ତାଜା ଖବର
-
ଯାଜପୁର ପୈାର ପରିଷଦରେ ବଡାଖାନା କାର୍ଯ୍ୟକ୍ରମ
ଯାଜପୁର, ୨୪ା୩: ଯାଜପୁର ପୈାର ପରିଷଦ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମର ଆୟୋଜନ ବୁଧବାର ଅନୁଷ୍ଠିତ ହୋଇଥିଲା । ସପେଂଇ କର୍ମଚାରୀ ଓ ବିଭିନ୍ନ ୱାର୍ଡ ପାଇଁ ନିୟୋଜିତ…
Read More » -
ଯାଜପୁର ଜିଲ୍ଲା ରେଡ଼କ୍ରସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଯାଜପୁର, ୨୪/୩ : ରକ୍ତ ଅଭାବରୁ କାହାକୁ ମରିବାକୁ ଦିଆଯିବ ନାହିଁ । ତେଣୁ ରକ୍ତଦାନ ଶିବିର ଆୟୋଜନକୁ ପ୍ରୋତ୍ସାହିତ କରିବାକୁ ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋର…
Read More » -
ଦକ୍ଷତା ବିକାଶ ଓ ଜୀବନ ଧାରଣ କୈାଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଯାଜପୁର, ୨୪ା୩: ଊତ୍କଳ ବାଳାଶ୍ରମ ପରିସରରେ ବିଭିନ୍ନ ବାଳାଶ୍ରମର ଅନ୍ତେବାସୀମାନଙ୍କର ଦକ୍ଷତା ବିକାଶ ଏବଂ ଜୀବନ ଧାରଣ କୈାଶଳ ସଂପର୍କରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…
Read More » -
-
ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତ ବାର୍ଷିକୀରେ ଭଦ୍ରକ ଜିଲ୍ଳା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଭଦ୍ରକ; ୨୪/୦୩ (ଶିବ ଶଙ୍କର ପଣ୍ଡାଙ୍କ ଠାରୁ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବାକୁ ଯାଇ ରାଜ୍ୟ ସରକାର…
Read More » -
ସମ୍ଭବ ଫାଉଣ୍ଡେସନର ବାର୍ଷିକ ଉତ୍ସବ ପାଳିତ
ଭଦ୍ରକ ; ୨୪/୦୩ ( ଶିବ ଶଙ୍କର ପଣ୍ଡାଙ୍କ ଠାରୁ ): ସମ୍ଭବ ଫାଉଣ୍ଡେସନ, କୋଡ଼ଗମ୍ଭିର,ଭଦ୍ରକ ନିଜର ପ୍ରଥମ ଜନ୍ମ ଉତ୍ସବ ବା ବାର୍ଷିକ ଉତ୍ସବକୁ ଏକ …
Read More » -
ଓଡିଶା ଆଗମନର ଶତବାର୍ଷିକୀରେ ଯାଜପୁରରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ
ଯାଜପୁର, ୨୩ା୩ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଓଡିଶା ଆଗମନର ଶତବାର୍ଷିକୀ ପାଳନ ଅବସରରେ ଯାଜପୁର ଜିଲ୍ଳ୍ା ପ୍ରଶାସନ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଚ୍ଥି ।…
Read More » -
୯୦ତମ ଫାସି ଦିବସ ପାଳନ କଲା ଭଗତ ସିଂ ସ୍ମୃତି ସଂସଦ
ବ୍ୟାସନଗର ; ୨୩/୦୩ (ଉ.ପ୍ର) : ମହାନ ବିପ୍ଲବୀ କ୍ରାନ୍ତିକାରୀ ଶହୀଦ ଭଗତ ସିଂ, ସୁଖଦେବ, ରାଜଗୁରୁଙ୍କ ୯୦ତମ ଫାସି ଦିବସ ପାଳନ ପରିପ୍ରେକ୍ଷୀରେ ଭଗତ ସିଂ…
Read More » -
ଜନତା ସେବା ସମିତି ପକ୍ଷରୁ ପୁରୁଣା ବସ୍ତ୍ର ବଣ୍ଟନ
ଯାଜପୁର; ୨୩/୦୩ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) ଯାଜପୁର ଜିଲ୍ଲା ସ୍ଥାନୀୟ ବ୍ଯାସ ସରୋବର ସ୍ଥିତ ଜଗନ୍ନାଥ ବସ୍ତିରେ ଜନତା ସେବା ସମିତି ପକ୍ଷରୁ ପୁରୁଣା…
Read More » -
ଶହୀଦ ଭଗତ ସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଭଦ୍ରକ; ୨୩/୦୩ ( ଶିବ ଶଙ୍କର ପଣ୍ଡାଙ୍କ ଠାରୁ) : ଭଦ୍ରକ ଜିଲ୍ଲା ଶହୀଦ ଭଗତ ସେନା ପକ୍ଷରୁ ଚରମ୍ପା ଆଗ୍ରସେନ ଭବନରେ ଏକ ବିଶାଳ ରକ୍ତଦାନ…
Read More »