Dushmanta Kumar Rout
-
ତାଜା ଖବର
ମା’ ବିରଜାଙ୍କ ସ୍ୱ ନକ୍ଷତ୍ରୋତ୍ସବ ଚଳିତ ମାସ ୧୧ରେ
ଯାଜପୁର, ୯ା୨: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ପବିତ୍ର ସ୍ୱ ନକ୍ଷତ୍ର ଦିବସ ପାଳିତ ହୁଏ ପ୍ରତ୍ୟେକ ବର୍ଷ ମାଘ ମାସ ଅମାବାସ୍ୟା ତିଥିରେ ।…
Read More » -
ଆଞ୍ଚଳିକ
ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କ ପିତାଙ୍କ ନବମ ବାର୍ଷିକ ଶ୍ରାଦ୍ଧୋତ୍ସବ
ପାରାଦୀପ, ୦୮/୦୨(ଚକ୍ରଧର ଦାଶଙ୍କ ଠାରୁ): ସ୍ଥାନୀୟ ଅଂଚଳର ସୁନାମଧନ୍ୟ ଶିକ୍ଷକ, ବରିଷ୍ଠ କୃଷକ ଓ ଶିକ୍ଷକ ନେତା ତଥା ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କ ପିତା…
Read More » -
ତାଜା ଖବର
ରାମ ମନ୍ଦିର ନିର୍ମାଣ ପାଇଁ ପାଲ ଫର୍ନିଚରର ପ୍ରତିଷ୍ଠାତାଙ୍କ ୫ହଜାର ଦାନ
ବ୍ୟାସନଗର,୦୬/୨: ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସ୍ଥାନରୁ ସାହାଯ୍ୟ ସହଯୋଗ ସଂଗ୍ରହ କରାଯାଉଛି । ଏହି ଉପଲକ୍ଷେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆର୍ଥିକ…
Read More » -
ତାଜା ଖବର
ପାସେଞ୍ଜର ଟ୍ରେନ ଚଲା ନ ଯିବା ପ୍ରତିବାଦରେ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଆନ୍ଦୋଳନ ଡାକରା
ଯାଜପୁର,୪/୨: ପଶ୍ଚିମବଙ୍ଗରେ ୫୪ଟି ପାସେଞ୍ଜର ଟ୍ରେନ ଚାଲୁଥିବା ବେଳେ ଓଡିଶାରେ ଗୋଟିଏ ହେଲେ ପାସେଞ୍ଜର ଟ୍ରେନ ଚାଲୁନାହିଁ । ଡି.ଏମ.ୟୁ ପରି ଟ୍ରେନ ଗରୀବ, କର୍ମଜୀବି, ଦିନ…
Read More » -
ତାଜା ଖବର
୩ ଗୋଟି ନନ୍-ବ୍ୟାଙ୍କିଙ୍ଗ କମ୍ପାନୀର ପଞ୍ଜିକରଣ ପ୍ରତ୍ୟାହୃତ କଲା ଆର.ବି.ଆଇ
ଯାଜପୁର, ୪ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ ତିନି ଗୋଟି ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଙ୍କର ପଞ୍ଜିକରଣ ପ୍ରତ୍ୟାହାର କରି ନେଇଚ୍ଥନ୍ତି । ଏହି ତିନି ଗୋଟି ନନ୍-ବ୍ୟାଙ୍କିଙ୍ଗ ପାଂଇନାନ୍ସ…
Read More » -
ଆଞ୍ଚଳିକ
ଯାଜପୁରରେ ଉତ୍କଳ ଗୈାରବ ମଧୁସୂଦନଙ୍କୁ ଶ୍ରଦ୍ଧାଞ୍ଜଳୀ
ଯାଜପୁର, ୪ା୨: ଆଜି ପେଂବୃୟାରୀ ୪ ତାରିଖ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କର ପୂଣ୍ୟ ମହା ପ୍ରୟାଣ ତିଥି । ଓଡିଆ ସ୍ୱାଭିମାନର ପ୍ରତୀକ, ଓଡିଶା ସ୍ୱତନ୍ତ୍ର…
Read More » -
ଆଞ୍ଚଳିକ
କେନ୍ଦ୍ର ସରକାର ଶ୍ରମ ଆଇନ ସଂଶୋଧନ ଓ ୩ଟି କୃଷି ଆଇନକୁ ପ୍ରତିବାଦ କରି ଚିଠା ନକଲକୁ ପୋଡିଲେ ମିଳିତ ଶ୍ରମିକ ସଂଗଠନ
ବ୍ୟାସନଗର: ଆଜି ତା 3.2.2021ରିଖ କେନ୍ଦ୍ରରେ ବି ଜେ ପି ସରକାର ମହାମାରୀ କରୋନା ସମୟରେ ସମ୍ବିଧାନ କୁ ଉଲଘଂନ କରି ଅଗଣତାନ୍ତ୍ରିକ ଭାବେ ଅଧ୍ୟାଦେଶ ଜରିଆରେ…
Read More » -
କ୍ରାଇମ
ଧର୍ମଶାଳା ସି.ଏଚ୍.ସି କିରାଣୀ ଦେବସ୍ମିତା ଘରୋଇ ହିଂସା ସୃଷ୍ଟି ଅଭିଯୋଗରେ ମୁମ୍ବାଇର ପନବେଲ କୋର୍ଟରେ ହାଜର
ବ୍ୟାସନଗର,୦୩/୨: ଯାଜପୁର ଜିଲ୍ଲା ଧର୍ମଶାଳା ସି.ଏଚ୍.ସିର କନିଷ୍ଠ କିରାଣୀ ଦେବସ୍ମିତା ଜେନା ନିଜର ଏକମାତ୍ର ଭାଉଜ ଜଳ୍ପନା ଜେନାଙ୍କୁ ଯୈାତୁକ ନିର୍ଯ୍ୟାତନା ଦେବା, ମୋବାଇଲରେ ଅଶ୍ଳୀଳ…
Read More » -
ଆଞ୍ଚଳିକ
ଯାଜପୁରର ନୂତନ ଉପ-ଜିଲ୍ଲାପାଳ ଭାବେ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଦାୟିତ୍ୱ ଗ୍ରହଣ
ଯାଜପୁର, ୩ା୨(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଉପ-ଜିଲ୍ଲାପାଳ ଭାବେ ଆଜି ବୁଧବାର ପୂର୍ବାହ୍ନରେ ଜ୍ୟୋତି ଶଙ୍କର ମହାପାତ୍ର କାର୍ଯ୍ୟରେ ଯୋଗଦାନ କରିଚ୍ଥ୍ନ୍ତି । ଯାଜପୁର ଉପ-ଜିଲ୍ଲାପାଳ ଥିବା ନାରାୟଣ…
Read More » -
ତାଜା ଖବର
କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ‘ସନ୍ ହସ୍ପିଟାଲ’ରେ ନିଆଁ
କଟକ, ୦୧/୦୨ (ସନ୍ତୋଷ ରଥ/ବିଭୂତି ଭୂଷଣ ଜେନାଙ୍କ ଠାରୁ): କଟକର କନିକା ରୋଡ ସ୍ଥିତ ‘ସନ୍ ହସ୍ପିଟାଲ’ରେ ନିଆଁ । ଫଳରେ ହସ୍ପିଟାଲରୁ ପ୍ରବଳ ଧୂଆଁ ନିର୍ଗତ…
Read More »