ବିଜେପି ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ସୋନପୁର ଗ୍ରସ୍ତ ନେଇ ବେଶ ଉତ୍ସାହିତ ବିଜେପି କାର୍ଯ୍ୟକର୍ତା

ସୋନପୁର, ୨୫ା୪(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ପଚିଂମାଂଚଳକୁ ନିଶାଣ କରିଛି ବିଜେପି । ଆଜି ସୋନପୁର ଠାରେ ଅନୁଷ୍ଠିତ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇ ବିଜେପିର କେନ୍ଦ୍ରୀୟ ପ୍ରମୁଖ ନେତା ତଥା ଗୃହ ମନ୍ତ୍ରୀ ଅମିତ୍ ଶାହା ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଏହାକୁ ଫୋପାଡି ଦେବାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସେ ଆଜି କ’ଣ କହୁଛନ୍ତି ତା’କୁ ନେଇ ଜନସାଧାରଣମାନେ ଦ୍ୱନ୍ଦରେ ଥିଲେ । ହେଲେ ତାଙ୍କର ଅଗ୍ନୀବର୍ଷୀ ଭାଷଣ ଦଳୀୟ କର୍ମକର୍ତାମାନଙ୍କୁ ଉତ୍ସାହିତ କରିଛି ବୋଲି କୁହାଯାଉଛି । ଆଜି ସକାଳେ କିଛି କର୍ମକର୍ତା ଗଣମାଧ୍ୟମକୁ ୫୦ ହଜାର ଲୋକଙ୍କ ସମାବେଶ ହେବ ବୋଲି ଆଶା କରୁଥିଲେ; ହେଲେ ତାହା ଟପିଯାଇଛି ବୋଲି କେତେକ କହିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close