
ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳ ତରଫରୁ ଦାବିପତ୍ର ପ୍ରଦାନ

ଯାଜପୁର /ସୁକିନ୍ଦା ;୨୬/୦୫ (ନି ପ୍ର) : ଗତ ୨୫ରିଖ (ସୋମବାର ) ଦିନ ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳ ସହ ସଂଯୋଜକ ଓ ଦାନଗଦି ପ୍ରଖଣ୍ଡ ପ୍ରଭାରୀ ପ୍ରଶାନ୍ତ ରାଣ ଙ୍କ ଦ୍ୱାରା ସୁକିନ୍ଦା ଥାନା ଆଇ.ଆଇ. ସି. ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ବିଧର୍ମୀ ମାନଙ୍କ ପର୍ବ ବକ୍ରୀଇଦ ରେ ଗୋମାତାଙ୍କୁ କିଭଳି ହତ୍ୟା କରା ନ ଯାଉ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଦରକାର ବୋଲି ସହ ସଂଯୋଜକ କହିଛନ୍ତି। ଖାଲି ସଂଗଠନ ନୁହେଁ ପ୍ରତ୍ୟେକ ହିନ୍ଦୁ ସମାଜ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ଦରକାର।ଏଥିରେ ସୁକିନ୍ଦା ପ୍ରଖଣ୍ଡ ରୁ ତୋଫାନ ପାତ୍ର ,ଲେମ୍ବୁ ପଂଚାୟତ ସଂଯୋଜକ. ବାଇନ ଦେହୁରୀ ,ସୁକିନ୍ଦା ପଞ୍ଚାଜାତ ସଭାପତିଟୁନା ମହାନ୍ତ ,ଦୁଧଝରି ପଂଚାୟତ ସଂଯୋଜକ କାର୍ତିକ ଦେହୁରୀ,ଅଜୟ ଗଈପଇଁ ପ୍ରମୁଖ ଉପସ୍ଥିତ ଥିଲେ।
Live Share Market




