ତାଜା ଖବର
-
କର୍ମଚାରୀଙ୍କ ଅବସର ଦିବସରେ ସାମୟିକ ବୃତ୍ତିପତ୍ର ଦେବା ପ୍ରତ୍ୟେକ ଡିଡିଓଙ୍କ ପ୍ରଧାନ କର୍ତ୍ତବ୍ୟ : ଜିଲ୍ଲାପାଳ – ଶ୍ରୀ ରାଠୋର
ଯାଜପୁର; ୧୬/୦୨(ନି ପ୍ର ): ଗୁରୁବାର ପୂର୍ବାହ୍ନରେ ଯାଜପୁର ଗୈାତମ ବୁଦ୍ଧ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଜିଲ୍ଲା ସ୍ତରୀୟ ପେନ୍ସନ୍ ସଂକ୍ରାନ୍ତୀୟ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ…
Read More » -
ଲାୟନ୍ ଗିରିଧାରୀ ବାରିକଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ ବ୍ୟକ୍ତ
ବ୍ୟାସନଗର, ୧୨/୨(ଟିକାୟତ ପାଲଙ୍କ ଠାରୁ): ଆମ ଗହଣରେ ଲାୟନ୍ ଗିରିଧାରୀ ବାରିକ ଆଉ ନାହାନ୍ତି । ଆଜି ମଧ୍ୟ ରାତ୍ର ୨ଟା ୧୫ମି ପାଖାପାଖି ସମୟରେ ସେ…
Read More » -
କବିତା ସହ ମଣିଷ ଜୀବନ ଅଙ୍ଗାଙ୍ଗୀ ଭାବେ ଜଡିତ, କବିତା ମିଳନ, କଲ୍ୟାଣ ଓ ଅର୍ନ୍ତଃଚିନ୍ତା ଚେତନାକୁ ପରିପ୍ରକାଶ କରେ, କବିତା ଆସରରେ ଅତିଥି ଓ ବକ୍ତାମାନଙ୍କ ମନ୍ତବ୍ୟ
ଯାଜପୁର, ୧୨ା୦୨ (ଉ. ନ୍ୟୁଜ୍ ବ୍ୟୁରୋ): ଗତକାଲି ଶନିବାର ପୂର୍ବାହ୍ନରେ ସ୍ଥାନୀୟ ‘ଗୈାତମ ବୁଦ୍ଧ ସଂସ୍କୃତି ଭବନ’ ଠାରେ ‘ଯାଜପୁର ମହୋତ୍ସବ-୨୦୨୩’ ଓ ଗବେଷଣାତ୍ମକ ପୁସ୍ତକ “ଯଯାତି”…
Read More » -
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସାହିତ୍ୟିତ ହୁସେନ ରବି ଗାନ୍ଧୀ, ପୂର୍ବତନ ବିଧାୟକ ଅର୍ଜ୍ଜୁନ ଦାସଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ଶୋକ ସଭା
ବ୍ୟାସନଗର, (ଉ. ନ୍ୟୁଜ୍ ବ୍ୟରୋ): ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ପ୍ରଭାବଶାଳୀ ନେତା ନବ ଦାସ, ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ, କବି ତଥା ସୁବକ୍ତା ହୁସେନ ରବି…
Read More » -
ଲକ୍ଷ୍ମୀନଗର ସ୍ଥିତ ସେଣ୍ଟ ଜାଭିୟର୍ସ ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ “କିର୍ତିୟାନ” ରେ ଝୁମିଲେ ଛାତ୍ରଛାତ୍ରୀ
ବ୍ୟାସନଗର;୦୬/୦୨ (ନି ପ୍ର ) : ଯାଜପୁରରୋଡ ଲକ୍ଷ୍ମୀନଗର ସ୍ଥିତ ସେଣ୍ଟ ଜାଭିୟର୍ସ ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଯୋଡାବର ଠାରେ…
Read More » -
ଡ. ହୁସେନ ରବିଗାନ୍ଧୀଙ୍କ ବିୟୋଗରେ ସ୍ମୃତିଚାରଣ ସଭା ଓ ମହମବତୀ ଶୋଭାଯାତ୍ରା
ଯାଜପୁର;୩୦/୦୧(ନି ପ୍ର ) :କୋରେଇ ବ୍ଲକ ଅନ୍ତର୍ଗତ ହଳଦିଗଡିଆ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଅନିଲ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍କୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ…
Read More » -
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ; ସମଗ୍ର ରାଜ୍ୟ ସ୍ତବ୍ଧ
ଭୂବନେଶ୍ୱର, ୨୯/୧(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ପ୍ରଭାବଶୀଳ ନେତା ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ ଦାସଙ୍କ ଉପରେ ତାଙ୍କ ଅଙ୍ଗ…
Read More » -
ମା’ ସରସ୍ୱତୀଙ୍କ ପୂଜା ଭୋଜି ଖାଇ ଖପୁରିଆପଦା ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ୦୨ ଶିକ୍ଷକ ଅସୁସ୍ଥ, ଏବେବି ଚାଲିଛି ଚିକିତ୍ସା, ବିଭିନ୍ନ ମହଲରେ ଉଦ୍ବେଗ
ବ୍ୟାସନଗର, ୨୮/୧(ଅସିତ୍ ଦାସଙ୍କ ଠାରୁ): ପବିତ୍ର ଶ୍ରୀପଂଚମୀରେ ଯାଜପୁର ଜିଲ୍ଲାର ଦାନଗଦି ବ୍ଲକର ଖପୁରିଆପଦା ‘ଶରତ ରାଉତ’ ଉଚ୍ଚ ବିଦ୍ୟାପୀଠରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।…
Read More » -
‘ଦୁର୍ଲ୍ଲଭ କଳା ପରିଷଦ’ର ୧୦ମ ବାର୍ଷିକୋତ୍ସବ; ସୃଜନଶୀଳ ସମାଜ ଓ ମନୁଷ୍ୟର ସରସ ଜୀବନ ପାଇଁ କଳା ଓ ସଂଗୀତ ଅତୀବ ଜରୁରୀ-ଡ଼ଃ ପ୍ରଫୁଲ୍ଲ ଘଡାଇ
ବ୍ୟାସନଗର, ୨୭/୧(ଉ. ନ୍ୟୁଜ୍ ବ୍ୟୁରୋ): ‘ଉଦୟବଟ’ ପରିଚାଳିତ ‘ଦୁର୍ଲ୍ଲଭ କଳା ପରିଷଦ’ର ୧୦ମ ବାର୍ଷିକୋତ୍ସବ, ଦୁର୍ଲ୍ଲଭ କଳା ସମ୍ମାନ-୨୦୨୩ ପ୍ରଦାନ ସମାରୋହ, ମା’ ସରସ୍ୱତୀଙ୍କ ପୂଜା, ରାଜ୍ୟସ୍ତରୀୟ…
Read More » -
କାନପୁରରେ ପଞ୍ଚମ ର୍ବାର୍ଷିକ ସାଳନ୍ଦୀ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଝୁମିଲେ କୁନି କୁନି ପିଲା
କାନପୁର; ୨୩/୦୧(ନି ପ୍ର) : କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତ କାନପୁର ଗ୍ରାମରେ ପଞ୍ଚମ ର୍ବାର୍ଷିକ ସାଳନ୍ଦୀ ମହୋତ୍ସବ ବହୁ ଆଡ଼ମ୍ବରରେ ଉଦ୍ଘାଟିତ ହୋଇଯାଇଛି।ଏହି ଉତ୍ସବର ପ୍ରଥମ…
Read More »