ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ଭୁବନେଶ୍ୱର, (ଉ. ନ୍ୟୁଜ୍ ବ୍ୟୁରୋ), ୦୪/୦୧: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ବିଶିଷ୍ଠ ସାହିତ୍ୟିକ ତଥା ବରିଷ୍ଠ ଜନନେତା ୰ ଜାନକୀ ବଲ୍ଲଭ ଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ପାଳିତ ହୋଇଯାଇଛି । ତାଙ୍କର ସୁପୁତ୍ର ପୃଥିବଲ୍ଲଭ ପଟ୍ଟନାୟକଙ୍କ ଆବାହକତ୍ୱରେ କାର୍ଯ୍ୟକ୍ରମଟି ମହାସମାରୋହରେ ସଂପାଦିତ ହୋଇଥିଲା । ଏଥିରେ ବହୁ ନେତା, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସାମ୍ବାଦିକ, ଆଇନଜୀବୀ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗ ଦେଇ ଜାନକୀ ବାବୁଙ୍କ ବହୁବିଧ ବ୍ୟକ୍ତିତ୍ୱର ବାଖ୍ୟା କରିଥିଲେ । ବହୁ ନେତା ଯଥା- ମାନଓ ରଂଜନ ବାହୁବଳେନ୍ଦ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close