Dushmanta Kumar Rout
-
ତାଜା ଖବର
ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ଏବଂ ‘ଉଦୟବଟ’ର ୨୦ତମ ବାର୍ଷିକୋତ୍ସବ ପାଳିତ
ବ୍ୟାସନଗର, ୩୦/୧୨(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗରରୁ ପ୍ରକାଶିତ ସମ୍ବାଦ ଭିତ୍ତିକ ପତ୍ରିକା ‘ଉଦୟବଟ’ର ୨୦ତମ ବାର୍ଷିକୋତ୍ସବ ଓ କୋରାଇର ପୂର୍ବତନ ବିଧାୟକ, ଯାଜପୁରର ଭୂମିପୂତ୍ର ୰ ଅଶୋକ…
Read More » -
ଆଞ୍ଚଳିକ
୨୦୨୪ ଜାନୁୟାରୀ ମାସର ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ
ଯାଜପୁର,୩୦ା୧୨: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ମିଳିତ…
Read More » -
ଆଞ୍ଚଳିକ
ଯାଜପୁର ଜିଲ୍ଳ୍। ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର,୩୦ା୧୨: ଯାଜପୁର ଜିଲ୍ଳ୍ା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମିତ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅପରାହ୍ନ ଘ.୪.୩୦ମିନିଟ୍ ସମୟରେ ଜିଲ୍ଳ୍ା ପରିଷଦ…
Read More » -
ଆଞ୍ଚଳିକ
ବରିଷ୍ଠ ପୁଲିସ ଅଧିକାରୀ ଗୋପବନ୍ଧୁ ସାମଲ ତଥା ପୂର୍ବତନ କାଉନସିଲର ବିଳାସିନି ସାମଲଙ୍କ ଶ୍ରାଦ୍ଧୋତ୍ସ୍ରବ ପାଳିତ
ବ୍ୟାସନଗର,୨୬/୧୨(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁରରୋଡ଼ ସ୍ଥିତ କୋପଣ୍ଡ ଗ୍ରାମରେ ବସବାସ କରୁଥିବା ୰ବରିଷ୍ଠ ପୁଲିସ୍ ଅଧିକାରୀ ଗୋପବନ୍ଧୁ ସାମଲ ଓ ତାଙ୍କ ଧର୍ମପତ୍ନୀ ତଥା ୨୪…
Read More » -
ଆଞ୍ଚଳିକ
ନବୀନ ଓ ପାଣ୍ଡିଆନଙ୍କ କୁଶପୁତଳିକା ଦାହ ପାଇଁ ଆଇ.ସି.ପି. ର ଆହ୍ୱାନ
ଭୁବନେଶ୍ୱର,୨୫/୧୨: ଓଡ଼ିଶା, ଓଡ଼ିଆ ଭାଷା ଏବଂ ଓଡ଼ିଶାବାସୀଙ୍କ ବିରୋଧରେ କୁଚକ୍ରାନ୍ତରେ ବ୍ୟସ୍ତ ଅଛନ୍ତି ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ୍ । ବି.ଜେ.ଡି. ୨୦୧୦ ମସିହାରୁ ଓଡ଼ିଶାର ସ୍କୁଲ…
Read More » -
ତାଜା ଖବର
ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରପଂରୁ ସ୍ୱଚ୍ଚ୍ଥତା ଅଭିଯାନ
ଯାଜପୁର,୨3/୧୨ା୨୦୨୩: ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଯାଜପୁର ତରପଂରୁ ଆୟୁଷ୍ମାନ ଭବଃ କାର୍ଯ୍ୟକ୍ରମ ଅଧୀନରେ ସଚ୍ଛତା ହିଁ ସେବା ଅଭିଯାନ…
Read More » -
ଆଞ୍ଚଳିକ
ଜିଲ୍ଲାରେ ୨ ଗୋଟି ନିଯୁକ୍ତି ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର,୨୩ା୧୨: ଜିଲ୍ଳ୍ା ପରିଷଦ ମିନି କନପଂରେନ୍ସ ହଲଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଳ୍ା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆଙ୍କ ଅଧ୍ୟକ୍ଷତାରେ…
Read More » -
ତାଜା ଖବର
ନବୀନ ଓ ତାମିଲ ହଟାଅ, ଓଡ଼ିଶା ବଂଚାଅ ଅଭିଯାନ ଆରମ୍ଭ କରିବ ଆଇ.ସି.ପି
ଭୁବନେଶ୍ୱର୧୮/୧୨: ଆଗାମୀ ଡିସେମ୍ବର ୨୫ ତାରିଖ ଠାରୁ ନୂତନ ରାଜନୈତିକ ଦଳ ଆଇ.ସି.ପି ଓଡ଼ିଶାରୁ ନବୀନ-ତାମିଲ ହଟାଅ ଏବଂ ଓଡ଼ିଶା ବଂଚାଅ ଅଭିଯାନ ଆରମ୍ଭ କରିବ ବୋଲି…
Read More » -
ତାଜା ଖବର
ନବୀନ ସରକାର ସମୟରେ ଘଟିଥିବା ପୋଲିସ ଏନକାଉଂଟରଗୁଡ଼ିକର ବିଚାର ବିଭାଗୀୟ ତଦନ୍ତ ଦାବୀ କଲା ଆଇ.ସି.ପି
ଭୁବନେଶ୍ୱର,୧୮/୧୨: ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳ ଦୀର୍ଘ ୨୪ ବର୍ଷ ସମୟର ଯଥା-ତା ୦୫/୦୩/୨୦୦୦ରିଖ ଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ପୋଲିସ କରିଥିବା ସମସ୍ତ ଏନକାଉଂଟରଗୁଡ଼ିକର ତଦନ୍ତ…
Read More » -
ତାଜା ଖବର
କଂଗ୍ରେସର ପ୍ରଜା ଦରବାର ନାମକରଣକୁ ବିରୋଧ କଲା ଇଣ୍ଡିଆନ ସିଟିଜେନସ ପାର୍ଟି
ଭୁବନେଶ୍ୱର, ତା ୯/୧୨(ଉ. ନ୍ୟୁଜ୍ ବ୍ୟୁରୋ): ତେଲେଙ୍ଗାନାରେ ନବ ଗଠିତ କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ପ୍ରଜା ଦରବାରର ନାମକରଣକୁ ଇଣ୍ଡିଆନ ସିଟିଜେନସ ପାର୍ଟି ବିରୋଧ…
Read More »