଚଳିକ
ଯାଜପୁରରେ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଜାରି ରହିଚ୍ଥି
ଯାଜପୁର, ୨ା୧୧ : ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚଳିତ ନଭେମ୍ବର ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଚ୍ଥି । ଯାହା ଚଳିତ ମାସ…
Read More » -
ଆଞ୍ଚଳିକ
ଶିକ୍ଷାବିତ ରାମଚନ୍ଦ୍ର ସାହୁଙ୍କ ଜନ୍ମଶତବାର୍ଷିକୀ ପାଳନ କମିଟି ଗଠିତ
ପାଣିକୋଇଲି, ୨/୧୧(ରାମଚନ୍ଦ୍ର ବାରିକଙ୍କ ଠାରୁ): ପାଣିକୋଇଲି ମାଟିର ଦୁରଦ୍ରଷ୍ଟା ବରପୁତ୍ର ପାଣିକୋଇଲି ହାଇସ୍କୁଲର ପ୍ରତିଷ୍ଠାତା ତଥା ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ରାମଚନ୍ଦ୍ର ସାହୁଙ୍କ ଜନ୍ମ ଶତବାର୍ଷିକ ଉତ୍ସବ ପାଳନ…
Read More » -
ଆଞ୍ଚଳିକ
ବ୍ୟାସନଗରରେ ଦୁର୍ନୀତି ନିବାରଣ ସଚେତନତା ଓ ବିଶ୍ୱ ମିତବ୍ୟୟତା ଦିବସ ପାଳିତ
ଯାଜପୁର, ତା ୧ା୧୧: ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ଓ ବିଶ୍ୱ ମିତବ୍ୟୟତା ଦିବସ ସ୍ଥାନୀୟ ଚୋରଦା ସ୍ଥିତ ମଂଚ କାର୍ଯ୍ୟାଳୟରେ…
Read More » -
ଆଞ୍ଚଳିକ
ଯାଜପୁରରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଟାସ୍କ ପୋଂର୍ସ ବୈଠକ ଅନୁଷ୍ଠିତ
ଯାଜପୁର, ୧ା୧୧: ଗତ ୨ ବର୍ଷ ହେଲାଣି କୋଭିଡ ପାଇଁ ଶିଶୁମାନଙ୍କ ଟୀକାକରଣ ବାଧାପ୍ରାପ୍ତ ହୋଇଚ୍ଥି । ଏହାକୁ ପୂର୍ବ ଭଳି ନିୟମିତ ଆକାରରେ ଚାଲୁ କରାଯିବାକୁ…
Read More » -
ତାଜା ଖବର
ପଦ୍ମଶ୍ରୀ ନନ୍ଦ ସାରଙ୍କ ଫିଲ୍ମ ପୋଷ୍ଟର ରିଲିଜ
ବ୍ୟାସନଗର: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଚାଟଶାଳୀ ଶିକ୍ଷକ ୧୦୪ ବର୍ଷୀୟ ନନ୍ଦ ପୃଷ୍ଟିଙ୍କ ଉପରେ ନିର୍ମାଣ କରାଯାଇଥିବା ଫିଲ୍ମର ପ୍ରଥମ ପୋଷ୍ଟର…
Read More » -
ଆଞ୍ଚଳିକ
ବ୍ୟାସନଗରରେ ଶାନ୍ତିପୂର୍ଣ୍ଣ କାଳୀପୂଜା ପାଇଁ ପ୍ରଶାସନର ପୂଜା କମିଟି ସହ ଆଲୋଚନା
ବ୍ୟାସନଗର, ୨୯/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଂଚଳରେ କାଳୀପୂଜା ଏକ ଗଣପର୍ବ ରୂପେ ବିବେଚିତ ହୋଇଆସୁଛି । ହେଲେ କରୋନା ମହାମାରୀର ପ୍ରାର୍ଦୂଭାବ ପାଇଁ…
Read More » -
ଆଞ୍ଚଳିକ
ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ଶୋକ ସଭା
ବ୍ୟାସନଗର, ୨୯/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଂଚଳର ବିଶିଷ୍ଟ ସମାଜସେବୀ, କାଳିଆପାଣି ସ୍ଥିତ ‘ଟିସ୍କୋ’ ମାଇନ୍ସର ପୂର୍ବତନ ଅଧିକାରୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ…
Read More » -
ଆଞ୍ଚଳିକ
ଯାଜପୁରରେ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ
ଯାଜପୁର, ୨୬ା୧୦: ଦୁର୍ନୀତି ଏକ ଦୁସ୍ଥ ମାନସିକତା । ଏହା ବ୍ୟକ୍ତି, ପରିବାର ଓ ସମାଜକୁ ରୁଗ୍ଣ କରିଦିଏ । ତେଣୁ ଏହାର ବିଲୋପ ପାଇଁ ସବୁ…
Read More » -
ଆଞ୍ଚଳିକ
ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ ତରଫରୁ ଶ୍ରଦ୍ଧାଞ୍ଜଳି
ବ୍ୟାସନଗର, ୨୪/୧୦(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଂଚଳର ବିଶିଷ୍ଟ ସମାଜସେବୀ, ସୁକିନ୍ଦାର କାଳିଆପାଣି ସ୍ଥିତ ‘ଟିସ୍କୋ’ ମାଇନ୍ସର ପୂର୍ବତନ ଫୋରମ୍ୟାନ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ…
Read More » -
ଆଞ୍ଚଳିକ
ସମାଜସେବୀଙ୍କ ବିୟୋଗରେ ରାମଚନ୍ଦ୍ରଙ୍କ ଶୋକ ବାର୍ତା
ପାଣିକୋଇଲି,୨୧/୧୦: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଂଚଳର ବିଶିଷ୍ଟ ସମାଜସେବୀ, ପୂର୍ବତନ କାଳିଆପାଣି ସ୍ଥିତ ‘ଟିସ୍କୋ’ ମାଇନ୍ସର ଅଧିକାରୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ…
Read More »