ତାଜା ଖବର
-
ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କୁ ପୁନର୍ବାର ଅବଗତ ପରେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ: ବ୍ୟାସନଗର ମିଳିତ କ୍ରିୟାନୁଷ୍ଠାନ କମିଟି
ବ୍ୟାସନଗର, ୦୩.୦୫: ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ଗଠିତ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପରିବର୍ଦ୍ଧିତ ସାଧାରଣ ବୈଠକ ଗତକାଲି ହୋଟେଲ ରୟାଲ କଳିଙ୍ଗ ସଭାଗୃହଠାରେ…
Read More » -
‘ଉଦୟବଟ’ ତରଫରୁ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ
ବ୍ୟାସନଗର, ୦୧/୫(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଦୁର୍ଲ୍ଲଭ କଳା ପରିଷଦ’ ମଣ୍ଡପ ଠାରେ ସନ୍ଧ୍ୟାରେ ‘ଉଦୟବଟ’ ଓ ‘କଳିଙ୍ଗ ବିକାଶ ନିର୍ମାଣ…
Read More » -
ଯାଜପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ‘ବିଶ୍ୱ ଶ୍ରମିକ ଦିବସ’ ପାଳିତ ଏବଂ ସହାୟତା ରାଶି ପ୍ରଦାନ ଶିବିର
ବ୍ୟାସନଗର, ୦୧/୫(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ସନ୍ତରା ସ୍ଥିତ ‘ସଂସ୍କୃତି ଭବନ’ ଠାରେ ଆଜି ସୋମବାର ସକାଳେ ଯାଜପୁରରୋଡ଼ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏବଂ…
Read More » -
ସୁକିନ୍ଦାରୋଡ ଶ୍ରମିକ ସଂଘ ପକ୍ଷରୁ ୧୩୭ ତମ ବିଶ୍ୱ ଶ୍ରମିକ ଦିବସ ପାଳନ
ବ୍ୟାସନଗର,୧. ୫: ଆଜି ତା ୧. ୫. ୨୩ ରିଖ ମାନଗୋବିନ୍ଦପୁର ସ୍ଥିତ ସୁକିନ୍ଦାରୋଡ ଲୋଡିଙ୍ଗ ଓ ଉନଲୋଡିଙ୍ଗ ଶ୍ରମିକ ସଂଘ କାର୍ଯ୍ୟାଳୟ ସମୁଖରେ ବିଶ୍ୱ ଶ୍ରମିକ…
Read More » -
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜଟିଆ ଷ୍ଟିଲର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି
କଳିଙ୍ଗନଗର, ୩୦/୪ (ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ନୂତନ ଭାବେ ନିର୍ମିତ ହେବାକୁ ଥିବା ଜଟିଆ ଷ୍ଟିଲ୍ ଲିମିଟେଡ ପାଇଁ ଗତ କାଲି…
Read More » -
ଓଡ଼ିଆ ଭାଷା, ସାହିତ୍ୟ ସ୍ୱତନ୍ତ୍ର ସଚିବ ରଂଜନ କୁମାର ଦାସ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ
ପୁରୀ, ୨୯/୪(ହିମାଂଶୁ ଭୂଷଣ ମହାନ୍ତିଙ୍କ ଠାରୁ): ଆଜି ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶନାମା ନଂ. ୧୨୨୯୩ ବଦଳରେ ଓଡ଼ିଆ ଭାଷା, ସାହିତ୍ୟ…
Read More » -
ଗ୍ରହରାଜ ଶନିଦେବଙ୍କ ପୂଜା, ରାଛିପୁରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼
ବ୍ୟାସନଗର, ୨୯/୪(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଓଡ଼ିଶାର ପୁର ପଲ୍ଲୀରେ ଆଜି ଗ୍ରହରାଜ ଶନିଦେବଙ୍କ ପୂଜା ଓ ଯଜ୍ଞ ଆଦି ପାଳିତ ହେଉଥିବା ବେଳେ ଯାଜପୁର ଜିଲ୍ଲା…
Read More » -
(no title)
ଉତ୍କଳ ଗୌରବଙ୍କ ଆଦର୍ଶଗùର ଅନୁପ୍ରାଣିତ ଗ ାଇ ଓଡିର୍ାକୁ ଗେଷ୍ଠ ରାଜ୍ୟଗର ପରିଣତ କରିବା ଆମ ସମସ୍ତଙ୍କ ଗନୈତିକ କର୍ତ୍ଶବୟ- ରାଜ୍ସ୍ୱ ମନ୍ତ୍ରୀ ମଲ୍ଲିକ ସତ୍ୟଭାମାପୁର/କଟକ ତ୍ା ୨୮.୦୪.୨୦୨୩…
Read More » -
ସ୍କୃତିଲିପି ସମ୍ପାଦକ ପାଇଲେ ଚଲାପଥ ସମ୍ମାନ
ଯାଜପୁର;୨୭/୦୪(ନି ପ୍ର ) : ଯାଜପୁର ଜିଲ୍ଲା କୋରେଇ ବ୍ଲକର ହଳଦିଗଡିଆ ଗ୍ରାମ ପଞ୍ଚାୟତର ନିବାସୀ ତଥା ସତ୍ୟନାରାୟଣ ପାଠାଗାରର ପ୍ରତିଷ୍ଠାତା ସଂପାଦକ ଓ ଜନଚେତନାର ପ୍ରତୀକ…
Read More » -
ମଧୁ ଓଡ଼ିଶା ସେନା ଓ ପୂଜ୍ୟପୂଜା ପ୍ରତିଭା ପରିଷଦ ତରଫରୁ ଆୟୋଜିତ ଏକ ଆଲୋଚନା ଚକ୍ର “ମଧୁ କଥା – ମଧୁ ବ୍ୟଥା “
ବ୍ୟାସନଗର;୨୭/୦୪(ନି ପ୍ର ): ମଧୁ ଓଡ଼ିଶା ସେନା ଓ ପୂଜ୍ୟପୂଜା ପ୍ରତିଭା ପରିଷଦର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ହୋଟେଲ ଦୟାଲ ରେସିଡେନ୍ସି କାହ୍ନେଇପୂର୍ ଠାରେ “ମଧୁ କଥା…
Read More »