ସାମ୍ବାଦିକ ଭରତ ରାଉତଙ୍କୁ ମରଣାତ୍ମକ ଆକ୍ରମଣ

ବ୍ୟାସନଗର, ୬/୫,(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସ ପ୍ରିଂଟ ମିଡିଆ ଆସୋସିଏସନ୍‌ର ବରିଷ୍ଠ ସଭ୍ୟ ତଥା ସାମ୍ବାଦିକ ଭରତ ରାଉତ ତାଙ୍କ ଇଟା ଫାକ୍ଟ୍ରୋରୀ ନିକଟରେ ଥିବା ଏକ ଘରେ ଚାଲିଥିବା ସେକ୍ସ ରା଼କେଟ ସମ୍ବନ୍ଧରେ ଗ୍ରାମବାସୀଙ୍କ ତରଫରୁ ଥାନାରେ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ପଚାରିବାକୁ ଯାଇଥିବା ବେଳେ ତାଙ୍କୁ ମାଫିଆଙ୍କ ତରଫରୁ ମରଣାତ୍ମକ ଆକ୍ରମଣ କରାଯାଇଛି । ସଂଘ ତରଫରୁ ଏହି ଘଟଣାକୁ ଘୋର ନିନ୍ଦା କରିବା ସହିତ ଦୋଷୀକୁ ତୁରନ୍ତ ଗିରଫ କରିବା ସହିତ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରୁଛୁ । ଏନେଇ ଭରତ ବୁବୁନ ସହଯୋଗରେ ବର୍ତମାନ ଥାନାକୁ ଯାଉଛନ୍ତି। ଆଇ ଆଇ ସି ଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ କହିବା ପରେ ସେ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ସଙ୍ଘର ସମସ୍ତଙ୍କ ସହଯୋଗ କାମନା କରୁଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close