ଜମି ବିକି ଚିଟ୍ ଫଣ୍ଡରେ ଟଙ୍କା ରଖି ସର୍ବସ୍ୱାନ୍ତ ପରିବାରର ବର୍ତମାନର ହାଲ

ଯାଜପୁର, ୨୫/୯ (ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀ ଓ ରସୁଲପୁର ବ୍ଲକ୍‌ର ଶଙ୍ଖଚିଲ୍ଲା ଅଂଚଳରେ ଜଣେ ଗରୀବ ବ୍ୟକ୍ତି ଚିଟ୍‌ଫଣ୍ଡରେ ଟଙ୍କା ରଖି ଅଧିକ ପାଇବା ଆଶାରେ ନିଜ ଚାଷ ଜମି ବିକି ଟଙ୍କା ରଖିଥିଲେ । ହେଲେ ଅଧିକ କ’ଣ ମିଳିବ ବରଂ ତାଙ୍କର ମୂଳ ଟଙ୍କା ଏପର୍ଯ୍ୟନ୍ତ ମିଳିନାହି । ଟଙ୍କା ବୁଡିଯିବା ପରି ଅବସ୍ଥା ଦେଖି ଅତ୍ୟନ୍ତ ମ୍ରିୟମାଣ ହୋଇପଡିଛନ୍ତି ସେ ଓ ତାଙ୍କର ପରିବାର । ଆସନ୍ତୁ ଶୁଣିବା ତାଙ୍କର ପରିସ୍ଥିତି ବିଷୟରେ…….

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close