କୃଷି
-
ପାଣିକୋଇଲି ଅଂଚଳର ସଫଳ ଚାଷୀ ରାଜକିଶୋର ବେହେରାଙ୍କ ସଂର୍ପକରେ
ପାଣିକୋଇଲି, ୨୮/୪(ରାମଚନ୍ଦ୍ର ବାରିକଙ୍କ ଠାରୁ): କୋଭିଡ-୧୯ ସମସ୍ୟା ପାଇଁ ଅନେକ ଲୋକଙ୍କ ରୋଜଗାର ଉଜୁଡିଯାଇଛି ବା ବହୁ ପରିମାଣରେ କମିଯାଇଛି । ଏହି ସମୟରେ ବହୁ ଅତ୍ୟାବଶକ…
Read More » -
ଯାଜପୁରରେ ଧାନ ମଣ୍ଡିର ଶୁଭାରମ୍ଭ ସହ ଧାନ କ୍ରୟ ଆରମ୍ଭ
ଯାଜପୁର;୨୪/୧୨(ବ୍ୟୁରୋ): ଯାଜପୁର ଜିଲ୍ଲାରେ ଖରିପଂ ଧାନ ସଂଗ୍ରହ ଶୁକ୍ରବାର ଠାରୁ ଆରମ୍ଭ ହୋଇଚ୍ଥି । ଦଶରଥପୁର ବ୍ଳ୍କ ଅଙ୍ଗାଳୋ ଗ୍ରାମ ଠାରେ ମା ନାଗେଶ୍ୱରୀ ସ୍ୱୟଂ ସହାୟକ…
Read More » -
ଯାଜପୁରରେ ବିଶ୍ୱ ମୃତ୍ତିକା ଦିବସ ପାଳିତ
ଯାଜପୁର, ୫ା୧୨: ମୃତ୍ତିିକାକୁ ସୁସ୍ଥ ନ ରଖିଲେ ଜୀବଜଗତ ଧରା ପୃଷ୍ଠରୁ ଲୋପ ପାଇଯିବ ବୋଲି ଆଶଙ୍କା ବ୍ୟକ୍ତ କରିଚ୍ଥନ୍ତି ଯାଜପୁର ଜିଲ୍ଲା ପରିଷଦ ସଭାପତି ନରେଶ…
Read More » -
ଯାଜପୁର ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ
ଯାଜପୁର; ୨୭/୦୯ (ବ୍ୟୁରୋ): କିଷାନ ମୋର୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ସ୍ଥଳେ ଯାହାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ଦ…
Read More » -
ଯାଜପୁର ଭଳି କୃଷି ସମୃଦ୍ଧ ଜିଲ୍ଲାରେ କୃଷିନୀତି ଏକ ପ୍ରକାର ଦିଗହରା
ଯାଜପୁର ; ୨୦/୦୯ (ବସନ୍ତ କୁମାର ପାତ୍ରଙ୍କ ଠାରୁ ) :ଯାଜପୁର ଜିଲ୍ଲାର ଜଳସେଚନ ଏବଂ ଜଳ ନିଷ୍କାସନର ବିଫଳ ବ୍ୟବସ୍ଥା ପୁଣିଥିରେ ପଦାରେ ପଡିଛି। ଅନିୟମିତ…
Read More » -
ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଧାନ କିଣା ପାଇଁ ସହଜ ପଞ୍ଜିକରଣ
ଭୁବନେଶ୍ୱର ; ୧୧/୦୭ ( ବ୍ୟୁରୋ) : ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଖରିଫ ଧାନ କିଣା ପାଇଁ ପଞ୍ଜୀକରଣ । ରାଜ୍ୟରେ ଧାନ କିଣା ର…
Read More » -
କୋରେଇ ଧନେଶ୍ୱର ସମବାୟ ସମିତି ଧାନ କିଣାରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଗଣ ଅନଶନରେ ବସିଲେ ଚାଷୀ
କୋରେଇ: ଆଜି ତା 23.6.21ରିଖ ଧନେଶ୍ୱର ସେବା ସମବାୟ ସମିତି ଚାଷୀମାନଙ୍କ ଠାରୁ ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଚାଷୀମାନେ ବାରମ୍ବାର…
Read More » -
କୋରେଇର ଧନେଶ୍ୱର ସେବା ସମବାୟ ସମିତିର ବ୍ୟାପକ ଅନିୟମିତତା ପ୍ରତିବାଦରେ ୨୩ ତାରିଖରେ ଗଣ ଅନଶନ
କୋରେଇ: ଆଜି ତା୧୭.୦୬.୨୦୨୧ରିଖ ରାଜ୍ୟ ସରକାରଙ୍କ ରବିଧାନ ବିଭିନ୍ନ ସମବାୟ ସମିତି ଜରିଆରେ କିଣିବା ପାଇଁ ଏକ ନିର୍ଦ୍ଦେଶନାମା ଥିଲେ ମଧ୍ୟ ଧନେଶ୍ୱର ସେବା ସମବାୟ ସମିତି…
Read More » -
ପାଇକ କେନ୍ଦୁମୁଣ୍ଡି ଓ ମୁଖିଗୁଡା ଧାନ ମଣ୍ଡିରେ ଚାଲିଛି ମିଲର୍ସ ଏଜେଣ୍ଟଙ୍କ ଦାଦାଗିରି
କଳାହାଣ୍ଡି ; ୦୯/୦୬ ( ଉ.ପ୍ର) : କଳାହାଣ୍ଡି ଜୟପାଟଣା ବ୍ଲକ୍ ଅନ୍ତର୍ଗତ ମୁଖିଗୁଡା ଓ ପାଇକ କେନ୍ଦୁମୁଣ୍ଡିର ଉଭୟ ମଣ୍ଡିମାନଙ୍କରେ କାଳ ବୈଶାଖୀ ଦାଉ ସାଜୁଥିବା…
Read More » -
କୃଷିଭିତିକ ପର୍ବ ‘ଅକ୍ଷୟ ତୃତୀୟା’ କରୋନା କଟକଣା ମଧ୍ୟରେ ପାଳିତ
ବ୍ୟାସନଗର,୧୫/୫(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ରାଜ୍ୟର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଆସୁଥିବା ବେଳେ କିଛି ବର୍ଷ…
Read More »