ବରିଷ୍ଠ ଶିକ୍ଷାବିତଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ଯାଜପୁର; ୦୮/୧୧ (ନି ପ୍ର ): କୋରେଇ ବ୍ଲକ ଅନ୍ତର୍ଗତ ତୁଳତୀ ପଞ୍ଚାୟତର ନିଗୋଧା ନିବାସୀ ବରିଷ୍ଠ ଶିକ୍ଷାବିତ ମାୟାଧର ସାମଲଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ବରିଷ୍ଠ ରାଜନେତା ଭିକାରୀ ଚରଣ ବରାଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଅଭୟକୁମାର ମହାପାତ୍ର , ପୁର୍ବତନ ସରପଞ୍ଚ ଚନ୍ଦ୍ରଶେଖର ସାହୁ ,ସାମ୍ବାଦିକ ଭୁବନ ମୋହନ ମହାନ୍ତି ,ପୁର୍ବତନ ସରପଞ୍ଚ ଦିପ୍ତୀମୟୀ କୁଅଁର , ପ୍ରାଣକୃଷ୍ଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋକୁଳାନନ୍ଦ ବିଶ୍ଵାଳ ,ଆଇନଜୀବି ଧୃବ ଚରଣ ସେନାପତି ,ଗାଳ୍ପିକ ସୁବାସ ଚନ୍ଦ୍ର ଲେଙ୍କା , ତାହାରପୁର ଗ୍ରାମପଞ୍ଚାୟତର ସମିତି ସଭ୍ୟା ପୁଷ୍ପାଞ୍ଜଳି ମହାପାତ୍ର ପ୍ରମୁଖ ଯୋଗ ଦେଇ ଦିବଙ୍ଗତ ଆତ୍ମାଙ୍କ ସ°ପର୍କରେ ଆଲୋକପାତ କରିଥିଲେ ପରେ ପରେ ନିମନ୍ତ୍ରିତ ଅତିଥି ଅର୍ଜୁନ ଚରଣ ସାହୁ ,ଶିକ୍ଷକ ଅଖିଳ ମୋହନ ମହାନ୍ତି ,ରଘୁନାଥ ସାମଲ, ଭାଗବତ ସ୍ୱାଇଁ ,ଫିରୋଜ ଖାଁ ,ନିରଂଜନ ମଲ୍ଲିକ, ପ୍ରଦୀପ କୁମାର ସାହୁ ,ପ୍ରଦୀପ୍ତ ମହାନ୍ତି, କୈଳାସ କୁଅଁର , ଦେବାନନ୍ଦ ସାହୁ,ସୁଧା°ଶୁ ଶେଖର ସାହୁ, ଅମୁଲ୍ୟ କୁମାର ସାମଲ ,ସୁକୁମାର ସାମଲ ପ୍ରଭୃତି ଯୋଗଦେଇ ସ୍କୁତି ଚାରଣ କରିଥିଲେ । ପରେପରେ ପରିବାର ପକ୍ଷରୁ ପୁତ୍ର ପ୍ରଶାନ୍ତ କୁମାର ସାମଲ, କନ୍ୟା ରାଜଲକ୍ଷ୍ମୀ ସାମଲ ,ଅନୁପମା ସାମଲ, ନିରୁପମା ସାମଲ ପ୍ରମୁଖ ଉପସ୍ଥିତ ରହି ସ୍କୃତିଚାରଣ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close