ତାଜା ଖବର
-
କଟକରେ ପହଂଚିଲା ଓଡ଼ିଶା ଭିଜିଲାନ୍ସ ଡି.ଜି ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀର, ଖାନନଗର ଶଶ୍ମାନରେ ହେଲା ଶବ ସତ୍କାର, ପୁଅ ପ୍ରତ୍ୟହ ଦେଲେ ମୁଖାଗ୍ନୀ
କଟକ/ବ୍ୟାସନଗର,୧୯/୬ (ଉ.ନ୍ୟୁଜ୍ ବ୍ୟୁରୋ): ବରିଷ୍ଠ ଆଇ.ପି.ଏସ ଅଧିକାରୀ ତଥା ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ)ର ମହାନିର୍ଦ୍ଦେଶକ ତଥା ସୁସାହିତ୍ୟିକ ଡ଼ଃ. ଦେବାଶିଷ ପାଣିଗ୍ରାହୀଙ୍କ ଚିକିତ୍ସାଧିନ ଅବସ୍ଥାରେ…
Read More » -
ଆରପାରିରେ ଓଡ଼ିଶା ଭିଜିଲାନ୍ସ ମହାନିର୍ଦ୍ଦେଶକ ଡ଼ଃ. ଦେବାଶିଷ ପାଣିଗ୍ରାହୀ; ରାଜ୍ୟବ୍ୟାପି ଶୋକ
ବ୍ୟାସନଗର/ବାଲେଶ୍ୱର/କଟକ,୧୯/୬(ଉ.ନ୍ୟୁଜ୍ ବ୍ୟୁରୋ): ବରିଷ୍ଠ ଆଇ.ପି.ଏସ ଅଧିକାରୀ, ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ)ର ମହାନିର୍ଦ୍ଦେଶକ, ସୁସାହିତ୍ୟିକ, ନାଟ୍ୟକାର ତଥା ଓ ଜଣେ ସର୍ବ ଗୁଣ ସଂପନ୍ନ ତଥା…
Read More » -
ୟାସ ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର ବା ଥଇଥାନ କାର୍ଯ୍ୟକୁ ନେଇ ସମୀକ୍ଷା ବୈଠକ
ବାଲେଶ୍ୱର;୧୯/ ୦୬ (ବ୍ରଜ ଗୋପାଳ ସେନଙ୍କ ଠାରୁ): ବାତ୍ୟା ‘ୟସ୍’ ଦ୍ୱାରା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକ ତଥା ସହରାଞ୍ଚଳରେ ପୁନରୁଦ୍ଧାର ବା ଥଇଥାନ କାର୍ଯ୍ୟକୁ…
Read More » -
ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଶୋକ
ବାଲେଶ୍ୱର;୧୯/୦୬ (ବ୍ରଜ ଗୋପାଳ ସେନଙ୍କ ଠାରୁ): ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ତଥା ନୀଳଗିରି ମାଟିର ସୁଯୋଗ୍ୟ ସନ୍ତାନ, ନୀଳଗିରି କୈଳାସ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର…
Read More » -
“ମେ ଆଇ ହେଲ୍ପ ୟୁ ମୋ ପରିବାର” ସାମାଜିକ ସଂଗଠନ ତରଫରୁ “ଗୋଟାଏ ବୃକ୍ଷ ଗୋଟାଏ ଜୀବନ” ସନ୍ଦେଶ ବାର୍ତା
ବାଲେଶ୍ୱର/ଜଳେଶ୍ୱର;୧୮/୦୬ ( ବ୍ରଜ ଗୋପାଳ ସେନଙ୍କ ଠାରୁ ): ଗୋଟାଏ ବୃକ୍ଷ ଗୋଟାଏ ଜୀବନ ଏହି ସନ୍ଦେଶ ବାର୍ତାକୁ ନେଇ ଆଗେଇ ଆସିଛନ୍ତି ଜଳେଶ୍ୱରର ସାମାଜିକ ସଂଗଠନ…
Read More » -
ପାଖ ମାଡିଲେନି ସାହି ଭାଇ, କୋଭିଡ ମୃତକଙ୍କୁ କାନ୍ଧ ଦେଲେ ଧାମନଗର ବିଡ଼ିଓ ଓ ନଦୀଗାଁ ସରପଞ୍ଚ
ଭଦ୍ରକ;୧୮/୦୬ (ବ୍ୟୁରୋ ): ମଣିଷ ମଣିଷ ସମ୍ପର୍କକୁ ତୁଛ କରିଛି ଏ ମହାମାରୀ କରୋନା । ଏବେ ସ୍ଥିତି ଏମିତି ଯେ ରକ୍ତ ସମ୍ପର୍କ ବି ପର…
Read More » -
ବ୍ୟାସନଗର ଉଠା ଦୋକାନୀଙ୍କ ଦାବି ନେଇ ଏ ଡି ଏମଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କଲେ ମିଳିତ ଶ୍ରମିକ ସଙ୍ଘ
ବ୍ୟାସନଗର: ଆଜି ତା 18.6.2021ରିଖ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମହାମାରୀ କରୋନାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଉଠା ଦୋକାନୀମାନଙ୍କୁ ଦ୍ୱିତୀୟ ଲହରର ସହାୟତା ରାଶି ପ୍ରତ୍ୟେକଙ୍କୁ…
Read More » -
ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷ ହୃଷିକେଶ ରାଉତଙ୍କ ପତ୍ନୀ ପ୍ରଭାସ ନଳିନୀଙ୍କ ପରଲୋକ
ବ୍ୟାସନଗର,୧୭/୬(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷ, ସରକାରୀ ଓକିଲ (ଜି.ପି), ବିଶିଷ୍ଟ ଶ୍ରମିକ ନେତା ହୃଷିକେଶ ରାଉତଙ୍କ ପତ୍ନୀ ପ୍ରଭାସ ନଳିନୀଙ୍କ ଗତ…
Read More » -
ପ୍ରଦୀପ ବିଶ୍ୱାଳ ବ୍ୟାସନଗର କଲେଜ ପରିଚାଳନା କମିଟିର ସଭାପତି ହେଲେ
ବ୍ୟାସନଗର, ୧୭/୬: ଯାଜପୁରରୋଡ ସ୍ଥିତ ‘ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ’ର ପରିଚାଳନା କମିଟିର ସଭାପତି ଭାବେ ଅବସରପ୍ରାପ୍ତ ଆଇ.ଏ.ଏସ ତଥା ବିଶିଷ୍ଟ ସାହିତ୍ୟିକ ପ୍ରଦୀପ କୁମାର ବିଶ୍ୱାଳଙ୍କୁ…
Read More » -
କୋଭିଡ ସ୍ଥିତିକୁ ଦେଖି ଲକଡାଉନରେ ଆଂଶିକ କୋହଳ
ଭୁବନେଶ୍ୱର ; ୧୭/୦୬ ( ଜ୍ୟୋତି ରଞ୍ଜନଙ୍କ ଠାରୁ) : କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ…
Read More »