ସାମ୍ବାଦିକ ଭରତ ରାଉତଙ୍କୁ ମରଣାତ୍ମକ ଆକ୍ରମଣ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ବ୍ୟାସନଗର, ୬/୫,(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସ ପ୍ରିଂଟ ମିଡିଆ ଆସୋସିଏସନ୍ର ବରିଷ୍ଠ ସଭ୍ୟ ତଥା ସାମ୍ବାଦିକ ଭରତ ରାଉତ ତାଙ୍କ ଇଟା ଫାକ୍ଟ୍ରୋରୀ ନିକଟରେ ଥିବା ଏକ ଘରେ ଚାଲିଥିବା ସେକ୍ସ ରା଼କେଟ ସମ୍ବନ୍ଧରେ ଗ୍ରାମବାସୀଙ୍କ ତରଫରୁ ଥାନାରେ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ପଚାରିବାକୁ ଯାଇଥିବା ବେଳେ ତାଙ୍କୁ ମାଫିଆଙ୍କ ତରଫରୁ ମରଣାତ୍ମକ ଆକ୍ରମଣ କରାଯାଇଛି । ସଂଘ ତରଫରୁ ଏହି ଘଟଣାକୁ ଘୋର ନିନ୍ଦା କରିବା ସହିତ ଦୋଷୀକୁ ତୁରନ୍ତ ଗିରଫ କରିବା ସହିତ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରୁଛୁ । ଏନେଇ ଭରତ ବୁବୁନ ସହଯୋଗରେ ବର୍ତମାନ ଥାନାକୁ ଯାଉଛନ୍ତି। ଆଇ ଆଇ ସି ଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ କହିବା ପରେ ସେ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ସଙ୍ଘର ସମସ୍ତଙ୍କ ସହଯୋଗ କାମନା କରୁଛି ।