ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପିତୃ ବିୟୋଗ
ଭୁବନେଶ୍ୱର,୧୩/୧୧(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁରରୋଡ ଠାରେ ଅବସ୍ଥିତ ଯାଜପୁର ଯୁଗ୍ମ ଶ୍ରମ ଆୟୂକ୍ତ ଶିବ ଶଙ୍କର ମିଶ୍ରଙ୍କ ପିତାଙ୍କ ଭୁବନେଶ୍ୱରରେ ଆଜି ଦେହାନ୍ତ ହୋଇଯାଇଛି । ଏ ଖବର ଆସିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
Live Share Market




