ହାଇକୋର୍ଟ ସାମ୍ନାରେ ବାଇକ୍ ଓ ଚାରି ଚକିଆ ଯାନ ଜଳି ଧୂଳିସାତ୍
କଟକ,(ବିଭୂତି ଭୂଷଣ ଜେନାଙ୍କ ଠାରୁ): କଟକସ୍ଥିତ ହାଇକୋର୍ଟ ସାମ୍ନାରେ ଦିନ ୧.୩୦ରୁ ୨.୦୦ ମଧ୍ୟରେ ୨ ରୁ ୩ଟି ବାଇକ୍ ଗୋଟିଏ ଚାରି ଚକିଆ ଯାନ ହୁ ହୁ ହୋଇ ଜଳୁଥିବାର ଦେଖି ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । ଏହି ନିଆଁ କେଉଁଠୁ ଆସିଲା କିମ୍ବା କିଏ ଜାଣିଶୁଣି ଲଗାଇ ଦେଇଛି ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ । ଘଟଣା ସମ୍ପର୍କରେ ଜାଣି ସ୍ଥାନୀୟ ଦମକଳ ବାହିନୀ ଉପସ୍ଥିତ ହେବା ପୂର୍ବରୁ ବାଇକଗୁଡ଼ିକ ଓ ଚାରି ଚକିଆ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଯାହାକି ସମଗ୍ର ସହରରେ ଏକ ଶୋକର ଛାୟା ଖେଳାଇ ଦେଇଛି ।
Live Share Market




