ବରିଷ୍ଠ ହିସାବରକ୍ଷକ ବଳରାମ ସ୍ୱାଇଁଙ୍କ ୭ମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ)୨୯/୦୬: ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ନହକା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ବରିଷ୍ଠ ଟ୍ୟାକ୍ସ ଆକାଉଂଟାଂଟ ବଳାରାମ ସ୍ୱାଇଁଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀ ଆଜି ସୋମବାର ତାଙ୍କ ନହକାସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ତାଙ୍କର ପୁତ୍ର ତଥା ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ଇନ୍ଦିରାଗାନ୍ଧୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ ପିଣ୍ଡଦାନ କରିବା ସହ ଯଥାବିଧିମତେ କ୍ରିୟାକାର୍ଯ୍ୟ କସମ୍ପନ୍ନ କରିଥିଲେ । କ୍ରିୟାକାର୍ଯ୍ୟରେ ସୁବାସଙ୍କ ଧର୍ମପତ୍ନୀ ଲୋପାମୁଦ୍ରା ସ୍ୱାଇଁ ସହଯୋଗ କରିଥିଲେ । ଏଥିରେ ତାଙ୍କ ଜାମାତା ଶ୍ରୀଧର ନାୟକ, ଦୁଃଶାସନ ବିଶ୍ୱାଳ, ଅମର ସ୍ୱାଇଁ ଓ ସୁମନ୍ତ ରାଉତ ୍ରାଦି ବନ୍ଧୁବାନ୍ଧବ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ‘ଉଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, କଳିଙ୍ଗ କେଶରୀ ରାଉତ ଓ ଅଭିମନ୍ୟୁ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close