ସ୍ବାସ୍ଥ୍ୟ
-
ସୁବର୍ଣ୍ଣପୁରରେ ଖୋଲିଲା ‘ଇଏସଆଇସି’ର ନୂତନ ଶାଖା; କ୍ଷେତ୍ରୀୟ ନିର୍ଦ୍ଦେଶକ ପି. ଏସ ପଣ୍ଡାଙ୍କ ଦ୍ୱାରା ଉଦ୍ଘାଟିତ
ସୁବର୍ଣ୍ଣପୁର, ୨୦/୦୫(ଉ. ନ୍ୟୁଜ୍ ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅନଗ୍ରସର ସୁବର୍ଣ୍ଣପୁର ଜିଲ୍ଲାର ସଦରମହକୁମାରେ ଗତ ୧୮/୦୫ ଗୁରୁବାରରେ ଖୋଲିଛି କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ…
Read More » -
ବରଫ ଦିଆ ପଚା, ବିଷାକ୍ତ କେମିକାଲ ଯୁକ୍ତ ମାଛ ବିକ୍ରି, ଶିକାର ହେଉଛନ୍ତି ସାଧାରଣ ଜନତା
ଯାଜପୁର;୧୨/୦୫(ବ୍ୟୁରୋ): ଯାଜପୁର ଜିଲ୍ଲାରେ ଦିନକୁ ଦିନ ମାଛ ବିକାଲିଙ୍କ ଠକାମୀ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଭୁବନେଶ୍ବର,କଟକ,ଯାଜପୁର ତଥା ଅନ୍ୟ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ପାଖା ପାଖି…
Read More » -
ଭଦ୍ରଖରେ ଇଏସଆଇସିର ଶାଖା କାର୍ଯ୍ୟାଳୟ କ୍ଷେତ୍ରୀୟ ନିର୍ଦ୍ଦେଶକ ପି. ଏସ ପଣ୍ଡାଙ୍କ ଦ୍ୱାରା ଉଦ୍ଘାଟିତ
ଭଦ୍ରଖ, ୧୯/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଭଦ୍ରଖ ଜିଲ୍ଲା ମୁଖ୍ୟାଳୟ ଠାରେ ତଥା ସହରର ୧୬ନଂ ଜାତୀୟ ରାଜପଥର ପାଶ୍ୱର୍ରେ ଥିବା ସ୍ଥାନୀୟ ମଟେରା ଛକ ନିକଟରେ ଆଜି…
Read More » -
ନୟାଗଡ଼ ଠାରେ ଇଏସଆଇସି ଶାଖା କାର୍ଯ୍ୟାଳୟ କ୍ଷେତ୍ରୀୟ ନିର୍ଦ୍ଦେଶକ ପି. ଏସ ପଣ୍ଡାଙ୍କ ଦ୍ୱାରା ଉଦ୍ଘାଟିତ
ନୟାଗଡ଼, ୧୯/୯୪(ଉ. ନ୍ୟୁଜ୍ ବ୍ୟୁରୋ): ନୟାଗଡ଼ ଜିଲ୍ଲା ମୁଖ୍ୟାଳୟ ଠାରେ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଅଧିନସ୍ଥ ‘ରାଜ୍ୟ କର୍ମଚାରୀ ବୀମା ନିଗମ’ (ଇଏସଆଇସି)ର ଶାଖା କାର୍ଯ୍ୟାଳୟ…
Read More » -
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଏବଂ ରୈାଦ୍ରତାପ ମୁକାବିଲା ପ୍ରସ୍ତୁତି ବୈଠକ; ଶୂନ୍ୟ ମୃତ୍ୟୁହାର ପାଇଁ ଅଧିକାରୀ ଏବଂ ଜନସାଧାରଣ କାର୍ଯ୍ୟ କରିବାକୁ ଯାଜପୁର ଜିଲ୍ଲାପାଳଙ୍କ ଆହ୍ୱାନ
ଯାଜପୁର : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକରାର ସବୁବେଳେ ଶୂନ୍ୟ ମୃତ୍ୟୁହାର ଦିଗରେ ପ୍ରାଧାନ୍ୟ ଦେଇ ଆସୁଚ୍ଥନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ…
Read More » -
‘ଶ୍ରୀକାନ୍ତ ସ୍ମୃତି ସଂସଦ’ ଓ ‘ଆମ ଓଡ଼ିଶା’ ତରଫରୁ ବ୍ୟାସନଗରରେ ରକ୍ତଦାନ ଶିବିର
ବ୍ୟାସନଗର, ୧୯/୨(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାରାଂଚଳର ଯୁବ ପ୍ରତିଭା ତଥା ଯୁବ ବ୍ୟବସାୟୀ ଶ୍ରୀକାନ୍ତ ଲାହାଙ୍କ ଅକାଳ ବିୟୋଗ ଅନେକଙ୍କୁ ବ୍ୟଥ୍ଚଚ୍ଛ କରିଥିଲା । ସହରର ବହୁ…
Read More » -
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକାରୀ କରିବା ପାଇଁ “ଟାଟା ଷ୍ଟିଲ୍ ଫାଉଣ୍ଡେସନ” ଓ “ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ” ମଧ୍ୟରେ ସହଭାଗିତା
ଯାଜପୁର, ୧୦/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସହଭାଗିତାରେ ଓଡ଼ିଶାର ଯାଜପୁର ଜିଲ୍ଲାରେ “ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମ’ କାର୍ଯ୍ୟକାରିତାର…
Read More » -
ଦାନଗଦି ବ୍ଲକର ଟୋଲକାନୀ ସ୍ଥିତ ଝାଡ଼େଶ୍ୱର ଜୁନିୟର କଲେଜରେ ବିଶ୍ୱ ଏଡ୍ସ ଦିବସ ପାଳିତ
ଦାନଗଦି,୦୧/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଟୋଲକାନୀ ଠାରେ ଥିବା ‘ଝାଡ଼େଶ୍ୱର ଜୁନିୟର କଲେଜ’ରେ ଆଜି ଗୁରୁବାର ପୂର୍ବାହ୍ନରେ ‘ବିଶ୍ୱ ଏଡ୍ସ ଦିବସ’ ପାଳିତ…
Read More » -
ଯାଜପୁର ବ୍ଲକ ଭୂଇଁପୁରର ପୂର୍ବତନ ସରପଂଚ ପ୍ରମୋଦ ଦାସଙ୍କ ବିୟୋଗ; ବିଭିନ୍ନ ମହଲରେ ଶୋକ
ସାହାପୁରହାଟ, ୦୬/୧୧: ଯାଜପୁର ବ୍ଲକର ଭୂଇଁପୁର ପଂଚାୟତର ପୂର୍ବତନ ସରପଂଚ ତଥା ବରିଷ୍ଠ ବିଜେଡ଼ି ନେତା ପ୍ରମୋଦ କୁମାର ଦାସ (ଟୁନା)ଙ୍କ ବିୟୋଗ ଘଟିଛି । ସେ…
Read More » -
ବାଲେଶ୍ୱରର ‘କିଓର ଆଣ୍ଡ କେୟାର’ କ୍ଲିନିକ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ବାଲେଶ୍ୱର, ୨୨/୧୦ (ଅଖିଳ ଚନ୍ଦ୍ର ଦାସଙ୍କ ଠାରୁ): ବାଲେଶ୍ୱରର ‘କିଓର ଆଣ୍ଡ କେୟାର’ କ୍ଲିନିକ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More »